ରାଜ୍ୟସଭା ଯିବେ ଜଷ୍ଟିସ୍‌ ଗୋଗୋଇ, ରାଷ୍ଟ୍ରପତି କଲେ ମନୋନୟନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରାଜ୍ୟସଭା ଯିବେ। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସଂସଦର ଉଚ୍ଚତମ ସଦନକୁ ମନୋନୀତ କରିଥିବା ଜଣାପଡ଼ିଛି। ରାଫେଲ୍‌ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ଜଷ୍ଟିସ୍‌ ଗୋଗୋଇଙ୍କ କ୍ୟାରିଅର୍‌ରେ ସବୁଠାରୁ ବଡ଼ ରାୟ ହେଉଛି ଅଯୋଧ୍ୟା ରାମ ଜନ୍ମଭୂମି ରାୟ। ଏହା ବହୁ ଦଶନ୍ଧିର ବିବାଦରେ ଅନ୍ତ ଘଟାଇଛି। ଉତ୍ତର-ପୂର୍ବ ଭାରତରୁ ପ୍ରଥମ ବ୍ୟକ୍ତି ଭାବେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବିଚାରପତି ଦାୟିତ୍ୱ ନେଇଥିବା ଜଷ୍ଟିସ୍ […]

Justice-Gogoi

Justice-Gogoi

Subrat Kumar Nayak
  • Published: Monday, 16 March 2020
  • Updated: 16 March 2020, 09:44 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରାଜ୍ୟସଭା ଯିବେ। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସଂସଦର ଉଚ୍ଚତମ ସଦନକୁ ମନୋନୀତ କରିଥିବା ଜଣାପଡ଼ିଛି। ରାଫେଲ୍‌ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ଜଷ୍ଟିସ୍‌ ଗୋଗୋଇଙ୍କ କ୍ୟାରିଅର୍‌ରେ ସବୁଠାରୁ ବଡ଼ ରାୟ ହେଉଛି ଅଯୋଧ୍ୟା ରାମ ଜନ୍ମଭୂମି ରାୟ। ଏହା ବହୁ ଦଶନ୍ଧିର ବିବାଦରେ ଅନ୍ତ ଘଟାଇଛି।

ଉତ୍ତର-ପୂର୍ବ ଭାରତରୁ ପ୍ରଥମ ବ୍ୟକ୍ତି ଭାବେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବିଚାରପତି ଦାୟିତ୍ୱ ନେଇଥିବା ଜଷ୍ଟିସ୍ ଗୋଗୋଇ ଗତ ନଭେମ୍ବର ମାସରେ ଅବସର ନେଇଛନ୍ତି।

WhatsApp Image 2020-03-16 at 21.08.04
ଜଷ୍ଟିସ୍‌ ଗୋଗୋଇଙ୍କୁ ରାଜ୍ୟସଭା ପଠାଇବା ନେଇ ଯୁଗ୍ମ ସଚିବ ସୁଧେଶ କୁମାର ଶାହିଙ୍କ ନାମରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି, “ମନୋନୀତ ସଦସ୍ୟଙ୍କ ଅବସର ପରେ ଖାଲି ପଡ଼ିଥିବା ଆସନ ପାଇଁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରି ରାଷ୍ଟ୍ରପତି ବେଶ ଆନନ୍ଦିତ।”

ସୂଚନାଯୋଗ୍ୟ ଯେ, ଅଳ୍ପ କିଛି ଜଣେ ବିଚାରପତି ଏଭଳି ରାଜ୍ୟସଭା ଯିବାର ସୁଯୋଗ ପାଇଛନ୍ତି। ପୂର୍ବରୁ ପୂର୍ବତନ ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର ଅବସର ପରେ କଂଗ୍ରେସରେ ଯୋଗଦେଇ ସାଂସଦ ହୋଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ପି ସଦାଶିବମ୍‌ କେରଳର ରାଜ୍ୟପାଳ ଦାୟିତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story