ଚାଇନିଜ୍‌ ପତ୍ନୀଙ୍କୁ ଭୁଲ୍‌ରେ ଜାପାନିଜ୍‌ ବୋଲି କହିଲେ ଏହି ବ୍ରିଟିଶ ସଚିବ

ବେଜିଂ: ଚୀନ୍‌ ଓ ଜାପାନ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ରହିଛି। ହେଲେ ବ୍ରିଟେନ୍‌ର ନୂଆ ବୈଦେଶିକ ସଚିବ ନିଜର ଚାଇନିଜ୍‌ ପତ୍ନୀଙ୍କୁ ତା’ ପୁଣି ଚୀନ୍‌ରେ ଜାପାନିଜ୍‌ କହି ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛନ୍ତି। ପ୍ରଥମଥର ପାଇଁ ଚୀନ୍‌ ଗସ୍ତରେ ଯାଇଥିବା ଜେରମି ହଣ୍ଟ୍‌ ତାଙ୍କ ପତ୍ନୀ ଲୁସିଆ ଗୁଓଙ୍କ ସମ୍ପର୍କରେ ସର୍ବସମ୍ମୁଖରେ ମତ ରଖିଥିଲେ। କିନ୍ତୁ ଲୁସିଆ ଚୀନ୍‌ର ହୋଇଥିଲେ ହେଁ ହଣ୍ଟ୍‌ ତାଙ୍କୁ ଭୁଲବଶତଃ ଜାପାନିଜ୍‌ ବୋଲି କହି ଦେଇଥିଲେ। ଏହା ଶୁଣି […]

2447

2447

Rakesh Mallick
  • Published: Monday, 30 July 2018
  • Updated: 30 July 2018, 06:15 PM IST

Sports

Latest News

ବେଜିଂ: ଚୀନ୍‌ ଓ ଜାପାନ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ରହିଛି। ହେଲେ ବ୍ରିଟେନ୍‌ର ନୂଆ ବୈଦେଶିକ ସଚିବ ନିଜର ଚାଇନିଜ୍‌ ପତ୍ନୀଙ୍କୁ ତା’ ପୁଣି ଚୀନ୍‌ରେ ଜାପାନିଜ୍‌ କହି ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛନ୍ତି।

ପ୍ରଥମଥର ପାଇଁ ଚୀନ୍‌ ଗସ୍ତରେ ଯାଇଥିବା ଜେରମି ହଣ୍ଟ୍‌ ତାଙ୍କ ପତ୍ନୀ ଲୁସିଆ ଗୁଓଙ୍କ ସମ୍ପର୍କରେ ସର୍ବସମ୍ମୁଖରେ ମତ ରଖିଥିଲେ।

କିନ୍ତୁ ଲୁସିଆ ଚୀନ୍‌ର ହୋଇଥିଲେ ହେଁ ହଣ୍ଟ୍‌ ତାଙ୍କୁ ଭୁଲବଶତଃ ଜାପାନିଜ୍‌ ବୋଲି କହି ଦେଇଥିଲେ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ହଣ୍ଟ ତୁରନ୍ତ ନିଜ ଭୁଲକୁ ସୁଧାରି ଲୁସିଆ ଚୀନ୍‌ର ବୋଲି କହିଛନ୍ତି। ଏହା ଏକ ଭୟଙ୍କର ଭୁଲ ବୋଲି ମଧ୍ୟ ସେ କହିଛନ୍ତି।

ହଣ୍ଟ ଏପରି କହିବାରୁ ସମସ୍ତେ ସ୍ମିତହାସ୍ୟ ଦେଇଥିବା ବେଳେ ଆଉ କିଛି ଲୋକ ଉତ୍‌କ୍ଷିପ୍ତ ମଧ୍ୟ ହୋଇଯାଇଥିଲେ।

ହଣ୍ଟ୍‌ ନିଜ ତ୍ରୁଟି ସୁଧାରିବାକୁ ଯାଇ ଆହୁରି କହିଛନ୍ତି, ମୋ ପତ୍ନୀ ଚାଇନିଜ୍‌ ହୋଇଥିବା ବେଳେ ମୋ ପିଲାମାନେ ଅଧା ଚାଇନିଜ୍‌। ସେମାନଙ୍କ ଅଜା ଆଈ ଜିଆନ୍‌ରେ ରହୁଛନ୍ତି।

ତେଣୁ ଚୀନ୍‌ ସହ ମୋର ପାରିବାରିକ ସମ୍ପର୍କ ରହିଛି।

ଉଲ୍ଲେଖଯୋଗ୍ୟ, ହଣ୍ଟ ଓ ଲୁସିଆଙ୍କ ୩ଟି ସନ୍ତାନ ଅଛନ୍ତି। ହଣ୍ଟ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସମୟରେ ଏଭଳି ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story