ଚାକିରୀ ଛାଡ଼ିବା ପୂର୍ବରୁ ଆଇଏଏସ କାନନ ଦେଲେ ଏହି ପରାମର୍ଶ

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବାରେ ଚାକିରୀ ପାଇବା ବହୁତ କଷ୍ଟ। ଆଉ ଯେଉଁମାନେ ଆଇଏଏସ ପାଇ ଛାଡ଼ି ଦେଉଛନ୍ତି ସେମାନେ ଭାବିବା ଉଚିତ ସେ ଯଦି ଚାକିରୀ ଛାଡ଼ିବାର ଥିଲା ତାହେଲେ କାହିଁକି ଆଇଏଏସ ଚାକିରୀରେ ଯୋଗ ଦେଉଥିଲେ? ନିକଟରେ ଆଇଏଏସ ଚାକିରୀରୁ ଇସ୍ତଫା ଦେଇ ପୁଣିଥରେ ସରକାରଙ୍କ ପରାମର୍ଶ କ୍ରମେ ଚାକିରୀରେ ଯୋଗ ଦେଇଥିବା ଆଇଏଏସ କାନନ ଗୋପୀନାଥନ ଏକ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ନିକଟରେ ସେ ଆଇଏଏସରୁ ଇସ୍ତଫା ଦେଇଥିଲେ। ହେଲେ ଇସ୍ତଫା […]

kanan gopinathan(1)

kanan gopinathan(1)

Subhransu Sekhar
  • Published: Saturday, 26 October 2019
  • Updated: 26 October 2019, 04:30 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବାରେ ଚାକିରୀ ପାଇବା ବହୁତ କଷ୍ଟ। ଆଉ ଯେଉଁମାନେ ଆଇଏଏସ ପାଇ ଛାଡ଼ି ଦେଉଛନ୍ତି ସେମାନେ ଭାବିବା ଉଚିତ ସେ ଯଦି ଚାକିରୀ ଛାଡ଼ିବାର ଥିଲା ତାହେଲେ କାହିଁକି ଆଇଏଏସ ଚାକିରୀରେ ଯୋଗ ଦେଉଥିଲେ?

ନିକଟରେ ଆଇଏଏସ ଚାକିରୀରୁ ଇସ୍ତଫା ଦେଇ ପୁଣିଥରେ ସରକାରଙ୍କ ପରାମର୍ଶ କ୍ରମେ ଚାକିରୀରେ ଯୋଗ ଦେଇଥିବା ଆଇଏଏସ କାନନ ଗୋପୀନାଥନ ଏକ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ନିକଟରେ ସେ ଆଇଏଏସରୁ ଇସ୍ତଫା ଦେଇଥିଲେ। ହେଲେ ଇସ୍ତଫା ଦେବା ପରେ ସେ ଜାଣିନଥିଲେ ଯେ ତାଙ୍କୁ ମଇଳା ଲୁଗା ସଫା କରିବାକୁ ପଡ଼ିବ। ଯାହାକି ତାଙ୍କ ପାଇଁ ବଡ଼ ସମସ୍ୟା ଥିଲା ବୋଲି କାନନ କହିଛନ୍ତି।

ତେଣୁ ଆଗାମୀ ଦିନରେ ଯେଉଁମାନେ ଚାକିରୀ ଛାଡ଼ିବାକୁ ଚାହୁଁଛନ୍ତି ସେମାନଙ୍କୁ ଟୁଇଟ କରି ଏକ ପରାମର୍ଶ ଦେଇଛନ୍ତି କାନନ। ଆଗ ଓ୍ୱାଶିଂ ମେସିନ ପରେ ଚାକିରୀ ଛାଡ଼ିବା ଉଚିତ ବୋଲି କାନନ କହିଛନ୍ତି। ସୋଶାଲ ମିଡିଆରେ କାନନଙ୍କ ଏହି ଟୁଇଟ୍ ଏବେ ଭାଇରାଲ୍ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story