ପରୀକ୍ଷାରେ ସବୁ ବିଷୟରେ ସମାନ ମାର୍କ ରଖିଲେ ଯମଜ ଭଉଣୀ

ନୋଏଡା: ସେମାନେ ଯମଜ। ଦେଖିବାକୁ ସମାନ। ସାଧାରଣ ଲୋକ ସେମାନେ ଏକ ନା ଭିନ୍ନ ସେକଥା ସହଜରେ ଜାଣିପାରିବେ ନାହିଁ। ସେମାନେ ସିବିଏସଇ ଦ୍ୱାଦଶ ଶ୍ରେଣୀରେ ବି ସମାନ ମାର୍କ ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି। ଦିଲ୍ଲୀର ନୋଏଡାରେ ରହୁଥିବା ଯମଜ ଭଉଣୀ ମାନସୀ ଓ ମାନ୍ୟା ଏଭଳି ଏକ ବିରଳ ଘଟଣାର ଅଧିକାରୀ ହୋଇଛନ୍ତି। ଉଭୟ ସିବିଏସଇ ବୋର୍ଡ ପରୀକ୍ଷାରେ ସମାନ ୯୫.୮% ମାର୍କ ରଖି ପାସ୍‌ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, […]

v

v

Hemant Lenka
  • Published: Wednesday, 15 July 2020
  • Updated: 15 July 2020, 05:58 PM IST

Sports

Latest News

ନୋଏଡା: ସେମାନେ ଯମଜ। ଦେଖିବାକୁ ସମାନ। ସାଧାରଣ ଲୋକ ସେମାନେ ଏକ ନା ଭିନ୍ନ ସେକଥା ସହଜରେ ଜାଣିପାରିବେ ନାହିଁ। ସେମାନେ ସିବିଏସଇ ଦ୍ୱାଦଶ ଶ୍ରେଣୀରେ ବି ସମାନ ମାର୍କ ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

ଦିଲ୍ଲୀର ନୋଏଡାରେ ରହୁଥିବା ଯମଜ ଭଉଣୀ ମାନସୀ ଓ ମାନ୍ୟା ଏଭଳି ଏକ ବିରଳ ଘଟଣାର ଅଧିକାରୀ ହୋଇଛନ୍ତି। ଉଭୟ ସିବିଏସଇ ବୋର୍ଡ ପରୀକ୍ଷାରେ ସମାନ ୯୫.୮% ମାର୍କ ରଖି ପାସ୍‌ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ସବୁ ବିଷୟରେ ବି ଦୁଇ ଉଭଣୀ ସମାନ ମାର୍କ ରଖିଛନ୍ତି।

ଗ୍ରେଟର ନୋଏଡାରେ ଥିବା ଆଷ୍ଟେର ପବ୍ଲିକ ସ୍କୁଲରେ ପାଠ ପଢ଼ୁଥିଲେ। ମାନସୀ ଓ ମାନ୍ୟା ଇଂରାଜୀ ଓ କମ୍ପ୍ୟୁଟର ସାଇନ୍ସରେ ୯୮ ଲେଖାଏ ମାର୍କ ରଖିଥିବା ବେଳେ ଫିଜିକ୍ସ, କେମେଷ୍ଟ୍ରୀ ଓ ଫିଜିକାଲ ଏଡୁକେସନରେ ସମାନ ୯୫ ଲେଖାଏ ମାର୍କ ରଖିଛନ୍ତି।

ମାନସୀ କହିଛନ୍ତି, “ ଆମେ ଦୁଇ ଭଉଣୀ ଏକା ଭଳି ଦେଖିବାକୁ। ଆମକୁ କେବଳ ଲୋକମାନେ ନାଁ ଅଲଗା ଥିବାରୁ ଚିହ୍ନଟ କରିପାରୁଥିଲେ। ଆମେ ପରୀକ୍ଷାରେ ଭଲ ମାର୍କ ଆଣିବୁ ବୋଲି ଜାଣିଥିଲୁ। ହେଲେ ଆମେ ସମାନ ମାର୍କ ରଖିବୁ ବୋଲି ଜାଣି ନଥିଲୁ।

ଆମେ ପରୀକ୍ଷା ପରେ ଯେତେବେଳେ ସମୀକ୍ଷା କରିଥିଲୁ ଭାବିଥିଲୁ ମାନ୍ୟା ମୋ ଠାରୁ ଅଧିକ ମାର୍କ ରଖିବ। ହେଲେ ପ୍ରତିଟି ବିଷୟରେ ଆମର ସମାନ ମାର୍କ ହିଁ ରହିଛି।”

ମାନସୀ ଓ ମାନ୍ୟା ଆଗକୁ ଇଞ୍ଜନିୟରି କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେମାନେ ଜେଇଇ ମେନ୍‌ ପରୀକ୍ଷାକୁ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ପାଇଁ ଜେଇଇ ମେନ୍‌ ସେପ୍ଟେମ୍ବର ମାସରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story