ବଳପୂର୍ବକ ଧର୍ମାନ୍ତୀକରଣ ରୋକିବାକୁ ଜାରି ହେଲା ଅଧ୍ୟାଦେଶ

ଲକ୍ଷ୍ନୌ: ଜଣେ ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ଚାଲିଥିବା ଧର୍ମ ପରିବର୍ତ୍ତନ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଉତ୍ତର ପ୍ରଦେଶ ସରକାର ଅଧ୍ୟାଦେଶ ଆଣିଛନ୍ତି। ଏହି ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ଅନୁମୋଦନ ଦେଇଥିବାରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ରାଜ୍ୟପାଳଙ୍କ ଅନୁମୋଦନ ପରେ Uttar Pradesh Prohibition of Unlawful Conversion of Religion Ordinance, 2020 ସଂକ୍ରାନ୍ତରେ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ବଳପୂର୍ବକ ଧର୍ମାନ୍ତୀକରଣ ରୋକିବାକୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଯୋଗୀ […]

o

o

Hemant Lenka
  • Published: Saturday, 28 November 2020
  • Updated: 28 November 2020, 01:36 PM IST

Sports

Latest News

ଲକ୍ଷ୍ନୌ: ଜଣେ ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ଚାଲିଥିବା ଧର୍ମ ପରିବର୍ତ୍ତନ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଉତ୍ତର ପ୍ରଦେଶ ସରକାର ଅଧ୍ୟାଦେଶ ଆଣିଛନ୍ତି। ଏହି ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ଅନୁମୋଦନ ଦେଇଥିବାରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି।

ରାଜ୍ୟପାଳଙ୍କ ଅନୁମୋଦନ ପରେ Uttar Pradesh Prohibition of Unlawful Conversion of Religion Ordinance, 2020 ସଂକ୍ରାନ୍ତରେ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ବଳପୂର୍ବକ ଧର୍ମାନ୍ତୀକରଣ ରୋକିବାକୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା।

ସର୍ବସମ୍ମତିକ୍ରମେ ଧର୍ମାନ୍ତୀକରଣ ରୋକିବାକୁ ଏକ ଅଧ୍ୟାଦେଶକୁ ଅନୁମୋଦନ ମିଳିଥିଲା। ଅଧ୍ୟାଦେଶ ଅନୁଯାୟୀ, ଯଦି କେହି ବିବାହ ପାଇଁ କିମ୍ବା ଯେ କୌଣସି କାମ ପାଇଁ ବଳ ପୂର୍ବକ କାହାର ଧର୍ମ ବଦଳାଇବାକୁ ଚେଷ୍ଟା କରନ୍ତି, ତା’ହେଲେ ତାଙ୍କୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ।

ସେହିପରି କେବଳ ବାହାଘର ପାଇଁ ଯଦି କାହାର ଧର୍ମ ପରିବର୍ତ୍ତନ କରାଯାଇଥିବ, ତା’ହେଲେ ଉକ୍ତ ବାହାଘରକୁ ଅବୈଧ ଘୋଷଣା କରାଯିବ। ବାହାଘର ପରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏଥିପାଇଁ ଆବେଦନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story