ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଗଡ଼ିଲା ଟ୍ରେନ୍

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଆଜି ଶ୍ରୀନଗରରୁ ବାରମୁଲାକୁ ଟ୍ରେନ୍ ଗଡ଼ିଛି। ଦୀର୍ଘ ୩ ମାସ ଧରି ଟ୍ରେନ୍ ସେବା ବନ୍ଦ ରହିଥିବାରୁ ଏହି ଦୁଇ ଷ୍ଟେସନ ମଧ୍ୟରେ ଥିବା ଯାତ୍ରୀଙ୍କ ଯିବା ଆସିବା ବନ୍ଦ ରହିଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ସେତେବେଳେ ଏହି ଟ୍ରେନ୍ ସେବା ବନ୍ଦ କରାଯାଇଥିଲା। ଆଜି ସୁରକ୍ଷା ବାବଦରେ ସମୀକ୍ଷା କରିବା ପରେ ଶ୍ରୀନଗରରୁ ବାରମୁଲା ଯାଏ ଏହି ଟ୍ରେନ ପରୀକ୍ଷାମୂଳକ […]

srinagar train

srinagar train

Subhransu Sekhar
  • Published: Monday, 11 November 2019
  • Updated: 11 November 2019, 04:52 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଆଜି ଶ୍ରୀନଗରରୁ ବାରମୁଲାକୁ ଟ୍ରେନ୍ ଗଡ଼ିଛି। ଦୀର୍ଘ ୩ ମାସ ଧରି ଟ୍ରେନ୍ ସେବା ବନ୍ଦ ରହିଥିବାରୁ ଏହି ଦୁଇ ଷ୍ଟେସନ ମଧ୍ୟରେ ଥିବା ଯାତ୍ରୀଙ୍କ ଯିବା ଆସିବା ବନ୍ଦ ରହିଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ସେତେବେଳେ ଏହି ଟ୍ରେନ୍ ସେବା ବନ୍ଦ କରାଯାଇଥିଲା।

ଆଜି ସୁରକ୍ଷା ବାବଦରେ ସମୀକ୍ଷା କରିବା ପରେ ଶ୍ରୀନଗରରୁ ବାରମୁଲା ଯାଏ ଏହି ଟ୍ରେନ ପରୀକ୍ଷାମୂଳକ ଭାବରେ ଗଡ଼ିଥିଲା। ଏହି ଟ୍ରେନ କଶ୍ମୀରବାସୀଙ୍କ ଜୀବନଧାରା। ତେଣୁ ଏହି ଟ୍ରେନର ସୁରକ୍ଷା ଯାତ୍ରୀମାନେ ନିଜେ କରିବା ଦରକାର ବୋଲି ସେ କହିଛନ୍ତି। ଅନ୍ୟପଟେ ରେଳସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଥିବାରୁ ଜମ୍ମୁ କଶ୍ମୀର ବାସୀ ଏହାକୁ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story