ଗୋଆ ଆରଏସ୍‌ଏସ୍‌ ମୁଖ୍ୟଙ୍କ ବହିଷ୍କାର ପ୍ରତିବାଦରେ ଦଳ ଛାଡ଼ିବାକୁ ୩୦୦ ସ୍ୱଂୟସେବକଙ୍କ ଧମକ

ପାଣାଜୀ: ଗୋଆ ଆରଏସ୍‌ଏସ୍‌ ମୁଖ୍ୟ ପଦବୀରୁ ସୁବାସ ଭେଲିଙ୍ଗକରଙ୍କୁ ବହିଷ୍କାର କରାଯିବା ପରେ ଜାତୀୟ ରାଜନୀତି ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ୩୦୦ରୁ ଅଧିକ ସଂଘ କର୍ମକର୍ତ୍ତା ସାମୂହିକ ଭାବେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ସଭାପତି ଗୋଆ ଗସ୍ତରେ ଥିବା ବେଳେ କିଛି ପ୍ରସଙ୍ଗକୁ ନେଇ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହାପରେ ଗତକାଲି ସୁବାସଙ୍କୁ ଗୋଆ ଆରଏସ୍‌ଏସ୍‌ ମୁଖ୍ୟ ପଦବୀରୁ ବହିଷ୍କୃତ କରାଯାଇଥିଲା। ସଂଘ କହିଛି ଯେ ସୁବାସ ସଂଘର କାର୍ଯ୍ୟକୁ […]

RSS

RSS

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 05:25 PM IST

ପାଣାଜୀ: ଗୋଆ ଆରଏସ୍‌ଏସ୍‌ ମୁଖ୍ୟ ପଦବୀରୁ ସୁବାସ ଭେଲିଙ୍ଗକରଙ୍କୁ ବହିଷ୍କାର କରାଯିବା ପରେ ଜାତୀୟ ରାଜନୀତି ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ୩୦୦ରୁ ଅଧିକ ସଂଘ କର୍ମକର୍ତ୍ତା ସାମୂହିକ ଭାବେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ସଭାପତି ଗୋଆ ଗସ୍ତରେ ଥିବା ବେଳେ କିଛି ପ୍ରସଙ୍ଗକୁ ନେଇ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହାପରେ ଗତକାଲି ସୁବାସଙ୍କୁ ଗୋଆ ଆରଏସ୍‌ଏସ୍‌ ମୁଖ୍ୟ ପଦବୀରୁ ବହିଷ୍କୃତ କରାଯାଇଥିଲା।

ସଂଘ କହିଛି ଯେ ସୁବାସ ସଂଘର କାର୍ଯ୍ୟକୁ ଛାଡି ରାଜନୈତିକ କାର୍ଯ୍ୟକଳାପରେ ବେଶୀ ଧ୍ୟାନ ଦେଉଛନ୍ତି। ତେଣୁ ତାଙ୍କୁ ଏହି ପଦବୀରୁ ବହିଷ୍କାର କରାଯାଇଛି।

ସଂଘର ପରିବୀନ୍ ନେସ୍‌ଭେଙ୍କର କହିଛନ୍ତି,“ଆମେ ଚାହୁଁଛୁ ସୁବାସଙ୍କୁ ପୁଣି ଥର ତାଙ୍କ ପଦବୀରେ ଅବସ୍ଥାପିତ କରାଯାଉ। ନଚେତ ୩୦୦ ସ୍ୱଂୟସେବକ ଦଳ ଛାଡିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story