୧୩ ୱେଟର୍‌ ପଦବୀକୁ ୭ ହଜାର ଆଶାୟୀ: ପୋଷ୍ଟ ଗ୍ରାଜୁଏଟ୍‌ ବି କରିଛନ୍ତି ଆବେଦନ

ମୁମ୍ବାଇ: ମହାରାଷ୍ଟ୍ରର ସେକ୍ରେଟାରିଏଟ୍‌ କ୍ୟାଣ୍ଟିନ୍‌ରେ ୧୩ଟି ୱେଟର୍‌ ପଦବୀ ପାଇଁ ୭୦୦୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଚତୁର୍ଥ ପାସ୍‌ ରହିଛି। ହେଲେ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରେ ଅଧିକାଂଶ ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ରାଜ୍ୟ ରାଜନୀତି ସରଗରମ୍ ହେବାରେ ଲାଗିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟାର […]

maharastra

maharastra

Rakesh Mallick
  • Published: Wednesday, 23 January 2019
  • Updated: 23 January 2019, 09:26 AM IST

ମୁମ୍ବାଇ: ମହାରାଷ୍ଟ୍ରର ସେକ୍ରେଟାରିଏଟ୍‌ କ୍ୟାଣ୍ଟିନ୍‌ରେ ୧୩ଟି ୱେଟର୍‌ ପଦବୀ ପାଇଁ ୭୦୦୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଚତୁର୍ଥ ପାସ୍‌ ରହିଛି। ହେଲେ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରେ ଅଧିକାଂଶ ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଥିବା ଜଣାପଡ଼ିଛି।

ଏହା ଜଣାପଡ଼ିବା ପରେ ରାଜ୍ୟ ରାଜନୀତି ସରଗରମ୍ ହେବାରେ ଲାଗିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟାର ଏହା ଏକ ଉଦାହରଣ ବୋଲି ବିରୋଧୀ କହିଛନ୍ତି।

କଂଗ୍ରେସ୍‌ ନେତା ନୱାବ ମଲ୍ଲିକ କହିଛନ୍ତି, “ସରକାର ରୋଜଗାର ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ କୌଣସି ନୂଆ ଉଦ୍ୟୋଗ କରାଯାଇନାହିଁ। ଏହାସହ କୌଣସି ନୂଆ ପ୍ରୋଜେକ୍ଟ ଅଣାଯାଇନାହିଁ। ଯାହା ଫଳରେ ବେରୋଜଗାର ବଢ଼ିବାରେ ଲାଗିଛି ଓ ଲୋକେ ହଇରାଣ ହେଉଛନ୍ତି।”

ତେବେ ଗତ ସରକାର ତୁଳନାରେ ରାଜ୍ୟରେ ବେକାରୀ ସମସ୍ୟା କମିଥିବା ବର୍ତ୍ତମାନର ସରକାର ସଫେଇ ଦେଇଛନ୍ତି।

ବିତ୍ତମନ୍ତ୍ରୀ ସୁଧିର ମୁନଗନ୍ତୱାର କହିଛନ୍ତି, “ଆମେ କାହାକୁ କେଉଁଥିରେ ଆବେଦନ କରିବାକୁ ଅଟକାଇ ପାରିବା ନାହିଁ। ଆମେ ବହୁତ ଚାକିରି ସୃଷ୍ଟି କରିଛୁ ଏବଂ ଭଲ ସଂଖ୍ୟାରେ ନିଯୁକ୍ତି ଦେଇଛୁ।”

ତେବେ ନିଯୁକ୍ତି ପରିସଂଖ୍ୟନ ସରକାରଙ୍କ ମତ ସହ ମେଳ ଖାଉନାହିଁ। ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୬ରେ ବେକାରୀ ସଂଖ୍ୟା ୩୩.୫୬ ଲକ୍ଷ ଥିଲା। ଯାହା ବୃଦ୍ଧି ପାଇ ବର୍ତ୍ତମାନ ୪୨.୨ ଲକ୍ଷରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story