ଫେବୃଆରୀ ସୁଦ୍ଧା ଅଧା ଭାରତୀୟ କରୋନାରେ ଆକ୍ରାନ୍ତ ହୋଇପାରନ୍ତି: ସରକାରୀ ପ୍ୟାନେଲ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ଧୀରେଧୀରେ ହ୍ରାସ ପାଉଥିବା ବେଳେ ସରକାରଙ୍କ ଗୋଟିଏ ପ୍ୟାନେଲ ବଡ଼ ବୟାନ ନେଇଛି। କରୋନା ସ୍ଥିତିର ଆକଳନ ପାଇଁ ଗଠିତ କମିଟି ପକ୍ଷରୁ କୁହାଯାଇଛି ଯେ ୨୦୨୧ ଫେବୃଆରୀ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାରୁ ପ୍ରାୟ ଅଧେ ଲୋକଙ୍କୁ କରୋନା ସଂକ୍ରମିତ କରି ସାରିଥିବ। ଏଥିସହ ଏହାଦ୍ୱାରା ଦେଶରେ କରୋନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବ ବୋଲି କମିଟି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଦେଶରେ ୭୫ ଲକ୍ଷରୁ ଅଧିକ […]

dy

dy

Hemant Lenka
  • Published: Monday, 19 October 2020
  • Updated: 19 October 2020, 10:35 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ଧୀରେଧୀରେ ହ୍ରାସ ପାଉଥିବା ବେଳେ ସରକାରଙ୍କ ଗୋଟିଏ ପ୍ୟାନେଲ ବଡ଼ ବୟାନ ନେଇଛି। କରୋନା ସ୍ଥିତିର ଆକଳନ ପାଇଁ ଗଠିତ କମିଟି ପକ୍ଷରୁ କୁହାଯାଇଛି ଯେ ୨୦୨୧ ଫେବୃଆରୀ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାରୁ ପ୍ରାୟ ଅଧେ ଲୋକଙ୍କୁ କରୋନା ସଂକ୍ରମିତ କରି ସାରିଥିବ। ଏଥିସହ ଏହାଦ୍ୱାରା ଦେଶରେ କରୋନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ଦେଶରେ ୭୫ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ସରକାରଙ୍କ ପାଖରେ ୭୫ ଲକ୍ଷ ପଞ୍ଜିକୃତ କରିଥିବା ବେଳେ ଆହୁରି ଅନେକ ଲୋକ ବିନା ପଞ୍ଜିକରଣ ବି କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। କମିଟିର ସଦସ୍ୟ ତଥା କାନପୁର ଆଇଆଇଟିର ପ୍ରଫେସର ମହିନ୍ଦ୍ର ଅଗ୍ରୱାଲ କହିଛନ୍ତି, ଆମ ଗାଣିତିକ ମଡେଲ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୩୦% ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି।

ଏହା ଫେବୃଆରୀ ସୁଦ୍ଧା ୫୦% ହୋଇଯିବ। ଅର୍ଥାତ ଫେବୃଆରୀ ବେଳକୁ ଦେଶର ୫୦% ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଥିବେ। ଯଦି ଏହି ଆକଳନ ଠିକ୍ ରୁହେ, ତା’ହେଲେ ଧୀରେଧୀରେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story