୧୪୨ କୋଟି ଜରିମାନା ଦେବ ୟୁଟ୍ୟୁବ୍‌

ୱାଶିଂଟନ୍: ସୋଶାଲ୍ ନେଟୱର୍କିଂ ସାଇଟ୍‌ ‘ୟୁଟ୍ୟୁବ୍‌’ ବିରୋଧରେ ଶିଶୁଙ୍କ ବ୍ୟକ୍ତିଗତ ଗୋପନୀୟତା ନିୟମ ଉଲ୍ଲଙ୍ଘନର ଅଭିଯୋଗ ଲାଗିଛି। ଏଥିପାଇଁ ଏହାର ମୂଳ କମ୍ପାନୀ ଗୁଗଲ୍‌କୁ ୧୪୨ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ।  ଆମେରିକୀୟ ଗଣମାଧ୍ୟମର ସୂଚନା ମୁତାବକ ବିଜ୍ଞାପନ ଏକତ୍ରିତ କରିବା ସମୟରେ ଏହି ନିୟମର ଉଲ୍ଲଙ୍ଘନ କରିଛି ୟୁଟ୍ୟୁବ। ଆମେରିକା ଫେଡ଼େରାଲ ଟ୍ରେଡ୍‌ କମିଶନ୍‌(ଏଫ୍‌ଟିସି) ୟୁଟ୍ୟୁବ୍‌ର ପ୍ୟାରେଣ୍ଟ କମ୍ପାନୀ ଗୁଗଲ୍‌ ପାଇଁ ଏହି ଜରିମାନା ରାଶିରେ ରାଜି ହୋଇଛି। ପରବର୍ତ୍ତୀ ସମୟରେ ଯଦି ଏହାକୁ […]

youtube

youtube

Chinmayee Roy
  • Published: Sunday, 01 September 2019
  • Updated: 01 September 2019, 03:30 PM IST

Sports

Latest News

ୱାଶିଂଟନ୍: ସୋଶାଲ୍ ନେଟୱର୍କିଂ ସାଇଟ୍‌ ‘ୟୁଟ୍ୟୁବ୍‌’ ବିରୋଧରେ ଶିଶୁଙ୍କ ବ୍ୟକ୍ତିଗତ ଗୋପନୀୟତା ନିୟମ ଉଲ୍ଲଙ୍ଘନର ଅଭିଯୋଗ ଲାଗିଛି। ଏଥିପାଇଁ ଏହାର ମୂଳ କମ୍ପାନୀ ଗୁଗଲ୍‌କୁ ୧୪୨ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ।  ଆମେରିକୀୟ ଗଣମାଧ୍ୟମର ସୂଚନା ମୁତାବକ ବିଜ୍ଞାପନ ଏକତ୍ରିତ କରିବା ସମୟରେ ଏହି ନିୟମର ଉଲ୍ଲଙ୍ଘନ କରିଛି ୟୁଟ୍ୟୁବ।

ଆମେରିକା ଫେଡ଼େରାଲ ଟ୍ରେଡ୍‌ କମିଶନ୍‌(ଏଫ୍‌ଟିସି) ୟୁଟ୍ୟୁବ୍‌ର ପ୍ୟାରେଣ୍ଟ କମ୍ପାନୀ ଗୁଗଲ୍‌ ପାଇଁ ଏହି ଜରିମାନା ରାଶିରେ ରାଜି ହୋଇଛି। ପରବର୍ତ୍ତୀ ସମୟରେ ଯଦି ଏହାକୁ ଆଇନ୍‌ର ସ୍ୱୀକୃତି ମିଳେ ତେବେ ଶିଶୁ ଗୋପନୀୟତା ଆଇନ୍‌ ଉଲ୍ଲଙ୍ଘନ ମାମଲାରେ ଏହା ଏବେ ପର୍ଯ୍ୟନ୍ତର ସବୁଠୁ ଅଧିକ ଜରିମାନା ହେବ।

ସୂଚନା ଅନୁଯାୟୀ କିଛି ପ୍ରାଇଭେସି ଗ୍ରୁପ୍‌ ୟ୍ୟୁଟ୍ୟୁବ୍‌ ବିରୋଧରେ  ଶିଶୁ ଗୋପନୀୟତା ନିୟମ ଉଲ୍ଲଙ୍ଘନ ଅଭିଯୋଗ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ୟୁଟ୍ୟୁବ୍‌ ୧୩ ବର୍ଷରୁ କମ୍‌ ବୟସର ପିଲାଙ୍କ ବିଷୟରେ କିଛି ତଥ୍ୟ ତାଙ୍କ ମାତାପିତାଙ୍କ ବିନା ଅନୁମତିରେ ଏକତ୍ରିତ କରିଛି। ଏଫ୍‌ଟିସି ଏହି ମାମଲାରେ ସେପ୍ଟେମ୍ବର ସୁଦ୍ଧା ନିଜ ରାୟ ଶୁଣାଇପାରେ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚରେ, ଗୁଗଲ୍‌ ଉପରେ ଅନ୍‌ଲାଇନ୍‌ ବିଜ୍ଞାପନରେ ପକ୍ଷପାତିତା କରିବାର ଅଭିଯୋଗ ହୋଇଥିଲା। ଯାହା ଫଳରେ ଗୁଗଲ୍‌କୁ ୟୁରୋପୀୟ ସଂଘକୁ ୧୧,୭୦୦ କୋଟି  ଜରିମାନା ଦେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story