ଅଗଷ୍ଟ ୧୫ ସୁଦ୍ଧା ଭାରତରେ କରୋନା ଟିକା!

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ କରୋନା ଟିକା ଅଗଷ୍ଟ ୧୫ ସୁଦ୍ଧା ସର୍ବସାଧାରଣ ପାଇଁ ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆଇସିଏମଆରର ସହଯୋଗରେ ଭାରତ ବାଓଟେକ ଇଣ୍ଟନ୍ୟାଶନାଲ ଲିଃ କୋଭାକ୍ସିନ ନାମକ କରୋନା ଟିକା ବାହାର କରିଛି। ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନାକାଲ ଟ୍ରାଏଲ ପାଇଁ ଡିସିଜିଆଇ ଅନୁମତି ଦେଇଛି। ଏବେ ଆଇସିଏମଆର ଉକ୍ତ ସମ୍ଭାବ୍ୟ ଟିକାର ଫାଷ୍ଟଟ୍ରାକ୍‌ ପ୍ରଣାଳୀରେ କ୍ଲିନିକାଲ ଟ୍ରାଏଲ ଶେଷ କରି ରେଜଲ୍ଟ ପ୍ରକାଶ କରିବାକୁ […]

e

e

Hemant Lenka
  • Published: Friday, 03 July 2020
  • Updated: 03 July 2020, 04:28 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ କରୋନା ଟିକା ଅଗଷ୍ଟ ୧୫ ସୁଦ୍ଧା ସର୍ବସାଧାରଣ ପାଇଁ ଉପଲବ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆଇସିଏମଆରର ସହଯୋଗରେ ଭାରତ ବାଓଟେକ ଇଣ୍ଟନ୍ୟାଶନାଲ ଲିଃ କୋଭାକ୍ସିନ ନାମକ କରୋନା ଟିକା ବାହାର କରିଛି। ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନାକାଲ ଟ୍ରାଏଲ ପାଇଁ ଡିସିଜିଆଇ ଅନୁମତି ଦେଇଛି।

ଏବେ ଆଇସିଏମଆର ଉକ୍ତ ସମ୍ଭାବ୍ୟ ଟିକାର ଫାଷ୍ଟଟ୍ରାକ୍‌ ପ୍ରଣାଳୀରେ କ୍ଲିନିକାଲ ଟ୍ରାଏଲ ଶେଷ କରି ରେଜଲ୍ଟ ପ୍ରକାଶ କରିବାକୁ କହିଛି। ଆଇସିଏମଆର ପକ୍ଷରୁ କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ଏକ ଚିଠି ଲେଖିଛି। ଏଥିରେ କୁହାଯାଇଛି ଯେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ କରିବାକୁ ଦେଶର ଏକାଧିକ ହସ୍ପିଟାଲକୁ କୁହାଯାଇଛି।

ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭାବେ ଏହାକୁ ବିଚାରକୁ ନେଇ ଫାଷ୍ଟଟ୍ରାକ୍‌ ପ୍ରଣାଳୀରେ ଏହାର ପରୀକ୍ଷା କରିବାକୁ ଆଇସିଏମଆର କହିଛି। ଯଦି ସବୁ କିଛି ଠିକ୍‌ ଠାକ ଚାଲେ ତା’ହେଲେ ଅଗଷ୍ଟ ୧୫ ସୁଦ୍ଧା ଭାରତରେ କରୋନା ଟିକା ଉପଲବ୍ଧ ହେବ। କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଓଡ଼ିଶାର ସମ୍ ହସ୍ପିଟାଲ ସହ ଦେଶର ୧୩ ହସ୍ପିଟାଲରେ କରାଯିବ।

ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ଏ‍ ଅଫ ଭିରୋଲଜି ପକ୍ଷରୁ କରୋନା ଭାଇରସ୍‌କୁ ପୃଥକ କରାଯାଇଥିଲା। ଏହା ପରେ ଭାଇରସ୍‌ର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ା‍ ପ୍ରସ୍ତୁତ କରଯାଉଛି। ଆଇସିଏମ୍‌ଆର୍‌ ଓ ଭାରତ ବାୟୋଟେକ ମିଳିତ ଭାବେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ୍‌ କଂଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଓ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିଛି। ଜୁଲାଇ ୩୧ ସୁଦ୍ଧା ଏହି ଟିକାର କ୍ଲିନିକାଲ ଟ୍ରାଏଲ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story