ରକ୍ତ ଶର୍କରା ଅଧିକ ଥିଲେ କରୋନାକ୍ରାନ୍ତଙ୍କ ଜୀବନ ପ୍ରତି ବିପଦ ଅଧିକ

ବେଜିଂ: ମଧୁମେହ ରୋଗୀଙ୍କ ପାଇଁ କରୋନା ଆଣିପାରେ ବିପତ୍ତି। କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ରକ୍ତରେ ଯଦି ଅଧିକ ଶର୍କରା ଅଂଶ ଥାଏ ତେବେ ତାଙ୍କର ମୃତ୍ୟୁ ଆଶଙ୍କା ଅଧିକ ଥାଏ। ଏ ନେଇ ଚୀନରେ ଥିବା ହୁଆଜହୋଙ୍ଗ ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟରୁ ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଗବେଷକମାନେ ଗେବଷଣା କରିଥିଲେ ଯେଉଁମାନେ ହାଇପରଗ୍ଲସେମିଆ (ସାଧାରଣ ରକ୍ତଚାପ)ରେ ଆକ୍ରାନ୍ତ ଥିବେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏବେ ଯେଉଁମାନଙ୍କ ପାଖରେ ଫାଷ୍ଟିଂ ବ୍ଲଡ ଗ୍ଲୁକୋଜ […]

corona-10

corona-10

Subhransu Sekhar
  • Published: Saturday, 11 July 2020
  • Updated: 11 July 2020, 08:07 PM IST

Sports

Latest News

ବେଜିଂ: ମଧୁମେହ ରୋଗୀଙ୍କ ପାଇଁ କରୋନା ଆଣିପାରେ ବିପତ୍ତି। କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ରକ୍ତରେ ଯଦି ଅଧିକ ଶର୍କରା ଅଂଶ ଥାଏ ତେବେ ତାଙ୍କର ମୃତ୍ୟୁ ଆଶଙ୍କା ଅଧିକ ଥାଏ। ଏ ନେଇ ଚୀନରେ ଥିବା ହୁଆଜହୋଙ୍ଗ ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟରୁ ସୂଚନା ମିଳିଛି।

ପୂର୍ବରୁ ମଧ୍ୟ ଗବେଷକମାନେ ଗେବଷଣା କରିଥିଲେ ଯେଉଁମାନେ ହାଇପରଗ୍ଲସେମିଆ (ସାଧାରଣ ରକ୍ତଚାପ)ରେ ଆକ୍ରାନ୍ତ ଥିବେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏବେ ଯେଉଁମାନଙ୍କ ପାଖରେ ଫାଷ୍ଟିଂ ବ୍ଲଡ ଗ୍ଲୁକୋଜ (ଏଫବିଜି) ଅଧିକ ଥିବ ସେମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି ବୋଲି ଗବେଷକମାନେ କହିଛନ୍ତି। କରୋନା ଆକ୍ରାନ୍ତଙ୍କ ପାଖରେ ଯଦି ହୃଦରୋଗ, ଷ୍ଟ୍ରୋକ, ନିମୋନିଆ ଭଳି ରୋଗ ଥିବ ତା’ହେଲେ ମଧ୍ୟ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି।

ଗବେଷକମାନେ କହିଛନ୍ତି, ମୋଟ୍ ୬୦୫ ଜଣ ଗୋଟିଏ ହସ୍ପିଟାଲରେ ଆଡମିଶନ ହୋଇଛନ୍ତି। ସେଥିମଧ୍ୟରୁ ୧୧୪ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ମୋଟ ମୃତକଙ୍କ ମଧ୍ୟରୁ ସର୍ବାଧିକ ମୃତ୍ୟୁବରଣ କରିଛନ୍ତି ଏଫବିଜି ପାଇଁ। ମୋଟ ମୃତ୍ୟୁର ଏହା ୨ରୁ୩ ଥର ଅଧିକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story