ଗୁଣବତ୍ତା ଠିକ୍ ଅଛି, ବିବାଦ ଲାଗି ଭାରତୀୟ ବଜାରରୁ ହଟାଉଛୁ ମ୍ୟାଗି: ବଲକେ

ନୂଆଦିଲ୍ଲୀ:ବିବାଦ ପରେ ଭାରତୀୟ ବଜାରରୁ ମ୍ୟାଗି ନୁଡୁଲ୍ସକୁ ହଟାଇ ଦିଆଯାଇଛି। ମ୍ୟାଗି ନୁଡୁଲ୍ସର ଉତ୍ପାଦନକାରୀ କମ୍ପାନୀ ନେସଲେ ଇଣ୍ଡିଆ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ନେସଲର ଗ୍ଲୋବାଲ୍ ହେଡ୍ ପଲ୍ ବଲକେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କହିଛନ୍ତି। ବଲକେ କହିଛନ୍ତି ମ୍ୟାଗିକୁ ନେଇ ଗ୍ରାହକଙ୍କ ଭିତରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦୃଷ୍ଟିରୁ କମ୍ପାନୀ ଏଭଳି ପଦକ୍ଷେପ ନେଉଛି। ତେବେ ମ୍ୟାଗିରେ ମନୋସୋଡିୟମ୍ ଗ୍ଲୁଟାମେଟ୍ ମିଶ୍ରଣ ନେଇ ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। […]

ceo

ceo

Rakesh Mallick
  • Published: Friday, 05 June 2015
  • Updated: 05 June 2015, 08:10 AM IST

Sports

Latest News

ନୂଆଦିଲ୍ଲୀ:ବିବାଦ ପରେ ଭାରତୀୟ ବଜାରରୁ ମ୍ୟାଗି ନୁଡୁଲ୍ସକୁ ହଟାଇ ଦିଆଯାଇଛି। ମ୍ୟାଗି ନୁଡୁଲ୍ସର ଉତ୍ପାଦନକାରୀ କମ୍ପାନୀ ନେସଲେ ଇଣ୍ଡିଆ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ନେସଲର ଗ୍ଲୋବାଲ୍ ହେଡ୍ ପଲ୍ ବଲକେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କହିଛନ୍ତି। ବଲକେ କହିଛନ୍ତି ମ୍ୟାଗିକୁ ନେଇ ଗ୍ରାହକଙ୍କ ଭିତରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦୃଷ୍ଟିରୁ କମ୍ପାନୀ ଏଭଳି ପଦକ୍ଷେପ ନେଉଛି। ତେବେ ମ୍ୟାଗିରେ ମନୋସୋଡିୟମ୍ ଗ୍ଲୁଟାମେଟ୍ ମିଶ୍ରଣ ନେଇ ହେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଭାରତରେ ମ୍ୟାଗିର ପ୍ରାୟ ୧ ହଜାର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ଦୀର୍ଘ ୩୦ ବର୍ଷ ଧରି ଭାରତରେ ମ୍ୟାଗି ବିକ୍ରି ହୋଇ ଆସୁଥିବାବେଳେ ଏହାର ଉତ୍କୃଷ୍ଟ ଗୁଣବତ୍ତା ବଜାୟ ରହିଛି। କମ୍ପାନୀ ଭାରତ ସହ ଅନ୍ୟ ଦେଶକୁ ମଧ୍ୟ ସମାନ ଗୁଣଯୁକ୍ତ ମ୍ୟାଗି ଯୋଗାଇ ଦେଉଛି। ତେବେ ବର୍ତ୍ତମାନର ବିବାଦ କାରଣରୁ ସାମୟିକ ଭାବେ ବଜାରରୁ ମ୍ୟାଗିକୁ ପ୍ରତ୍ୟାହାର କରୁଛୁ ଏବଂ ଉପଯୁକ୍ତ ପରୀକ୍ଷା ପରେ ଖୁବଶୀଘ୍ର ଆମେ ପୁଣି ଭାରତ ବଜାରକୁ ଫେରିବୁ ବୋଲି ଆଶା ରଖିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story