ବାଲାକୋଟ ଏୟାର ଷ୍ଟ୍ରାଇକରେ ସାମିଲ ୫ ପାଇଲଟ ପାଇବେ ବାୟୁସେନା ମେଡାଲ

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ କ୍ୟାମ୍ପକୁ ଧ୍ଵଂସ କରି ଦେଇଥିବା ବାୟୁସେନାର ପାଇଲଟଙ୍କୁ ସମ୍ମାନିତ କରାଯିବ। ସ୍ୱାଧୀନତା ଦିବସ ଅବସରରେ ଓ୍ୱିଙ୍ଗ୍ କମାଣ୍ଡର ଅମିତ ରଞ୍ଜନ ସ୍କ୍ବାର୍ଡନ  ଲିଡର ରାହୁଲ ବସୋୟ, ପଙ୍କଜ ଭୁଜଡେ, ପିକେଏନ୍ ରେଡ୍ଡୀ ଓ ଶଶାଙ୍କ ସିଂହଙ୍କୁ ବାୟୁସେନା ପଦକ(ବୀରତା) ପ୍ରଦାନ କରାଯିବ।ଏହି ସମସ୍ତ ଅଧିକାରୀ ଯୁଦ୍ଧ ବିମାନର ପାଇଲଟ। ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୪ରେ ଆତଙ୍କବାଦୀ ମାନେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ସେନାଙ୍କ ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ। […]

AIR STRIKE

AIR STRIKE

Subhransu Sekhar
  • Published: Wednesday, 14 August 2019
  • Updated: 14 August 2019, 01:54 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ କ୍ୟାମ୍ପକୁ ଧ୍ଵଂସ କରି ଦେଇଥିବା ବାୟୁସେନାର ପାଇଲଟଙ୍କୁ ସମ୍ମାନିତ କରାଯିବ। ସ୍ୱାଧୀନତା ଦିବସ ଅବସରରେ ଓ୍ୱିଙ୍ଗ୍ କମାଣ୍ଡର ଅମିତ ରଞ୍ଜନ ସ୍କ୍ବାର୍ଡନ  ଲିଡର ରାହୁଲ ବସୋୟ, ପଙ୍କଜ ଭୁଜଡେ, ପିକେଏନ୍ ରେଡ୍ଡୀ ଓ ଶଶାଙ୍କ ସିଂହଙ୍କୁ ବାୟୁସେନା ପଦକ(ବୀରତା) ପ୍ରଦାନ କରାଯିବ।ଏହି ସମସ୍ତ ଅଧିକାରୀ ଯୁଦ୍ଧ ବିମାନର ପାଇଲଟ।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୪ରେ ଆତଙ୍କବାଦୀ ମାନେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ସେନାଙ୍କ ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହାର ଜବାବରେ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କ୍ୟାମ୍ପ ଉପରେ ଆକ୍ରମଣ କରି ଧ୍ଵଂସ କରି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story