ସମ୍ୱିଧାନର ଧଜିଆ ଉଡ଼ାଇଛନ୍ତି ମମତା ସରକାର, କ୍ଷମା ମାଗନ୍ତୁ: ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ଗସ୍ତ ବେଳେ ବିଜେପି ସଭାପତି ଜେପି ନଡ୍ଡାଙ୍କ କାରକେଡ ଢେଲା ପଥର ମାଡ଼ର ଶିକାର ହୋଇଛି। ଯଦିଓ ମମତା ସରକାର କହୁଛନ୍ତି ଏହା ବିଜେପିର ନାଟକ। ହେଲେ ପୁଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇନଥିବା ଜଣାପଡ଼ିବା ପରେ ଓଲଟା ମମତା ଏବେ ସମାଲୋଚନାର ଶିକାର ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟପାଳଙ୍କ ପାଖରୁ। ଯାହାକି ରାଜ୍ୟରେ ପ୍ରଶାସନିକ ବିଫଳତାକୁ ପଦାରେ ପକାଇଛି। ଯାହାକୁ ନେଇ ଆଜି ରାଜ୍ୟପାଳ ଜଗଦୀପ ଧନଖର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। […]

west-bengal-governore

west-bengal-governore

Subhransu Sekhar
  • Published: Friday, 11 December 2020
  • Updated: 11 December 2020, 11:11 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ଗସ୍ତ ବେଳେ ବିଜେପି ସଭାପତି ଜେପି ନଡ୍ଡାଙ୍କ କାରକେଡ ଢେଲା ପଥର ମାଡ଼ର ଶିକାର ହୋଇଛି। ଯଦିଓ ମମତା ସରକାର କହୁଛନ୍ତି ଏହା ବିଜେପିର ନାଟକ। ହେଲେ ପୁଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇନଥିବା ଜଣାପଡ଼ିବା ପରେ ଓଲଟା ମମତା ଏବେ ସମାଲୋଚନାର ଶିକାର ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟପାଳଙ୍କ ପାଖରୁ। ଯାହାକି ରାଜ୍ୟରେ ପ୍ରଶାସନିକ ବିଫଳତାକୁ ପଦାରେ ପକାଇଛି। ଯାହାକୁ ନେଇ ଆଜି ରାଜ୍ୟପାଳ ଜଗଦୀପ ଧନଖର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ରାଜ୍ୟପାଳ କହିଛନ୍ତି ଯେ ଗତକାଲି ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ ପାଇଁ ଏହା ଲଜ୍ଜାଜନକ ଘଟଣା। ରାଜ୍ୟପାଳ ମମତା ବାନାର୍ଜୀଙ୍କୁ କହିଛନ୍ତି, 'ମାଡାମ ଭାରତ ଏକ, ଭାରତର ଆତ୍ମା ​​ଏବଂ ନାଗରିକତା ଏକ। ଯାହା ହେଉଛି ତାହା ବିପଜନ୍ନକ। ଏସବୁକୁ ଛାଡ଼ିବା ଦରକାର। ଆପଣ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି’।

ରାଜ୍ୟରେ ଆଇନ ଶୃଙ୍ଖଳା ଧ୍ୱଂସ ହୋଇଯାଇଛି। ଅନେକ ଥର ଡିଜିପିଙ୍କୁ ଚିଠି ଲେଖିବା ସତ୍ତ୍ୱେ ଏହାର କୌଣସି ପ୍ରଭାବ ନାହିଁ। ସରକାରୀ ଅଧିକାରୀ ଜନସାଧାରଣଙ୍କ ପାଇଁ କାମ କରିବା ଉଚିତ୍। ନିଜ କର୍ତ୍ତବ୍ୟକୁ ସଚ୍ଚୋଟ ଭାବରେ ପାଳନ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଏଥିସହ ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ବେଳେ କଣ ଶପଥ ନେଇଥିଲେ ଆଉ କଣ କରୁଛନ୍ତି ବୋଲି ରାଜ୍ୟପାଳ ପ୍ରେସ କନଫରେନସ କରି କହିଛନ୍ତି। ସମସ୍ତଙ୍କୁ ଗଣତନ୍ତ୍ରର ନୀତି ନିୟମକୁ ଅନୁସରଣ କରିବାକୁ ପଡିବ ବୋଲି ରାଜ୍ୟପାଳ ଧନକର ସ୍ପଷ୍ଟ ଭାବେ କହିଛନ୍ତି। କେତେ ଦିନ ପର୍ଯ୍ୟନ୍ତ ସମ୍ବିଧାନର ଉପରେ କୁଠାରଘାତ କରୁଥିବେ ବୋଲି ସେ ମମତାଙ୍କୁ ପ୍ରଶ୍ନ କରିଛନ୍ତି?

ଜେପି ନାଡାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇ ନାହାଁନ୍ତି ସରକାର। ମମତା ବାନାର୍ଜୀ ଏଥିପାଇଁ ପାଇଁ କ୍ଷମା ମାଗିବା ଦରକାର। ମମତା ବାନାର୍ଜୀଙ୍କୁ ମଧ୍ୟ ସମ୍ବିଧାନ ଅନୁସରଣ କରିବାକୁ ପଡିବ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସରକାର ଓ ମୁଁ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇଛୁ। ତେଣୁ ସେ ପଶ୍ଚିମବଙ୍ଗବାସୀଙ୍କୁ ସୁନିଶ୍ଚିତ କରିବାକୁ ଯାଇ କହିଛନ୍ତି ଯେ ସମ୍ୱିଧାନର ପ୍ରତିଟି ଧାରା ଏଠାରେ ପାଳନ ହେବ। ସେଥିପାଇଁ ସେ ନିୟୋଜିତ। ନିଜ କର୍ତ୍ତବ୍ୟରୁ ସେ ଓହରିବେନି ବୋଲି କହିଛନ୍ତି। ଏଥିସହ ରାଜ୍ୟରେ ଟିଏମସି କର୍ମୀ କ୍ରମାଗତ ଭାବରେ ଯେଉଁଭଳି କାଣ୍ଡ ଭିଆଉଛନ୍ତି ସେ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ଏଥିସହ ସେ କହିଛନ୍ତି ଯେ ରାଜ୍ୟର ଆଇନ ଶୃଙ୍ଖଳା ସମ୍ପର୍କରେ ସେ କେନ୍ଦ୍ରକୁ ଏକ ରିପୋର୍ଟ ପଠାଇଛନ୍ତି। ହେଲେ ରିପୋର୍ଟରେ କ’ଣ ଲେଖାଯାଇଛି ତାହା ସେ କହି ନାହାଁନ୍ତି। ହେଲେ ରାଜ୍ୟପାଳଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଯେ ରିପୋର୍ଟଟି ମମତା ସରକାର ବିରୋଧରେ ରହିଛି। ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଡିଜିପି ଏବଂ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ରିପୋର୍ଟ ତଲବ କରିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ବିଜେପି ସଭାପତି ବେଙ୍ଗଲ ଗସ୍ତରେ ଥିବା ବେଳେ ଜେପି ନଡ୍ଡାଙ୍କ କାରକେଡ୍ ଆକ୍ରମଣର ଶିକାର ହୋଇଥିଲା। ଟିଏମସି କର୍ମୀ ଏପରି କରିଥିବା ଅଭିଯୋଗ ହୋଇଛି।  ବିଜେପି ନେତା କୈଳାଶ ବିଜୟଭର୍ଗିଆ, ମୁକୁଲ ରୟ, ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ପ୍ରମୁଖ ଆହତ ହୋଇଥିଲେ। ଦଳୀୟ କର୍ମୀ ମାନେ ଦକ୍ଷିଣ 24 ପାରଗନର ଡାଇମଣ୍ଡ ହାର୍ବରକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story