'ରିପବ୍ଲିକ୍ ଟିଭି' ଏବଂ 'ଟାଇମ୍ସ ନାଓ' ବିରୋଧରେ ସୁପ୍ରିମକୋର୍ଟ ଗଲା ବଲିଉଡ୍

ନୂଆଦିଲ୍ଲୀ: ବଲିଉଡର ୩୦ରୁ ଅଧିକ ପ୍ରଡକ୍ସନ ହାଉସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡକୁ ବଦନାମ କରାଯାଇଛି ବୋଲି ଆବେଦନ କରାଯାଇଛି। ଏହି ଆବେଦନରେ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ଚ୍ୟାନେଲର କନସଲଟାଣ୍ଟ ଏଡିଟର ପ୍ରଦୀପ ଭଣ୍ଡାରୀ ଏବଂ ଟାଇମ୍ସ ନାଓର ଦୁଇ ସମ୍ପାଦକ ନାଭିକା କୁମାର ଏବଂ ରାହୁଲ ଶିଭଶଙ୍କରଙ୍କ ନାମରେ ମାମଲାର ଦାୟର ହୋଇଛି। ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ ଦେହ ଉଦ୍ଦାର ହୋଇଥିଲା। […]

arnav navika

arnav navika

Subhransu Sekhar
  • Published: Monday, 12 October 2020
  • Updated: 12 October 2020, 08:35 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡର ୩୦ରୁ ଅଧିକ ପ୍ରଡକ୍ସନ ହାଉସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡକୁ ବଦନାମ କରାଯାଇଛି ବୋଲି ଆବେଦନ କରାଯାଇଛି। ଏହି ଆବେଦନରେ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ଚ୍ୟାନେଲର କନସଲଟାଣ୍ଟ ଏଡିଟର ପ୍ରଦୀପ ଭଣ୍ଡାରୀ ଏବଂ ଟାଇମ୍ସ ନାଓର ଦୁଇ ସମ୍ପାଦକ ନାଭିକା କୁମାର ଏବଂ ରାହୁଲ ଶିଭଶଙ୍କରଙ୍କ ନାମରେ ମାମଲାର ଦାୟର ହୋଇଛି।

ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ ଦେହ ଉଦ୍ଦାର ହୋଇଥିଲା। ଏହାପରେ ମାମଲା ଶୀଥିଳ ପଡ଼ିଥିଲା। ହେଲେ ପ୍ରଥମେ ରିପବ୍ଲିକ୍ ଟିଭି ପରେ ପରେ ଟାଇମ୍ସ ନାଓ ଭଳି ଚ୍ୟାନେଲ୍ ସୁଶାନ୍ତ ସିଂ ମାମଲାକୁ ଅନେକ ଖବର ପ୍ରସାରଣ କରିଥିଲେ।

ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ କରଣ ଜୋହର, ଆମୀର ଖାନ୍, ଶାହରୁଖ ଖାନ୍, ସଲମାନ୍ ଖାନ୍, ଅକ୍ଷୟ କୁମାର, ଅଜୟ ଦେବଗନ, ଆଦିତ୍ୟ ଚୋପ୍ରା ଏବଂ ଫରହାନ ଅଖତର ଭଳି ନାମୀ ଚେହେରା ଏକାଠି ହୋଇ ମାମଲା ଦାୟର କରିଛନ୍ତି।

ସୁଶାନ୍ତ ସିଂ ରାଜପୁତ ମାମଲାରେ ଏହି ଦୁଇ ଚ୍ୟାନେଲ ବଲିଉଡକୁ ଡ୍ରଗି, ନିଶାଡି ଆଦି ଅପଶବ୍ଦ କହି ବଦନାମ କରିଥିବା ସିନେ ତାରକା ମାନେ କୋର୍ଟରେ କହିଛନ୍ତି।

ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିଥିଲା ଏଥିରେ ରିଆ ଚକ୍ରବର୍ତ୍ତୀ, ଦୀପିକା ପାଦୁକୋନ, ଶାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ୍ ସିଂହ, ଶ୍ରଦ୍ଧା କପୁର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏନସିବି ଜେରାର ସମ୍ମୁଖୀନ ହୋଇଛନ୍ତି। ଏମିତିକି କରଣ ଜୋହରଙ୍କ ଦ୍ୱାରା ଭାଇରାଲ କରାଯାଇଥିବା ଏକ ଭିଡିଓରେ ଅନେକ କଳାକାର ଡ୍ରଗ୍ସ ସେବନ କରିଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ମିଡିଆ ହାଉସ ବଲିଉଡ ଡ୍ରଗ୍ସ ସିଣ୍ଡିକେଟ୍ ବୋଲି କହିବାକୁ ପଛାଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story