ସାଇକେଲ୍‌ରେ ବିଧାନସଭା ଗଲେ ହରିଆଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଆପଣାଇବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସାଇକେଲ୍‌ରେ ବିଧାନସଭା ଯାଇଥିଲେ। ତାଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଓ ଦଳୀୟ ବିଧାୟକମାନେ ମଧ୍ୟ ସାଇକେଲ୍‌ରେ ବିଧାନସଭା ପର୍ଯ୍ୟନ୍ତ ସାଇକେଲ୍‌ରେ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ସମସ୍ତେ ସାଇକେଲ୍‌ରେ ବିଧାନସଭା ପର୍ଯ୍ୟନ୍ତ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ବିଧାନସଭା ଏକ କିଲୋମିଟର ହୋଇଥିବା ବେଳେ କେବଳ କେତେ ଜଣ ମହିଳା ବିଧାୟକ […]

khattar

khattar

Rakesh Mallick
  • Published: Wednesday, 31 August 2016
  • Updated: 31 August 2016, 11:40 AM IST

khattarଚଣ୍ଡିଗଡ଼: ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଆପଣାଇବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସାଇକେଲ୍‌ରେ ବିଧାନସଭା ଯାଇଥିଲେ। ତାଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଓ ଦଳୀୟ ବିଧାୟକମାନେ ମଧ୍ୟ ସାଇକେଲ୍‌ରେ ବିଧାନସଭା ପର୍ଯ୍ୟନ୍ତ ସାଇକେଲ୍‌ରେ ଯାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ସମସ୍ତେ ସାଇକେଲ୍‌ରେ ବିଧାନସଭା ପର୍ଯ୍ୟନ୍ତ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ବିଧାନସଭା ଏକ କିଲୋମିଟର ହୋଇଥିବା ବେଳେ କେବଳ କେତେ ଜଣ ମହିଳା ବିଧାୟକ ଇ-ରିକ୍ସାରେ ବସି ସେଠାକୁ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି,“ଏହା ଏକ ସାଂକେତିକ ଯାତ୍ରା ଥିଲା। ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରିବା ପାଇଁ ଆମେ ସାଇକେଲ୍‌ରେ ଯାତ୍ରା କରିଥିଲୁ। ସାଇକେଲ୍ ଚାଳନା କେବଳ ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ ଏହା ପରିବେଶ ଅନୁକୂଳ ମଧ୍ୟ।”

ସୂଚନାଯୋଗ୍ୟ, ହରିଆଣା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଜେପି ବିଧାୟକ ପୱନ କୁମାର ସାଇନି କୁରୁକ୍ଷେତ୍ର ଜିଲ୍ଲା ସ୍ଥିତ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୧୦ କିଲୋମିଟର ଦୂରରେ ଚଣ୍ଡିଗଡ଼ରେ ଅବସ୍ଥିତ ବିଧାନସଭା ପର୍ଯ୍ୟନ୍ତ ସାଇକେଲ୍‌ରେ ଆସିଥିଲେ। ସେ ଆଜି ମଧ୍ୟ ସାଇକେଲ୍‌ରେ ବିଧାନସଭା ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story