‘ବୃକ୍ଷ ପ୍ରେମୀ’ ଶିବସେନାର ୧୦୦୦ ଗଛ କାଟିବା ଚର୍ଚ୍ଚା, ଅମୃତା କହିଲେ ‘ହିପୋକ୍ରାସି’

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ପତ୍ନୀ ଅମୃତା ଫଡ଼ନାବିସ୍‌ ଶିବସେନାର ‘ବୃକ୍ଷ ପ୍ରେମ’କୁ ସିଧା ଟାର୍ଗେଟ୍‌ କାରିଛନ୍ତି। ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ସ୍ମୃତିସ୍ଥଳ ନିର୍ମାଣ ପାଇଁ ଔରଙ୍ଗାବାଦଠାରେ ୧୦୦୦ ଗଛ କଟାଯିବା ନେଇ ଶିବସେନା ଯୋଜନା କରୁଥିବାରୁ ଏହାକୁ ସେ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଶିବସେନା ଏବଂ ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ମେଣ୍ଟ ସରକାରରେ ଥିଲେ ମଧ୍ୟ ମେଟ୍ରୋ ପାଇଁ ଗଛକଟାକୁ ସେନା ମୁଖ୍ୟ ଉଦ୍ଧବ […]

amruta

amruta

Subrat Kumar Nayak
  • Published: Sunday, 08 December 2019
  • Updated: 08 December 2019, 10:42 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ପତ୍ନୀ ଅମୃତା ଫଡ଼ନାବିସ୍‌ ଶିବସେନାର ‘ବୃକ୍ଷ ପ୍ରେମ’କୁ ସିଧା ଟାର୍ଗେଟ୍‌ କାରିଛନ୍ତି। ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ସ୍ମୃତିସ୍ଥଳ ନିର୍ମାଣ ପାଇଁ ଔରଙ୍ଗାବାଦଠାରେ ୧୦୦୦ ଗଛ କଟାଯିବା ନେଇ ଶିବସେନା ଯୋଜନା କରୁଥିବାରୁ ଏହାକୁ ସେ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଶିବସେନା ଏବଂ ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ମେଣ୍ଟ ସରକାରରେ ଥିଲେ ମଧ୍ୟ ମେଟ୍ରୋ ପାଇଁ ଗଛକଟାକୁ ସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଯୁବସେନା ମୁଖ୍ୟ ଆଦିତ୍ୟ ଠାକ୍‌ରେ ବିରୋଧ କରିଥିଲେ। ଏପରିକି ଉଦ୍ଧବ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବାପରେ ଆସିବା ପରେ ବିବାଦୀୟ ‘ଆରେ’ ଜଙ୍ଗଲରୁ ଗଛ କଟାଯିବନି ବୋଲି କହିଥିଲେ।

ତେବେ ବର୍ତ୍ତମାନ ଶିବସେନାର ନୂଆ ପଦକ୍ଷେପ ପରେ ଅମୃତା ଫଡ଼ନାବିସ୍‌ କହିଥିଲେ, “ହିପୋକ୍ରାସି ଏକ ରୋଗ! ଶୀଘ୍ର ସୁସ୍ଥ ହେଇଯାଅ ଶିବସେନା। କେବଳ ତୁମେ ନିଜ ଫାଇଦା ପାଇଁ ଗଛ କାଟିବ? ଏ ପାପର କ୍ଷମା ନାହିଁ।” ଅନ୍ୟପକ୍ଷରେ ଔରଙ୍ଗାବାଦ ମେୟର ନନ୍ଦ କୁମାର ଘୋଡେଲେ କହିଛନ୍ତି, ତାଙ୍କ ପ୍ରଶାସନ ଏହି ଗଛକଟାକୁ ଅନୁମତି ଦେବନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story