unseenରେ ବି ଆପଣ ପଢ଼ି ପାରିବେ ହ୍ୱାଟ୍ସଆପ୍ ମେସେଜ: ଜାଣନ୍ତୁ କିପରି

ଆଜିକାଲି କଥାବାର୍ତ୍ତାର ପ୍ରମୁଖ ମାଧ୍ୟମ ସାଜିଛି ହ୍ୱାଟସ୍‌ଆପ୍। ଭଏସ୍ କଲ୍ ଅପେକ୍ଷା ଲୋକେ ହ୍ୱାଟସ୍ଆପ୍‌ରେ ଚାଟିଂ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେପଟେ ବଢୁଥିବା ଚାହିଦାକୁ ଆଖିଆଗରେ ରଖି ହ୍ୱାଟସ୍ଆପ୍ ଦିନ କୁ ଦିନ ନୂଆ ନୂଆ ଫିଚର ଆଣି ବ୍ୟବହାରକାରୀଙ୍କୁ ଆକର୍ଷିତ କରିବାରେ ଲାଗିଛି। ନିକଟରେ ପଠାଯାଇଥିବା ମେସେଜ୍‌କୁ କେମିତି ଡିଲିଟ୍ କରିହେବ ସେ ବିଷୟରେ ଆମେ ଜାଣାଇଥିଲୁ ତେବେ ଆଜି ଆସନ୍ତୁ ଜାଣିବା କିପରି ମେସେଜ unseenରେ ଥାଇ ବି କିପରି ଏହାକୁ ପଢିପାରିବେ। […]

WhatsApp-read-receipts

WhatsApp-read-receipts

Rakesh Mallick
  • Published: Friday, 10 November 2017
  • Updated: 10 November 2017, 06:56 PM IST

Sports

Latest News

ଆଜିକାଲି କଥାବାର୍ତ୍ତାର ପ୍ରମୁଖ ମାଧ୍ୟମ ସାଜିଛି ହ୍ୱାଟସ୍‌ଆପ୍ ଭଏସ୍ କଲ୍ ଅପେକ୍ଷା ଲୋକେ ହ୍ୱାଟସ୍ଆପ୍‌ରେ ଚାଟିଂ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେପଟେ ବଢୁଥିବା ଚାହିଦାକୁ ଆଖିଆଗରେ ରଖି ହ୍ୱାଟସ୍ଆପ୍ ଦିନ କୁ ଦିନ ନୂଆ ନୂଆ ଫିଚର ଆଣି ବ୍ୟବହାରକାରୀଙ୍କୁ ଆକର୍ଷିତ କରିବାରେ ଲାଗିଛି

ନିକଟରେ ପଠାଯାଇଥିବା ମେସେଜ୍‌କୁ କେମିତି ଡିଲିଟ୍ କରିହେବ ସେ ବିଷୟରେ ଆମେ ଜାଣାଇଥିଲୁ ତେବେ ଆଜି ଆସନ୍ତୁ ଜାଣିବା କିପରି ମେସେଜ unseenରେ ଥାଇ ବି କିପରି ଏହାକୁ ପଢିପାରିବେ।

ସାଧାରଣତଃ ହ୍ୱାଟସ୍‌ଆପ୍‌ରେ ମେସେଜ୍ ପଢିବା ପରେ ତଳେ ଥିବା ଦୁଅଟି ଠିକ୍ ଚିହ୍ନ ନୀଲ ଦେଖାଏ। ଏବଂ ପଠାଇଥିବା ବ୍ୟକ୍ତି ସେହି ନୀଳ ରଙ୍ଗରୁ ଜାଣିପାରେ ଯ଼େ ମେସେଜଟି ଆପଣ ପଢିସାରିଛନ୍ତି। ହେଲେ ଏମିତି କିଛି ସମୟ ଆସେ ଯେତବେଳେ ଆପଣ ମେସେଜ ପଢିବାକୁ ଚାହୁଁଥିବେ ଏବଂ ସାଥିରେ ଏହା ମଧ୍ୟ ଚାହୁଁଥିବେଯେ ମେସେଜ ପଠାଇଥିବା ବ୍ୟକ୍ତିକୁ ଜାଣାନପଡୁ , ସେଥିପାଇଁ ଆପଣଙ୍କ ପାଖରେ ରହିଛି ଏକ ଉପାୟ।

କେମିତି?

ଏଥିପାଇଁ ଆପଣ ପ୍ରଥମେ ନିଜ ସ୍ମାର୍ଟ ଫୋନରେ Unseen - No Last Seen ଆପ୍ ଇନଷ୍ଟଲ କରନ୍ତୁ। ଏହା ୮.୬୬MBର ଏକ ଫ୍ରି ଆପ୍। ପ୍ଳେଷ୍ଟୋରରୁ ଏହି ଆପ୍ ଆପଣଙ୍କୁ ମିଳିଯିବ। ଇନ୍‌ଷ୍ଟଲ କରିବା ପରେ ଏହି ଆପ୍‌ର ହୋମ୍ ସ୍କ୍ରିନ୍ ସାମ୍ନାକୁ ଆସିବ। ଏହାପରେ ସ୍କ୍ରିନରେ ଆପଣଙ୍କୁ Enough accessibility ଉପରେ କ୍ଳିକ୍ କରିବାକୁ ଦେଖାଇବ। କ୍ଳିକ୍ କରିବା ପରେ ଫୋନରେ ଆପଣଙ୍କୁ ଅନୁମତି (Allow) ପାଇଁ ନୋଟିଫିକେସନ୍ ଆସିବ। ଆଲାଉ ଉପରେ କ୍ଳିକ୍ କରିବା ପରେ ଆପଣଙ୍କ ହ୍ୱାଟସ୍‌ଆପ୍ କୁ ଯେଉଁସବୁ ମେସେଜ ଆସିବ ସେସବୁ Unseen ଆପ୍‌କୁ ମଧ୍ୟ ଆସିବ ଏହି ଆପ୍ ମାଧ୍ୟମରେ ମେସେଜ ପଢିବା ଦ୍ୱାରା ଠିକ୍ ଚିହ୍ନ ନୀଳ ହେବନି କି ପଠାଇଥିବା ଲୋକ ଆପଣ ମେସେଜ ପଢିଲେବୋଲି ଜାଣିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story