୪ ବର୍ଷର ଶିଶୁ କନ୍ୟାକୁ ଦୁର୍ଷ୍କମ କଲା ୧୨ ବର୍ଷର ନାବାଳକ

ଉଦୟପୁର: ରାଜସ୍ଥାନର ଧୁଡାନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ୧୨ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁ କନ୍ୟାଟି ଏକାକୀ ଖେଳୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାକୁ ଦେଖିଥିଲା। ଏହାପରେ ସେ ତାକୁ ନିଜ ସହ ଘରକୁ ଉଠାଇ ଆଣିବା ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ସମୟରେ ଶିଶୁ କନ୍ୟାଟିର ଯୌନାଙ୍ଗରୁ ରକ୍ତ ବାହାରିବାରୁ ସେ  ଚିତ୍କାର କରିଥିଲା। ଏହା ଦେଖି ଅଭିଯୁକ୍ତ ବାଳକ ସେଠାରୁ ଭୟରେ ଫେରାର ହୋଇଯାଇଥିଲା। ପୀଡ଼ିତାଙ୍କ ବାପା […]

65651719

65651719

Hemant Lenka
  • Published: Monday, 03 September 2018
  • Updated: 03 September 2018, 10:33 AM IST

Sports

Latest News

ଉଦୟପୁର: ରାଜସ୍ଥାନର ଧୁଡାନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ୧୨ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁ କନ୍ୟାଟି ଏକାକୀ ଖେଳୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାକୁ ଦେଖିଥିଲା।

ଏହାପରେ ସେ ତାକୁ ନିଜ ସହ ଘରକୁ ଉଠାଇ ଆଣିବା ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ସମୟରେ ଶିଶୁ କନ୍ୟାଟିର ଯୌନାଙ୍ଗରୁ ରକ୍ତ ବାହାରିବାରୁ ସେ  ଚିତ୍କାର କରିଥିଲା। ଏହା ଦେଖି ଅଭିଯୁକ୍ତ ବାଳକ ସେଠାରୁ ଭୟରେ ଫେରାର ହୋଇଯାଇଥିଲା। ପୀଡ଼ିତାଙ୍କ ବାପା ମା’ ଦିନ ମଜୁରିଆ।

ସେମାନେ ଉଦୟପୁରକୁ ଏକ ନିର୍ମାଣ ପ୍ରୋଜେକ୍ଟରେ କାମ କରିବାକୁ ଆସିଥିଲେ। ଶିଶୁ କନ୍ୟାଟି ବାହାରେ ଖେଳୁଥିବା ବେଳେ ସେହି ବସ୍ତିରେ ଥିବା ଅନ୍ୟ ମହିଳାମାନେ ଘଟଣା ସମ୍ପର୍କରେ କୌଣସି ସୁରାକ ପାଇ ନଥିଲେ ବୋଲି ଯଧୋଲ ଏସ୍‌ଏଚ୍‌ଓ ଚନ୍ଦ୍ର ଶେଖର କହିଛନ୍ତି।

ଘଟଣାଟି ୩.୩୦ରେ ଘଟିଥିଲେ ହେଁ ପୀଡ଼ିତାଙ୍କ ବାପା ମା’ ୫.୩୦ରେ କାମରୁ ଫେରିବା ପରେ ଝିଅଟିକୁ ରକ୍ତାକ୍ତ ଅବସ୍ଥାରେ ଠାବ କରିଥିଲେ। ପୁଲିସ୍‌ ଘଟଣା ସମ୍ପର୍କରେ ଖବର ପାଇ ଅଭିଯୁକ୍ତକୁ ଶିଶୁ କଲ୍ୟାଣ ସମିତିରେ ହାଜର କରିଥିଲା। ଏହାପରେ ଅଭିଯୁକ୍ତ ବାଳକର ପରିବାର ଲୋକ ତାକୁ ଘରକୁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story