ମୁଁ ପଳାତକ ନୁହେଁ: ବିଜୟ ମାଲ୍ୟା

ନୂଆଦିଲ୍ଲୀ:୧୭ଟି ବ୍ୟାଙ୍କରୁ ନେଇଥିବା ୯୦୦୦ କୋଟି ଟଙ୍କାର ଋଣ ନଶୁଝି ବିଜ୍‌ନେସ୍‌ ଟାଇକୁନ୍ ବିଜୟ ମାଲ୍ୟା ଦେଶ ଛାଡ଼ି ପଳାଇଥିବା ନେଇ ଆଲୋଚନା ଜୋର ଧରିଥିବା ବେଳେ ଆଜି ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ମାଲ୍ୟା କହିଛନ୍ତି ଯେ ସେ ଦେଶ ଛାଡ଼ି ଯାଇନାହାନ୍ତି କି ସେ ପଳାତକ ନୁହଁନ୍ତି। ଆଜି ସକାଳେ ଏକ ଅଜ୍ଞାତ ସ୍ଥାନରୁ ଟ୍ୱିଟ୍ କରି ସେ କହିଛନ୍ତି,“ମୁଁ ଜଣେ ଅନ୍ତର୍ଜାତୀୟ ବ୍ୟବସାୟୀ। ମୁଁ ବିଭିନ୍ନ ସମୟରେ ଭାରତ ବାହାରକୁ ଯାଏ। ମୁଁ […]

vijaya-mallya

vijaya-mallya

Rakesh Mallick
  • Published: Friday, 11 March 2016
  • Updated: 11 March 2016, 08:05 AM IST

Sports

Latest News

vijaya-mallyaନୂଆଦିଲ୍ଲୀ:୧୭ଟି ବ୍ୟାଙ୍କରୁ ନେଇଥିବା ୯୦୦୦ କୋଟି ଟଙ୍କାର ଋଣ ନଶୁଝି ବିଜ୍‌ନେସ୍‌ ଟାଇକୁନ୍ ବିଜୟ ମାଲ୍ୟା ଦେଶ ଛାଡ଼ି ପଳାଇଥିବା ନେଇ ଆଲୋଚନା ଜୋର ଧରିଥିବା ବେଳେ ଆଜି ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ମାଲ୍ୟା କହିଛନ୍ତି ଯେ ସେ ଦେଶ ଛାଡ଼ି ଯାଇନାହାନ୍ତି କି ସେ ପଳାତକ ନୁହଁନ୍ତି।

ଆଜି ସକାଳେ ଏକ ଅଜ୍ଞାତ ସ୍ଥାନରୁ ଟ୍ୱିଟ୍ କରି ସେ କହିଛନ୍ତି,“ମୁଁ ଜଣେ ଅନ୍ତର୍ଜାତୀୟ ବ୍ୟବସାୟୀ। ମୁଁ ବିଭିନ୍ନ ସମୟରେ ଭାରତ ବାହାରକୁ ଯାଏ। ମୁଁ ଭାରତରୁ ଫେରାର ହୋଇଯାଇନି। ମୁଁ ପଳାତକ ନୁହେଁ। ଏନେଇ ପ୍ରକାଶିତ ଖବରଗୁଡ଼ିକରେ କୌଣସି ସତ୍ୟତା ନାହିଁ।”

ମାଲ୍ୟା ଆହୁରି ମଧ୍ୟ କହିଛନ୍ତି,“ଜଣେ ଭାରତୀୟ ସାଂସଦ ଭାବେ ମୁଁ ଦେଶର ଆଇନକୁ ପୂରାପୂରି ସମ୍ମାନ ଦିଏ। ଆମର ନ୍ୟାୟପାଳିକା ଉପରେ ମୋର ଭରସା ଓ ସମ୍ମାନ ରହିଛି। କିନ୍ତୁ ଗଣମାଧ୍ୟମ କୌଣସି ବିଚାର ନକରୁ।”

ସେ ଗଣମାଧ୍ୟମକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ଗଣମାଧ୍ୟମରେ ଗୋଟିଏ କଥା ଉଠିଲା ମାତ୍ରେ ତାହାକୁ ନେଇ ନିଆଁ ଜଳେ ଓ ପରେ ଏହା ପାଉଁଶରେ ଶେଷ ହୋଇଯାଏ। ଗଣମାଧ୍ୟମଗୁଡ଼ିକର ସର୍ବୋଚ୍ଚ କର୍ତ୍ତାମାନେ ଭୁଲିବା ଉଚିତ୍ ନୁହେଁ ଯେ ବହୁ ବର୍ଷ ଧରି ମୁଁ ସେମାନଙ୍କୁ ଅନେକ ସାହାଯ୍ୟ କରିଛି ଓ ସୁବିଧାସୁଯୋଗ ଯୋଗାଇ ଦେଇଛି। କିନ୍ତୁ ଏବେ ସେମାନେ ଟିଆର୍‌ପି ଲାଗି ମିଛ ଖବର ପରିବେଷଣ କରୁଛନ୍ତି।”

ମାଲ୍ୟା ୯୦୦୦ କୋଟି ଟଙ୍କାର ଋଣ ନଶୁଝି ମାର୍ଚ୍ଚ ୨ରେ ଦେଶ ଛାଡ଼ିଥିବା ଜଣାପଡ଼ିଛି। ସେ ଲଣ୍ଡନର କୌଣସି ଏକ ଗ୍ରାମାଞ୍ଚଳରେ ରହୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୀତି ଚାଲିଛି। ଦୁହେଁ ପରସ୍ପରକୁ ଦାୟୀ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story