ଏମିତି ଚାଲେ ମୋଦି ମ୍ୟାଜିକ୍‌: ଶୁଣନ୍ତୁ ବିଭିନ୍ନ ଭାଷାରେ ତାଙ୍କ ସମ୍ଭାଷଣ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢି ବଢି ଚାଲିଛି। କେବଳ ଭାରତରେ ନୁହେଁ ଦେଶ ବାହାରେ ମଧ୍ୟ ସେ ବେଶ ଲୋକପ୍ରିୟ। ହେଲେ ତାଙ୍କର ଏଭଳି ଲୋକପ୍ରିୟତାର ରହସ୍ୟ କଣ ଜାଣିଛନ୍ତିକି। କାରଣ ସେ ଲୋକଙ୍କ ମନ କଥାକୁ ସହଜରେ ବୁଝିପାରନ୍ତି। ଅନ୍ୟର ଭାବପ୍ରବଣତାକୁ ଅସ୍ତ୍ର କରି ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିପାରନ୍ତି। ଯେଉଁଥିପାଇଁ ସାରା ବିଶ୍ୱ ଏବେ ମୋଦିଙ୍କ ପ୍ରେମରେ ଦିୱାନା। ତାଙ୍କର ବ୍ୟକ୍ତିତ୍ୱ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି। ସେ ଯେଉଁ ସ୍ଥାନକୁ ଯାଇଥାନ୍ତି ସେହି ସ୍ଥାନକୁ ସମ୍ପୂର୍ଣ୍ଣ ନିଜର କରିଦିଅନ୍ତି। ବିଶେଷ କରି ସେହି ସ୍ଥାନର ଭାଷା, ସଂସ୍କୃତି,ପ୍ରଥା, ପରମ୍ପରା ସହିତ ସେ ଜଡ଼ିତ ହୋଇଥାନ୍ତି। ସେ ଭାରତରେ ଯେଉଁ ରାଜ୍ୟକୁ ଯାଇଥାନ୍ତି ପ୍ରଥମେ ସେହି ଅଞ୍ଚଲର ଆଞ୍ଚଳିକ ଭାଷାରେ ଉପସ୍ଥିତ ଲୋକଙ୍କୁ ସମ୍ଭୋଧିତ କରିଥାନ୍ତି। ଯାହା ଉପସ୍ଥିତି ଲୋକଙ୍କ ଭାବପ୍ରବଣତାକୁ ଛୁଁଇ ପାରିଥାଏ। ତେବେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଭାଷାରେ ସମ୍ଭୋଧିତ କରୁଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି।</p>

Ordigital Desk
  • Published: Friday, 20 October 2017
  • Updated: 20 October 2017, 08:46 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢି ବଢି ଚାଲିଛି। କେବଳ ଭାରତରେ ନୁହେଁ ଦେଶ ବାହାରେ ମଧ୍ୟ ସେ ବେଶ ଲୋକପ୍ରିୟ। ହେଲେ ତାଙ୍କର ଏଭଳି ଲୋକପ୍ରିୟତାର ରହସ୍ୟ କଣ ଜାଣିଛନ୍ତିକି। କାରଣ ସେ ଲୋକଙ୍କ ମନ କଥାକୁ ସହଜରେ ବୁଝିପାରନ୍ତି। ଅନ୍ୟର ଭାବପ୍ରବଣତାକୁ ଅସ୍ତ୍ର କରି ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିପାରନ୍ତି। ଯେଉଁଥିପାଇଁ ସାରା ବିଶ୍ୱ ଏବେ ମୋଦିଙ୍କ ପ୍ରେମରେ ଦିୱାନା। ତାଙ୍କର ବ୍ୟକ୍ତିତ୍ୱ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି। ସେ ଯେଉଁ ସ୍ଥାନକୁ ଯାଇଥାନ୍ତି ସେହି ସ୍ଥାନକୁ ସମ୍ପୂର୍ଣ୍ଣ ନିଜର କରିଦିଅନ୍ତି। ବିଶେଷ କରି ସେହି ସ୍ଥାନର ଭାଷା, ସଂସ୍କୃତି,ପ୍ରଥା, ପରମ୍ପରା ସହିତ ସେ ଜଡ଼ିତ ହୋଇଥାନ୍ତି। ସେ ଭାରତରେ ଯେଉଁ ରାଜ୍ୟକୁ ଯାଇଥାନ୍ତି ପ୍ରଥମେ ସେହି ଅଞ୍ଚଲର ଆଞ୍ଚଳିକ ଭାଷାରେ ଉପସ୍ଥିତ ଲୋକଙ୍କୁ ସମ୍ଭୋଧିତ କରିଥାନ୍ତି। ଯାହା ଉପସ୍ଥିତି ଲୋକଙ୍କ ଭାବପ୍ରବଣତାକୁ ଛୁଁଇ ପାରିଥାଏ। ତେବେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଭାଷାରେ ସମ୍ଭୋଧିତ କରୁଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos