ଏନକାଉଣ୍ଟର କରି ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଚାରି ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ। ଏହାପରେ ଗୁରୁବାର ସୁରକ୍ଷାକର୍ମୀ ଏନକାଉଣ୍ଟର କରି ଚାରି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି। ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମିୟ ବେଳେ ଜାତୀୟ ରାଜପଥ ବନ୍ଦ କରି ଦିଆଯାଇଥିଲା ବୋଲି ସୂଚନା ରହିଛି। ସୂଚନାଅନୁଯାୟୀ, ଟୋଲ ପ୍ଲାଜା ପାଖରେ ସୁରକ୍ଷାକର୍ମୀ ସକାଳୁ ସକାଳୁ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ […]

encounter

encounter

Subhransu Sekhar
  • Published: Thursday, 19 November 2020
  • Updated: 19 November 2020, 08:26 AM IST

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଚାରି ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରିଥିଲେ ସୁରକ୍ଷାକର୍ମୀ। ଏହାପରେ ଗୁରୁବାର ସୁରକ୍ଷାକର୍ମୀ ଏନକାଉଣ୍ଟର କରି ଚାରି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି। ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମିୟ ବେଳେ ଜାତୀୟ ରାଜପଥ ବନ୍ଦ କରି ଦିଆଯାଇଥିଲା ବୋଲି ସୂଚନା ରହିଛି।

ସୂଚନାଅନୁଯାୟୀ, ଟୋଲ ପ୍ଲାଜା ପାଖରେ ସୁରକ୍ଷାକର୍ମୀ ସକାଳୁ ସକାଳୁ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ପାଖରେ ଥିବା ଏକ ଜଙ୍ଗଲରୁ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଛି। ସକାଳ ୫ଟା ସମୟରେ ଏହି ଗୁଳି ବିନିମିୟ ହୋଇଥିଲା ବୋଲି ସୂଚନା ରହିଛି। ଆଉ କିଛି ଆତଙ୍କବାଦୀ ଲୁଚି ଥାଇପାରନ୍ତି ବୋଲି ସୁରକ୍ଷାକର୍ମୀ ସନ୍ଦେହ କରୁଛନ୍ତି। ପୁଲିସ ଏବେ ଜମ୍ମୁ କଶ୍ମୀର ରାଜପଥ ଏବଂ ନାଗରୋଟା ଅଞ୍ଚଳକୁ ଘେରିଯାଇଛି।

https://twitter.com/ANI/status/1329246309803409408

ସୂଚନାଯୋଗ୍ୟ, ବୁଧବାର ସଂଧ୍ୟାରେ ଆତଙ୍କବାଦୀ ପୁଲଓ୍ୱାମାରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ। ହେଲେ ଲକ୍ଷ୍ୟ ବିଚ୍ୟୁତି ହେବାରୁ ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସମସ୍ତ ଆହତ ସାଧାରଣ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story