ଗଛ ଲଗାଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ସାରା ଦେଶରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାସଭବନରେ ବୃକ୍ଷ ରୋପଣ କରି ଏହାର ଶୁଭ ଉଦଘାଟନ କରିବେ। ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାର କ୍ରିକେଟର୍ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ଅଲମ୍ପିକ୍ ବିଜେତା ସୁଶିଲ୍ କୁମାରଙ୍କୁ ବୃକ୍ଷରୋପଣ ଅଭିଯାନରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ସୁଶୀଲ କୁମାର ପରିବେଶ ମନ୍ତ୍ରଣାଳୟ […]

-modi

-modi

Rakesh Mallick
  • Published: Friday, 05 June 2015
  • Updated: 05 June 2015, 05:13 AM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାସଭବନରେ ବୃକ୍ଷ ରୋପଣ କରି ଏହାର ଶୁଭ ଉଦଘାଟନ କରିବେ। ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାର କ୍ରିକେଟର୍ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ଅଲମ୍ପିକ୍ ବିଜେତା ସୁଶିଲ୍ କୁମାରଙ୍କୁ ବୃକ୍ଷରୋପଣ ଅଭିଯାନରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି।
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ସୁଶୀଲ କୁମାର ପରିବେଶ ମନ୍ତ୍ରଣାଳୟ ପରିସରରେ ଗଛ ଲଗାଇବେ। ସେହିପରି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବେଡକର କହିଛନ୍ତି ଏପରି ଆଉ ଏକ କାର୍ଯ୍ୟକ୍ରମ ମୁମ୍ୱାଇରେ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ କ୍ରିକେଟର୍ ରୋହିତ ଶର୍ମା , ଆଜିଙ୍କ୍ୟ ରାହାଣେ ଓ ସଚିନ୍ ତେନ୍ଦୁଲକର ଯୋଗ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story