ଚେକ୍‌ ବାଉନ୍ସ ହେଲେ ପାଇବେ ଦ୍ୱିଗୁଣା, କେମିତି ଉଠାଇବେ ଜାଣନ୍ତୁ ପୂରା ଫର୍ମୁଲା

ନୂଆଦିଲ୍ଲୀ: ନକଲି ଚେକ୍‌।  ଅର୍ଥାତ ଆକାଉଣ୍ଟରେ ଟଙ୍କା ନ ଥାଇ ଦିଆଯାଇଥିବା ଚେକ୍‌। ଆଜକାଲି ଏଭଳି ଠକେଇ ବଢିବାରେ ଲାଗିଛି। ବେଳେ ବେଳେ ଆପଣ ବି ଏହି ସମସ୍ୟାରେ ପଡ଼ିଥିବେ। ଟଙ୍କା ଦବା ବ୍ୟକ୍ତି ଜଣକ ଆପଣଙ୍କ ସହ ବିଶ୍ୱାସଘାତକ କରିଥିବା। ତେବେ ଏହି ଚେକ୍‌ ବାଉନ୍ସ ଏକ ଦଣ୍ଡନୀୟ ଅପରାଧ ବୋଲି ସମସ୍ତେ ଜାଣନ୍ତି।  କିନ୍ତୁ ଟଙ୍କା ଫେରିପାଇବାର  ପ୍ରକୃତ ପ୍ରକ୍ରିୟାଟି କ’ଣ। କ’ଣ କଲେ ଆପଣ ନିଜ ପ୍ରାପ୍ୟ ଫେରିପାଇବେ। କେମିତି ଆପଣ ସମ୍ପୃକ୍ତ […]

ARREST-1

ARREST-1

Ordigital Desk
  • Published: Sunday, 17 December 2017
  • Updated: 17 December 2017, 03:55 PM IST

Sports

Latest News

ନୂଆଦିଲ୍ଲୀ: ନକଲି ଚେକ୍‌।  ଅର୍ଥାତ ଆକାଉଣ୍ଟରେ ଟଙ୍କା ନ ଥାଇ ଦିଆଯାଇଥିବା ଚେକ୍‌। ଆଜକାଲି ଏଭଳି ଠକେଇ ବଢିବାରେ ଲାଗିଛି। ବେଳେ ବେଳେ ଆପଣ ବି ଏହି ସମସ୍ୟାରେ ପଡ଼ିଥିବେ। ଟଙ୍କା ଦବା ବ୍ୟକ୍ତି ଜଣକ ଆପଣଙ୍କ ସହ ବିଶ୍ୱାସଘାତକ କରିଥିବା। ତେବେ ଏହି ଚେକ୍‌ ବାଉନ୍ସ ଏକ ଦଣ୍ଡନୀୟ ଅପରାଧ ବୋଲି ସମସ୍ତେ ଜାଣନ୍ତି।  କିନ୍ତୁ ଟଙ୍କା ଫେରିପାଇବାର  ପ୍ରକୃତ ପ୍ରକ୍ରିୟାଟି କ’ଣ। କ’ଣ କଲେ ଆପଣ ନିଜ ପ୍ରାପ୍ୟ ଫେରିପାଇବେ। କେମିତି ଆପଣ ସମ୍ପୃକ୍ତ ଠକମାନଙ୍କୁ ଉଚିତ୍‌ ଶିକ୍ଷା ଦେଇପାରିବେ। ଏଥିପାଇଁ ଆଇନଗତ ପ୍ରକ୍ରିୟା କ’ଣ ରହିଛି।  ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ ଜାରିବା।  ଆପଣ ନିଶ୍ଚୟ ଜାଣିଥିବେ ଗୋଟିଏ ଚେକ୍‌ର ବୈଧତା ହେଉଛି ୩ ମାସ। ଯଦି ଆପଣ କାହାଠାରୁ ଚେକ୍‌ ଗ୍ରହଣ କରୁଛନ୍ତି ତେବେ ବ୍ୟାଙ୍କ ଯାଇ ୩ ମାସ ଭିତରେ ଟଙ୍କା ଉଠାଇ ନିଅନ୍ତୁ। କାରଣ ୩ ମାସ ପରେ ଚେକ୍‌ ଅବୈଧ ହୋଇଯାଏ। ନଚେତ୍ ଆପଣ ହଇରାଣରେ ପଡ଼ିପାରନ୍ତି।

ପରେ ଏହି ଚେକ୍‌କୁ ଆଉ ବ୍ୟଙ୍କ ଗ୍ରହଣ କରିବ ନାହିଁ।  ସେହିପରି ଦାତା ଜଣକ ମଧ୍ୟ ୩ ମାସ ଭିତରେ ଟଙ୍କା ଜମା କରିପାରିବେ। ଏଥର ମୂଳ ପ୍ରସଙ୍ଗକୁ ଆସିବା। ଯଦି ଆପଣ ପାଇଥିବା ଚେକ୍‌ ନମ୍ବରର ଆକାଉଣ୍ଟରେ ଟଙ୍କା ନ ଥାଏ ତେବେ କ’ଣ କରିବେ। ପ୍ରଥମ କଥା ହେଲା ଆକାଉଣ୍ଟରେ ଟଙ୍କା ନ ଥିଲେ ଏହି ଚେକ୍‌ ଆପେ ଆପେ ବାଉନ୍ସ ହୋଇଯିବ। ଏମିତି ସ୍ଥିତି ଉପୁଜିଲେ ପ୍ରଥମେ ଆପଣ ସମ୍ପୃକ୍ତ ଦାତାଙ୍କ ନିକଟକୁ ଏକ ଲିଗାଲ ନୋଟିସ୍‌ ପଠାଇବେ।  କିନ୍ତୁ ଏଥିପାଇଁ ଆପଣଙ୍କୁ ଟିକେ ସତର୍କ ହେବାକୁ ପଡ଼ିବ। ଚେକ୍‌ ବାଉନ୍ସର ନୋଟିସ୍ ଟିକୁ ଟି ୩୦ ଦିନ ଭିତରେ ପଠାଇବାକୁ ପଡ଼ିବ।

ଏଥିପାଇଁ ଆପଣ କୌଣସି ଓକିଲଙ୍କ ସହାୟତା ନେଇପାରିବେ।  ନୋଟିସ ପଠାଇବା ପରେ ଯଦି ଆପଣଙ୍କୁ ପଇସା ମିଳିଗଲା ତେବେ ଭଲ କଥା। ନଚେତ ୧୫ ଦିନ ମଧ୍ୟରେ ଆପଣ ନିଜ ଓକିଲଙ୍କ ସହାୟତାରେ ଜିଲ୍ଲା ଅଦାଲତରେ ଦ୍ୱାରସ୍ଥ ହୋପାରିବେ। ଆଉ ସମ୍ପୃକ୍ତ ଅଭିଯୁକ୍ତଙ୍କ ଜଣକ ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଆଉ ଚେକ୍‌ ବାଉନ୍ସ ହେବା କାରଣରୁ ଏହାର ଦୁଇଗୁଣା ଅର୍ଥ ଭରିବାକୁ ପଡ଼ିବ। ଏହି ନିୟମକୁ ଅନୁଶରଣ କଲେ ଆପଣଙ୍କ ଟଙ୍କା  କେବେ ବି ବୁଡ଼ିବନି।  ଆଉ ଅଭିଯୁକ୍ତ ଉଚିତ୍ ପାନେ ପାଇବେ । ଅର୍ଥାତ ଆପଣଙ୍କୁ ୨ ଗୁଣା ଟଙ୍କା ମିଳିବା ସହ ଅଭିଯୁକ୍ତ ୨ ବର୍ଷ ସଜା କାଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story