ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ କ୍ୟାମ୍ପକୁ ଧ୍ଵଂସ କରି ଦେଇଥିବା ବାୟୁସେନାର ପାଇଲଟଙ୍କୁ ସମ୍ମାନିତ କରାଯିବ। ସ୍ୱାଧୀନତା ଦିବସ ଅବସରରେ ଓ୍ୱିଙ୍ଗ୍ କମାଣ୍ଡର ଅମିତ ରଞ୍ଜନ ସ୍କ୍ବାର୍ଡନ ଲିଡର ରାହୁଲ ବସୋୟ, ପଙ୍କଜ ଭୁଜଡେ, ପିକେଏନ୍ ରେଡ୍ଡୀ ଓ ଶଶାଙ୍କ ସିଂହଙ୍କୁ ବାୟୁସେନା ପଦକ(ବୀରତା) ପ୍ରଦାନ କରାଯିବ।ଏହି ସମସ୍ତ ଅଧିକାରୀ ଯୁଦ୍ଧ ବିମାନର ପାଇଲଟ।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୪ରେ ଆତଙ୍କବାଦୀ ମାନେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ସେନାଙ୍କ ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହାର ଜବାବରେ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କ୍ୟାମ୍ପ ଉପରେ ଆକ୍ରମଣ କରି ଧ୍ଵଂସ କରି ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବାଟବଣା କଲା ଗୁଗୁଲ: ନାଗାଲାଣ୍ଡ ପଳାଇଲା ଆସାମ ପୁଲିସ, ବାନ୍ଧିଲେ ଲୋକେ
ଅଭିଯୁକ୍ତଙ୍କୁ ଧରିବା ଲାଗି ଚଢ଼ାଉ ପାଇଁ ଯାଉଥିଲା ଆସାମ ପୁଲିସ। ସଠିକ୍ ରାସ୍ତା ପାଇଁ ସେ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲା।
National
ତିରୁପତି ମନ୍ଦିରରେ ଦଳାଚକଟା, ସାମ୍ନାକୁ ଆସିଲା ପ୍ରକୃତ କାରଣ
ଟିକେଟ୍ କାଉଣ୍ଟରରେ ଟୋକେନ୍ ପାଇଁ ପ୍ରବଳ ଭିଡ଼ ଜମିଥିଲା। ଗେଟ୍ ଖୋଲିବା ମାତ୍ରେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।
National
କୋଟାରେ ଅଘଟଣ, ୨୪ ଘଣ୍ଟାରେ ଝୁଲି ପଡ଼ିଲେ ଦୁଇ ଛାତ୍ର
JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୨୦ ବର୍ଷୀୟ ଓ ଆଉ ଜଣେ ୧୯ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ସ୍ପେସ୍ ଡକିଂ ସ୍ଥଗିତ ରଖିଲା ଇସ୍ରୋ
ସ୍ପେଡେକ୍ସ ମିଶନରେ ଯାଇ ମହାକାଶରେ ଘୁରି ବୁଲୁଥିବା ୨ଟି ସ୍ପେସ୍କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ାଯିବା ପାଇଁ ଆଜି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
National
ତିରୁପତିରେ ମନ୍ଦିର ବାହାରେ ଦଳାଚକଟା; ୬ ମୃତ, ଅନେକ ଆହତ
ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଦଳାଚକଟା।