ବନ୍ୟା ପୀଡ଼ିତ କେରଳବାସୀଙ୍କ ପାଇଁ ଯାଉଥିବା ରିଲିଫ୍‌ ସାମଗ୍ରୀ ଉପରୁ ଜିଏସ୍‌ଟି ଉଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେରଳ ବନ୍ୟା ସ୍ଥିତିକୁ କେନ୍ଦ୍ର ସରକାର ଗମ୍ଭୀର ସହକାରେ ନେଇଛନ୍ତି। ବନ୍ୟା ପୀଡ଼ିତଙ୍କ ପାଇଁ ପଠାଯାଉଥିବା ରିଲିଫ୍‌ ସାମଗ୍ରୀ ଉପରୁ ଜିଏସ୍‌ଟି ଓ କଷ୍ଟମ୍‌ ଡ୍ୟୁଟି ଉଠାଇ ଦେଇଛନ୍ତି। କେରଳରେ ବର୍ଷା କମିଥିଲେ ବି ଦୁର୍ଦ୍ଦଶା କମି ନାହିଁ। ଏବେ ବି ବହୁ ଲୋକ ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ଏନଡିଆରଏଫ୍‌ ଟିମ୍‌ ଓ ସରକାରୀ ଓ ବେସକାରୀ ସଂସ୍ଥା ସହ ସେନା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହି ବନ୍ୟାରେ ୩୦୦ ରୁ […]

kerla

kerla

Rakesh Mallick
  • Published: Tuesday, 21 August 2018
  • Updated: 21 August 2018, 07:43 AM IST

Sports

Latest News

ନୂଆଦିଲ୍ଲୀ: କେରଳ ବନ୍ୟା ସ୍ଥିତିକୁ କେନ୍ଦ୍ର ସରକାର ଗମ୍ଭୀର ସହକାରେ ନେଇଛନ୍ତି। ବନ୍ୟା ପୀଡ଼ିତଙ୍କ ପାଇଁ ପଠାଯାଉଥିବା ରିଲିଫ୍‌ ସାମଗ୍ରୀ ଉପରୁ ଜିଏସ୍‌ଟି ଓ କଷ୍ଟମ୍‌ ଡ୍ୟୁଟି ଉଠାଇ ଦେଇଛନ୍ତି।
କେରଳରେ ବର୍ଷା କମିଥିଲେ ବି ଦୁର୍ଦ୍ଦଶା କମି ନାହିଁ। ଏବେ ବି ବହୁ ଲୋକ ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ଏନଡିଆରଏଫ୍‌ ଟିମ୍‌ ଓ ସରକାରୀ ଓ ବେସକାରୀ ସଂସ୍ଥା ସହ ସେନା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ଏହି ବନ୍ୟାରେ ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବନ୍ୟା ପୀଡ଼ିତଙ୍କ ପାଇଁ ୧୦ ଲକ୍ଷରୁ ଅଧିକ ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି।
କିଛି ରିଲିଫ୍ କ୍ୟାମ୍ପରେ ମହାମାରୀ ବ୍ୟାପିଥିବା ଅଭିଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓ ବିଭିନ୍ନ ରାଜ୍ୟରୁ ଚିକିତ୍ସା ପାଇଁ ଡାକ୍ତରୀ ଦଳ ପଠା ଯାଉଛି। ପୂରା ରାଜ୍ୟରେ ୩୭୦୦ ମେଡିକାଲ୍‌ କ୍ୟାମ୍ପ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story