୪୩ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪୩ ମୋବାଇଲ୍ ଆପ୍ସକୁ ବ୍ୟାନ କରିଛନ୍ତି। ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଅର୍ଥାତ୍ ଏହି ଆପ୍ସକୁ ଭାରତରେ ବ୍ୟବହାର ହୋଇପାରିବନି। ଏହି ସବୁ ଆପ୍ସ ଦେଶର ସୁରକ୍ଷା, ସାର୍ବଭୌମତ୍ୱ, ଗୋପନୀୟତା ଆଦି ନେଇ ବିପଦ ଥିଲା। ତେଣୁ କେନ୍ଦ୍ରସରକାରଙ୍କ ଆଇଟି ବିଭାଗ ବ୍ୟାନ୍ କରିଛି।   Govt of India blocks 43 mobile apps from accessing by users in India, under section […]

china-app

china-app

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 05:31 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪୩ ମୋବାଇଲ୍ ଆପ୍ସକୁ ବ୍ୟାନ କରିଛନ୍ତି। ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଅର୍ଥାତ୍ ଏହି ଆପ୍ସକୁ ଭାରତରେ ବ୍ୟବହାର ହୋଇପାରିବନି। ଏହି ସବୁ ଆପ୍ସ ଦେଶର ସୁରକ୍ଷା, ସାର୍ବଭୌମତ୍ୱ, ଗୋପନୀୟତା ଆଦି ନେଇ ବିପଦ ଥିଲା। ତେଣୁ କେନ୍ଦ୍ରସରକାରଙ୍କ ଆଇଟି ବିଭାଗ ବ୍ୟାନ୍ କରିଛି।

 

ଏହା ପୂର୍ବରୁ ସରକାର ଜୁନ୍ ୨୯ରେ ୫୯ଟି ଆପ୍ସ ଏବଂ ସେପ୍ଚେମ୍ୱର ୨ ରେ ୧୧୮ ଆପ୍ସ ବ୍ୟାନ କରିଥିଲା। ମୋଟ୍ ଏହି ସବୁ ଆପ୍ ମେଡ୍ ଇନ୍ ଚାଇନା ଥିଲା।

 

ବ୍ୟାନ ହୋଇଥିବା ୪୩ ଆପ୍ସ

  1. AliSuppliers Mobile App
  2. Alibaba Workbench
  3. AliExpress - Smarter Shopping, Better Living
  4. Alipay Cashier
  5. Lalamove India - Delivery App
  6. Drive with Lalamove India
  7. Snack Video
  8. CamCard - Business Card Reader
  9. CamCard - BCR (Western)
  10. Soul- Follow the soul to find you
  11. Chinese Social - Free Online Dating Video App & Chat
  12. Date in Asia - Dating & Chat For Asian Singles
  13. WeDate-Dating App
  14. Free dating app-Singol, start your date!
  15. Adore App
  16. TrulyChinese - Chinese Dating App
  17. TrulyAsian - Asian Dating App
  18. ChinaLove: dating app for Chinese singles
  19. DateMyAge: Chat, Meet, Date Mature Singles Online
  20. AsianDate: find Asian singles
  21. FlirtWish: chat with singles
  22. Guys Only Dating: Gay Chat
  23. Tubit: Live Streams
  24. WeWorkChina
  25. First Love Live- super hot live beauties live online
  26. Rela - Lesbian Social Network
  27. Cashier Wallet
  28. MangoTV
  29. MGTV-HunanTV official TV APP
  30. WeTV - TV version
  31. WeTV - Cdrama, Kdrama&More
  32. WeTV Lite
  33. Lucky Live-Live Video Streaming App
  34. Taobao Live
  35. DingTalk
  36. Identity V
  37. Isoland 2: Ashes of Time
  38. BoxStar (Early Access)
  39. Heroes Evolved
  40. Happy Fish
  41. Jellipop Match-Decorate your dream island!
  42. Munchkin Match: magic home building
  43. Conquista Online II

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos