ଆପଣଙ୍କ ସ୍ମାର୍ଟଫୋନକୁ ସୁରକ୍ଷିତ ରଖିବ ଏହି ଆପ୍: କେମିତି ଜାଣନ୍ତୁ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟ): ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ସହ ସାଇବର୍ ଆଟାକ୍ ମଧ୍ୟ ବଢ଼ିବାରେ ଲାଗିଛି। ଆପଣ ଯଦି ଏହି ସମସ୍ୟା ଭୋଗୁଛନ୍ତି, ତେବେ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ ମୋଦି ସରକାର। କେମିତି? କେନ୍ଦ୍ର ସରକାର ଏକ ଏପରି ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି। ଏହାର କାମ ହେଲା ଆପଣଙ୍କ ମୋବାଇଲ୍‌କୁ ସୁରକ୍ଷିତ ରଖିବା। ଆପଣ ମାଗଣାରେ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 05:46 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟ): ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ସହ ସାଇବର୍ ଆଟାକ୍ ମଧ୍ୟ ବଢ଼ିବାରେ ଲାଗିଛି। ଆପଣ ଯଦି ଏହି ସମସ୍ୟା ଭୋଗୁଛନ୍ତି, ତେବେ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ ମୋଦି ସରକାର। କେମିତି?

କେନ୍ଦ୍ର ସରକାର ଏକ ଏପରି ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି। ଏହାର କାମ ହେଲା ଆପଣଙ୍କ ମୋବାଇଲ୍‌କୁ ସୁରକ୍ଷିତ ରଖିବା। ଆପଣ ମାଗଣାରେ ଏହି ଆପ୍‌ଟିକୁ ଡାଉନଲୋଡ୍ କରି ନିଜ ଫୋନ୍‌କୁ ସାଇବର୍ ଆକ୍ରମଣରୁ ବଞ୍ଚାଇ ପାରିବେ।

ଏହି ଆପ୍‌ଟିର ନାଁ ହେଉଛି ଏମ୍-କବଚ୍। ଏହାକୁ ଭାରତ ସରକାରଙ୍କ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ୍ ଅଫ୍ ଆଡ୍‌ଭାନ୍ସ ସିଷ୍ଟମ୍ (C-DAC) ଜାରି କରିଛି।

ମୋଦି ସରକାର ଗତବର୍ଷ ମୋବାଇଲ ଡିଭାଇସ୍ ସିକ୍ୟୁରିଟି ସଲ୍ୟୁସନ୍ ଆପ୍ (M kavach) ଲଞ୍ଚ୍ କରିଛନ୍ତି। ଆପ୍‌ଟି ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ୟୁଜର୍‌ଙ୍କ ପାଇଁ ପ୍ରସ୍ତୁତ ହୋଇଛି। ସୁରକ୍ଷା ବ୍ୟତୀତ ଏହାର ଆହୁରି ଅନେକ ଫିଚର ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏହି ଆପ୍ ଦ୍ୱାରା ଆମେ କେଉଁ ସବୁ ସୁବିଧା ପାଇପାରିବା।

ଡାଟାର ଅପବ୍ୟବହାର ହେବନାହିଁ: ଆପଣଙ୍କ ଫୋନ୍‌ରେ ଯଦି M-kavach ଆପ୍ ଥିବ ତାହେଲେ ଆପଣଙ୍କ ଫୋନରୁ କେହି ଡାଟା ଚୋରି କରିପାରିବେ ନାହିଁ। ଏହା ଡାଟା ଆକ୍ସେସ ବନ୍ଦ କରଦିଏ।

ଅଜଣା କଲ୍‌କୁ ବ୍ଲକ୍ କରେ: ଏହି ଆପ୍‌ ଆପଣଙ୍କୁ ଅଜଣା କଲ୍ ଓ ଏସ୍ଏମ୍ଏସ୍ ବ୍ଲକ୍‌ କରିବାରେ ସାହାଯ୍ୟ କରେ। ଏଥିସହ ପେ-ଟିଏମ୍ ପରି ମୋବାଇଲ୍‌ ୱାଲେଟ୍, ବ୍ୟାଙ୍କ ଆପ୍ ଓ ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ସୁରକ୍ଷିତ କରିଥାଏ।

ମୋବାଇଲ୍‌ର ସ୍ପିଡ୍ ବଢାଏ: ଏମ୍-କବଚ ଆପଣଙ୍କ ଫୋନକୁ ଜାଭାସ୍କ୍ରିପ୍ଟ ମାଲ‌ଓୟାରରୁ ବଞ୍ଚାଇଥାଏ। ଏହା ଦ୍ୱାରା ଆପଣଙ୍କ ଫୋନ ହ୍ୟାଙ୍ଗ୍ ହେବ ନାହିଁ, ସ୍ପିଡ୍ ମଧ୍ୟ ବଢ଼ିବ।

ସିମ୍ କାର୍ଡ ଟ୍ରାକ୍ କରେ: ଆପଣଙ୍କ ଫୋନ୍ ଚୋରି ହେବା ପରେ ଚୋର ଯଦି ଆପଣଙ୍କ ଫୋନରୁ ସିମ୍ କାଢୁଥାଏ, ତେବେ ଏହି ଆପ୍ ଆପଣଙ୍କୁ ସେ ସଂପର୍କିତ ସୂଚନା ତୁରନ୍ତ ଦେବ। ଏହାଦ୍ୱାରା ଆପଣଙ୍କୁ ଫୋନ ଖୋଜିବା ସହଜ ହେବ।

କେବଳ ଏତିକି ନୁହେଁ। ଏହାଦ୍ୱାରା ଆପଣ ଗୋଟିଏ ଏମ୍ଏମ୍ଏସ୍ ସାହାଯ୍ୟରେ ହିଁ ଦୂରରେ ଥାଇ ନିଜ ଫୋନରୁ କଣ୍ଟାକ୍ଟ ଓ କଲ୍ ଲଗ୍ କ୍ଲିୟର କରିପାରିବେ। ତା ସହ ଆପଣ ଫୋନକୁ ରିସେଟ୍, ବ୍ୟାକଅପ୍ ଓ ରିଷ୍ଟୋର ମଧ୍ୟ କରିପାରିବେ।

ଏହି ଆପ୍‌କୁ ଆପଣ ଗୁଗୁଲ ପ୍ଲେ-ଷ୍ଚୋରରୁ ଡାଉନଲୋଡ୍ କରିପାରିବେ। ଏହାକୁ ନେଇ ଆପଣଙ୍କ ମନରେ ଯଦି କୌଣସି ଆଶଙ୍କା ରହିଥାଏ ତେବେ ଆପଣ ଟୋଲ୍ ଫ୍ରି ନମ୍ବର ୧୮୦୦ ୪୨୫ ୬୨୩୫ରେ କଲ୍ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story