ଦାନ୍ତୁରୀ ବୋଲି ତିନି ତଲାକ ଦେଲା ସ୍ୱାମୀ!

ହାଇଦ୍ରାବାଦ: ତିନି ତଲାକ ଦଣ୍ଡନୀୟ ଅପରାଧ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏହାପରେ ବି ଏହି ତିନି ତଲାକ ଦିଆଯାଉଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଜଣେ ଯୁବକ ସ୍ତ୍ରୀ ଦାନ୍ତୁରୀ ବୋଲି ଟ୍ରିପିଲ ତଲାକ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି (ଅକ୍ଚୋବର ୩୧)ରେ ରୁକସାନାଙ୍କ ଏତଲା ଗ୍ରହଣ କରି ପୁଲିସ ତାଙ୍କ ସ୍ୱାମୀ ମୁସ୍ତଫାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏ ନେଇ କୁଶାଇଗୁଡା ଏସଆଇ କେ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି। ରୁକସାନା ବେଗମ କହିଛନ୍ତି […]

RUKSANA BEGUM

RUKSANA BEGUM

Subhransu Sekhar
  • Published: Friday, 01 November 2019
  • Updated: 01 November 2019, 12:26 PM IST

Sports

Latest News

ହାଇଦ୍ରାବାଦ: ତିନି ତଲାକ ଦଣ୍ଡନୀୟ ଅପରାଧ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏହାପରେ ବି ଏହି ତିନି ତଲାକ ଦିଆଯାଉଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଜଣେ ଯୁବକ ସ୍ତ୍ରୀ ଦାନ୍ତୁରୀ ବୋଲି ଟ୍ରିପିଲ ତଲାକ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି (ଅକ୍ଚୋବର ୩୧)ରେ ରୁକସାନାଙ୍କ ଏତଲା ଗ୍ରହଣ କରି ପୁଲିସ ତାଙ୍କ ସ୍ୱାମୀ ମୁସ୍ତଫାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏ ନେଇ କୁଶାଇଗୁଡା ଏସଆଇ କେ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି।

ରୁକସାନା ବେଗମ କହିଛନ୍ତି ଯେ, ମୁସ୍ତଫାଙ୍କ ସହ ତାଙ୍କର ବିବାହ ଚଳିତବର୍ଷ ଜୁନ୍ ୨୭ରେ ହୋଇଥିଲା। ବାହାଘର ବେଳେ ମଧ୍ୟ ଅନେକ ସୁନା ଗହଣା ଓ ଟଙ୍କା ଯୌତୁକରେ ଦାବି କରିଥିଲେ ମୁସ୍ତଫାଙ୍କ ପରିବାର ଲୋକେ। ତାଙ୍କ ବାପଘର ଲୋକ ମଧ୍ୟ ଏସବୁ ପୂରଣ କରିଥିଲେ। ହେଲେ ଏହାପରେ ବି ସେମାନେ ପୁଣିଥରେ ସୁନା ଗହଣା ଦାବି କରିଥିଲେ। ଶେଷରେ ତାଙ୍କ ସ୍ୱାମୀ ଦାନ୍ତୁରୀ ବୋଲି କହି ତାଙ୍କୁ ତିନି ତଲାକ ଦେଇଛନ୍ତି ବୋଲି ସେ କହିଛନ୍ତି। ଏମିତିକି ତାଙ୍କ ଶାଶୂ ଘର ଲୋକେ ଗୋଟିଏ କଠୋରୀରେ ୧୦ରୁ ୧୫ ଦିନ ବନ୍ଦ କରି ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଲା ସେତେବେଳେ ତାଙ୍କ ବାପ ଘରକୁ ପଠାଇ ଦେଇଥିଲେ ବୋଲି ରୁକସାନା କହିଛନ୍ତି।

https://twitter.com/ANI/status/1190128915743817728

ମୁସ୍ତଫା ତାଙ୍କୁ ନେଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ସେ ଅକ୍ଚୋବର ୧ରେ ତାଙ୍କ ବାପ ଘରକୁ ସେ ଆସିଥିଲେ। ହେଲେ ସେ ମୋ ପରିବାର ଲୋକଙ୍କ ଆଗରେ ଗାଳିଗୁଲଜ କରିବା ସହିତ ତିନି ତଲାକ ଦେଇଥିଲେ। ଏହାପରେ ଅକ୍ଟୋବର ୧୨ରେ ମୁସ୍ତଫାଙ୍କୁ ଯୋଗାଯୋଗ କରିଥିଲେ ଜବାବରେ ସେ ପୁଣିଥରେ ତିନି ତଲାକ ତିନି ଥର ଉଚ୍ଚାରଣ କରିଥିଲେ ବୋଲି ରୁକସାନା କହିଛନ୍ତି। ଏହାପରେ ନ୍ୟାୟ ପାଇଁ ସେ ଅକ୍ଚୋବର ୨୬ରେ ଥାନାରେ ଏତଲା ଦେଇଥିଲେ ବୋଲି ସେ କହିଛନ୍ତି।

ତେବେ ମୁସ୍ତଫା କିମ୍ୱା ତାଙ୍କ ପରିବାର ଲୋକେ ରୁକସାନା ଆଣିଥିବା ଅଭିଯୋଗର ଜବାବ ଏଯାଏ ରଖି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story