ହାଇଦ୍ରାବାଦ: ମାଲ୍ୟାଙ୍କ ବିରୋଧରେ ଜାମିନ୍ ବିହୀନ ୱାରେଣ୍ଟ୍‌ ଜାରି

ହାଇଦ୍ରାବାଦ: ୯୦୦୦ କୋଟିରୁ ଅଧିକ ଟଙ୍କାର ଋଣ କରି ଦେଶ ଛାଡ଼ି ଚାଲି ଯାଇଥିବା ବିଜୟ ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟ ଜାମିନ୍ ବିହୀନ ୱାରେଣ୍ଟ୍‌ ଜାରି କରିଛନ୍ତି। ୧୩ ଏପ୍ରିଲ୍  ମଧ୍ୟରେ ମାଲ୍ୟାଙ୍କୁ କୋର୍ଟରେ ହାଜର କରିବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହାଇଦ୍ରାବାଦରେ ମାଲ୍ୟାଙ୍କ ବିରୋଧରେ ୧୧ଟି ମାମଲା ରହିଛି। ଚେକ୍ ବାଉନ୍ସ ଓ ଟଙ୍କା ପୈଠ ନ କରିବାରୁ ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଇଣ୍ଟରନ୍ୟାସ୍‌ନାଲ୍ ବିମାନବନ୍ଦର ପକ୍ଷରୁ ମାମଲା ଦାୟର କରାଯାଇଥିଲା। […]

Mallya

Mallya

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 09:58 AM IST

Sports

Latest News

ହାଇଦ୍ରାବାଦ: ୯୦୦୦ କୋଟିରୁ ଅଧିକ ଟଙ୍କାର ଋଣ କରି ଦେଶ ଛାଡ଼ି ଚାଲି ଯାଇଥିବା ବିଜୟ ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଏକ କୋର୍ଟ ଜାମିନ୍ ବିହୀନ ୱାରେଣ୍ଟ୍‌ ଜାରି କରିଛନ୍ତି। ୧୩ ଏପ୍ରିଲ୍  ମଧ୍ୟରେ ମାଲ୍ୟାଙ୍କୁ କୋର୍ଟରେ ହାଜର କରିବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ହାଇଦ୍ରାବାଦରେ ମାଲ୍ୟାଙ୍କ ବିରୋଧରେ ୧୧ଟି ମାମଲା ରହିଛି।

ଚେକ୍ ବାଉନ୍ସ ଓ ଟଙ୍କା ପୈଠ ନ କରିବାରୁ ମାଲ୍ୟାଙ୍କ ବିରୋଧରେ ହାଇଦ୍ରାବାଦର ଇଣ୍ଟରନ୍ୟାସ୍‌ନାଲ୍ ବିମାନବନ୍ଦର ପକ୍ଷରୁ ମାମଲା ଦାୟର କରାଯାଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ହାଇଦ୍ରାବାଦରେ କିଙ୍ଗ୍‌ଫିସର୍ ବିରୋଧରେ ୧୧ଟି ମାମଲା ରୁଜୁ କରିଛନ୍ତି। ମାଲ୍ୟା ଓ କିଙ୍ଗଫିସରର ଆର୍ଥିକ କାରବାର ବୁଝୁଥିବା ପୂର୍ବତନ ଅଧିକାରୀ ରଘୁନାଥଙ୍କ ନାମରେ ଏହି ସବୁ ମାମଲା ରୁଜୁ ହୋଇଛି।

ଏହି ମାମଲାରେ ମାଲ୍ୟାଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ସେ ହାଜର ନ ହେବାରୁ ତାଙ୍କ ନାଁରେ କୋର୍ଟ ଏହି ୱାରେଣ୍ଟ୍ ଜାରି କରିଛନ୍ତି।

ଅନ୍ୟପକ୍ଷେ ରାଘୁନାଥ ଦୁଇ ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଥିଲେ। କିଙ୍ଗ୍‌ଫିସର୍‌ର ଆର୍ଥିକ ସଙ୍କଟର କାରଣ ମାଲ୍ୟା ବୋଲି ସେ ଇଡିର ଅଧିକାରୀମାନଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story