୬ ସ୍ୱାଧୀନ ବିଜୟୀ ପ୍ରାର୍ଥୀଙ୍କୁ ରାତିରେ ଦିଲ୍ଲୀ ଆଣିଲା ବିଜେପି

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଜେପି ନେତୃତ୍ୱଙ୍କୁ ମନୋହର ଦେଖାଇବେ ସରକାର ଗଢ଼ିବାର ଫର୍ମୁଲା ନୂଆଦିଲ୍ଲୀ: ହରିଆଣାରେ ସରକାର ଗଢ଼ିବା ନେଇ ବିଜେପିକୁ ୬ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଗତକାଲି ରାତିରେ ବିଜେପି ସାଂସଦ ସୁନୀତା ଦୁଗ୍ଗଲ ୬ ସ୍ୱାଧୀନ ବିଜୟୀ ରାର୍ଥୀଙ୍କୁ ଏକ ଚାଟାର୍ଡ ବିମାନ ଯୋଗେ ଦିଲ୍ଲୀ ଆଣିଥିବା ସୂଚନା ରହିଛି। ତେଣୁ ବିଜେପି ପାଖରେ ସରକାର ଗଢ଼ିବା ପାଇଁ ଔପଚାରିକ ଭାବରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ମିଳିଯାଇଛି। ସ୍ଥିର ସରକାର […]

jp nadda manohar lal khattar

jp nadda manohar lal khattar

Subhransu Sekhar
  • Published: Friday, 25 October 2019
  • Updated: 25 October 2019, 10:37 AM IST

Sports

Latest News

  • ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର
  • ବିଜେପି ନେତୃତ୍ୱଙ୍କୁ ମନୋହର ଦେଖାଇବେ ସରକାର ଗଢ଼ିବାର ଫର୍ମୁଲା

ନୂଆଦିଲ୍ଲୀ: ହରିଆଣାରେ ସରକାର ଗଢ଼ିବା ନେଇ ବିଜେପିକୁ ୬ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଗତକାଲି ରାତିରେ ବିଜେପି ସାଂସଦ ସୁନୀତା ଦୁଗ୍ଗଲ ୬ ସ୍ୱାଧୀନ ବିଜୟୀ ରାର୍ଥୀଙ୍କୁ ଏକ ଚାଟାର୍ଡ ବିମାନ ଯୋଗେ ଦିଲ୍ଲୀ ଆଣିଥିବା ସୂଚନା ରହିଛି। ତେଣୁ ବିଜେପି ପାଖରେ ସରକାର ଗଢ଼ିବା ପାଇଁ ଔପଚାରିକ ଭାବରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ମିଳିଯାଇଛି। ସ୍ଥିର ସରକାର ଦେବା ପାଇଁ ଜେଜେପିର ୧୦ ବିଜୟୀ ବିଧାୟକଙ୍କ ସହ ବିଜେପି ନେତା ଆଲୋଚନା କରୁଥିବା ସୂଚନା ରହିଛି।

ଅନ୍ୟପଟେ ଆଜି ସକାଳେ ହରିଆଣାରୁ ଦିଲ୍ଲୀ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଏବଂ ହରିଆଣା ପ୍ରଭାରୀ ଅନୀଲ ଜୈନଙ୍କୁ ଭେଟିବେ ମନୋହର ଲାଲ ଖଟ୍ଟର। ଏହି ଭେଟଘାଟ ବେଳେ ସରକାର ଗଢ଼ିବାର ରଣନୀତି ଦେଖାଇବେ ଖଟ୍ଟର।

ସୂଚନାଯୋଗ୍ୟ, ହରିଆଣାରେ ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୧ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୪୬ଟି ଆସନର ଆବଶ୍ୟକ ରହିଛି। ୬ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥୀ ବିଜେପି ନେତାଙ୍କୁ ସମର୍ଥନ କରିବେ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story