ଜାନୁଆରୀ ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ!

ଅହମଦାବାଦ: ଗୁଜରାଟ କଂଗ୍ରେସ ନେତା ତଥା ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ଜାନୁଆରୀ ୧୮ରୁ ନିଖୋଜ ହୋଇଯାଇଛନ୍ତି। ୨୦୧୫ରେ ତାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାରେ ପୁଲିସ୍‌ ତାଙ୍କୁ ସେହି ଦିନ ଗିରଫ କରିଥିଲା। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ଖୋଦ ହାର୍ଦ୍ଦିକ ପଟେଲଙ୍କ ପତ୍ନୀ କିଞ୍ଜଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୦୧୫ ଦେଶଦ୍ରୋହ ମାମଲାର ଶୁଣାଣି ବେଳେ ହାର୍ଦ୍ଦିକ ହାଜର ନ ହେବାରୁ ତାଙ୍କ ନାଁରେ କୋର୍ଟ ଜାମିନ ବିହୀନ […]

eg

eg

Hemant Lenka
  • Published: Monday, 10 February 2020
  • Updated: 10 February 2020, 07:56 PM IST

Sports

Latest News

ଅହମଦାବାଦ: ଗୁଜରାଟ କଂଗ୍ରେସ ନେତା ତଥା ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ଜାନୁଆରୀ ୧୮ରୁ ନିଖୋଜ ହୋଇଯାଇଛନ୍ତି। ୨୦୧୫ରେ ତାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାରେ ପୁଲିସ୍‌ ତାଙ୍କୁ ସେହି ଦିନ ଗିରଫ କରିଥିଲା। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ଖୋଦ ହାର୍ଦ୍ଦିକ ପଟେଲଙ୍କ ପତ୍ନୀ କିଞ୍ଜଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୨୦୧୫ ଦେଶଦ୍ରୋହ ମାମଲାର ଶୁଣାଣି ବେଳେ ହାର୍ଦ୍ଦିକ ହାଜର ନ ହେବାରୁ ତାଙ୍କ ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଜାନୁଆରୀ ୧୮ରେ ସେ ଗିରଫ ହୋଇଥିଲେ। ଏହାର ୪ ଦିନ ପରେ ତାଙ୍କୁ ଜାମିନ ମିଳିଥିଲା। ହେଲେ ପାଟନା ଓ ଗାନ୍ଧିନଗର ଜିଲ୍ଲାରେ ତାଙ୍କ ନାଁରେ ରୁଜୁ ହୋଇଥିବା ମାମଲାରେ ପୁଲିସ୍‌ ତାଙ୍କୁ ପୁଣି ଗିରଫ କରିଥିଲେ।

ଏହି ଦୁଇ ମାମଲାରେ ହାର୍ଦ୍ଦିକଙ୍କୁ ଜାନୁଆରୀ ୨୪ରେ ଜାମିନ ପାଇଥିଲେ। ସେ ପୁଣି ଶୁଣାଣି ବେଳେ ହାଜର ନ ହେବାରୁ ଟ୍ରାଏଲ କୋର୍ଟ ଫେବୃଆରୀ ୭ରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

ଅନ୍ୟପକ୍ଷରେ ହାର୍ଦ୍ଦିକଙ୍କ ପତ୍ନୀ କିଞ୍ଜଲ କହିଛନ୍ତି, “ଜାନୁଆରୀ ୧୮ରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ପୁଲିସ୍‌ ବାରମ୍ବାର ଆମ ଘରକୁ ଆସି ତାଙ୍କ ବିଷୟରେ ପଚାରୁଛି। ହେଲେ ଆମେ ସେ କେଉଁଠି ଅଛନ୍ତି, ସେ ବିଷୟରେ କିଛି ବି ଜାଣିନାହୁଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story