ଭଲ ପାଇ ଭୁଲ ହୋଇଗଲା: ପ୍ରେମ ନିଆଁରେ ଜଳିଗଲା ୩୦୩୧ ଜୀବନ

ନୂଆଦିଲ୍ଲୀ: ତାରିଖ ଏପ୍ରିଲ ୨୬। ଦିଲ୍ଲୀର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ବୀଭତ୍ସ ହତ୍ୟା। ଅଗଷ୍ଟ ମାସରେ  ନାଗପୁରର ଜଣେ ସ୍ୱାମୀଙ୍କ ବର୍ବରକାଣ୍ଡରେ ଶିକାରେ ହେଲେ ସ୍ତ୍ରୀ । ଅଭିଯୋଗଥିଲା ପରକିୟା ପ୍ରୀତି। ସ୍ୱାମୀଙ୍କର ପୂର୍ବତନ ଗାର୍ଲଫ୍ରେଣ୍ଡ ସହ ଡେଟିଂ ଥିବା ସନ୍ଦେହ କରିବାରୁ ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଇଥିଲା ସ୍ୱାମୀ। ସେହିପରି ସ୍ତ୍ରୀ ସହ ଦୁଇ ଜଣ ପିଲାଙ୍କୁ ହତ୍ୟା କରିବା ଅଭିଯୋଗରେ ଚଳିତ ମାସ ୟୁପି ପୁଲିସ […]

6yi

6yi

Tapas Behera
  • Published: Saturday, 18 September 2021
  • Updated: 18 September 2021, 04:52 PM IST

Sports

Latest News

ନୂଆଦିଲ୍ଲୀ: ତାରିଖ ଏପ୍ରିଲ ୨୬। ଦିଲ୍ଲୀର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ବୀଭତ୍ସ ହତ୍ୟା। ଅଗଷ୍ଟ ମାସରେ  ନାଗପୁରର ଜଣେ ସ୍ୱାମୀଙ୍କ ବର୍ବରକାଣ୍ଡରେ ଶିକାରେ ହେଲେ ସ୍ତ୍ରୀ । ଅଭିଯୋଗଥିଲା ପରକିୟା ପ୍ରୀତି। ସ୍ୱାମୀଙ୍କର ପୂର୍ବତନ ଗାର୍ଲଫ୍ରେଣ୍ଡ ସହ ଡେଟିଂ ଥିବା ସନ୍ଦେହ କରିବାରୁ ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଇଥିଲା ସ୍ୱାମୀ। ସେହିପରି ସ୍ତ୍ରୀ ସହ ଦୁଇ ଜଣ ପିଲାଙ୍କୁ ହତ୍ୟା କରିବା ଅଭିଯୋଗରେ ଚଳିତ ମାସ ୟୁପି ପୁଲିସ ଜଣେ ୩୪ ବର୍ଷୀୟ ପାଥୋଲୋଜିଷ୍ଟଙ୍କୁ ଗିରଫ କରିଛି।

ପ୍ରେମକୁ ନେଇ ଘଟୁଥିବା ନୃଶଂସକାଣ୍ଡ ମଧ୍ୟରୁ ଇଏ କେତୋଟି ଉଦାହରଣ ମାତ୍ର। କିନ୍ତୁ କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମ ହେଉଛି ଦୁଇଟି ଆତ୍ମାର ମିଳନ। ସେଥିପାଇଁ ତ’ପୂର୍ବରୁ ପ୍ରେମକୁ ତ୍ୟାଗର ଅନ୍ୟନାମ ରୂପେ ଅଭିହିତ କରାଯାଉଥିଲା। ହେଲେ ପ୍ରେମ ଯେବେ ପ୍ରାପ୍ତି ହୋଇଯାଏ ସେଇଠି ସମ୍ପର୍କର ପବିତ୍ରତା କଳୁଷିତ ହୋଇଯାଏ । ଆଉ ଏହି ପ୍ରେମ ପ୍ରତିଶୋଧର ରୂପ ନେଇ କେତେ ଯୁଦ୍ଧର କାରଣ ପାଲଟିଛି  ପୁଣି କେତେ ରକ୍ତପାତ ଘଟିଛି ତାର କାହାଣୀ ଇତିହାସରେ ମାଳ ମାଳ ଲିପିବଦ୍ଧ। ଆଉ ବର୍ତ୍ତମାନ ସମାଜରେ ପ୍ରେମର ସେହି କଳଙ୍କିତ ରୂପ ମଧ୍ୟ କିଛି କମ୍ ଦେଖିବାକୁ ମିଳୁ ନାହିଁ। ଯାହା ଏବେ ସମାଜରେ ପ୍ରତିଦିନ ଘଟୁଛି।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୦ରେ ଘଟିଥିବା ୨୯,୧୯୯୩ ହତ୍ୟା ମାମଲାରୁ କେବଳ ୩୦୩୧ଟି ପ୍ରେମଜନିତ ।  ନ୍ୟାସନାଲ କ୍ରାଇମ୍‌ ରେକର୍ଡ଼ ବ୍ୟୁରୋ ପକ୍ଷରୁ ଏମିତି ଚକିତ କଲା ଭଳି ରିପୋର୍ଟ ପ୍ରକାଶ ପାଇଛି। ଏ ସବୁ ମାମଲା ମଧ୍ୟରେ ବୈବାହିକ ସମ୍ପର୍କରେ ତିକ୍ତତା, ପରକିୟା ପ୍ରୀତି, ପ୍ରେମଜନିତ ଶତ୍ରୁତା ଏବଂ ସନ୍ଦେହ ଆଦି ରହିଛି। ୨୦୧୦ରୁ ୨୦୧୪ ମଧ୍ୟରେ ଏହାର ପ୍ରତିଶତ ୭ରୁ ୮ ପ୍ରତିଶତରେ ସୀମିତ ଥିଲା।  କିନ୍ତୁ ୨୦୧୬ରୁ ୨୦୨୦ ମଧ୍ୟରେ ପ୍ରେମଜନିତ ହତ୍ୟାମମଲା ୧୦ରୁ ୧୧ ପ୍ରତିଶତ ବୃଦ୍ଧି ପାଇଛି।  ତେବେ ପ୍ରେମଜନିତ ହତ୍ୟମାମଲାରେ ଯେଉଁ ରାଜ୍ୟ ଆଗରେ ରହିଛି ସେ ହେଉଛି ଉତ୍ତରପ୍ରଦେଶ। ତା’ପଛକୁ ଯଥାକ୍ରମେ ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟ ରହିଛି। ସେହିପରି ପ୍ରେମରେ ବ୍ରେକଅପ୍ ପାଇଁ ଉତ୍ତରପ୍ରଦେଶରେ ସର୍ବାଧିକ ୧୫ ପ୍ରତିଶତ ହତ୍ୟାକାଣ୍ଡ ଘଟିଥିବା ରିପୋର୍ଟ ପ୍ରକାଶ ପାଇଛି। ଏକ୍ଷେତ୍ରରେ କେରଳ, ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବାଞ୍ଚଳର ସ୍ଥିତି ନିୟନ୍ତ୍ରଣ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story