ଇସ୍ତଫା ଦେଇଦେବେ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ସଭାରେ ବିରୋଧ। ସଭା ଚାଲିଥିବା ବେଳେ କିଛି ଲୋକ ତାଙ୍କ ବିରୋଧରେ ପ୍ଲାକାର୍ଡ଼ ଦେଖାଇଛନ୍ତି। ଯାହାକି ମମତା ସରକାର ପ୍ରତି ଥିବା ଅସନ୍ତୋଷକୁ ପଦାରେ ପକାଇଛି। ପ୍ଲାକାର୍ଡର ଜବାବ କିନ୍ତୁ ମମତା ବାନାର୍ଜୀ ଦେଇଛନ୍ତି। ତାଙ୍କ ସରକାର ବେଳେ ଯାହା ହୋଇଛି ଯଦି ଆଉ କିଏ ସରକାର କରିଦେବ ତାହେଲେ ସେ ଇସ୍ତଫା ଦେଇଦେବେ ବୋଲି ସାଧାରଣ ସଭାରେ ମମତା କହିଛନ୍ତି। ବୁଧବାର ଉତ୍ତର ୨୪ ପରଗାନ ସ୍ଥିତ […]

mamata

mamata

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 05:06 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ସଭାରେ ବିରୋଧ। ସଭା ଚାଲିଥିବା ବେଳେ କିଛି ଲୋକ ତାଙ୍କ ବିରୋଧରେ ପ୍ଲାକାର୍ଡ଼ ଦେଖାଇଛନ୍ତି। ଯାହାକି ମମତା ସରକାର ପ୍ରତି ଥିବା ଅସନ୍ତୋଷକୁ ପଦାରେ ପକାଇଛି। ପ୍ଲାକାର୍ଡର ଜବାବ କିନ୍ତୁ ମମତା ବାନାର୍ଜୀ ଦେଇଛନ୍ତି। ତାଙ୍କ ସରକାର ବେଳେ ଯାହା ହୋଇଛି ଯଦି ଆଉ କିଏ ସରକାର କରିଦେବ ତାହେଲେ ସେ ଇସ୍ତଫା ଦେଇଦେବେ ବୋଲି ସାଧାରଣ ସଭାରେ ମମତା କହିଛନ୍ତି।

ବୁଧବାର ଉତ୍ତର ୨୪ ପରଗାନ ସ୍ଥିତ ବନଗାଁଓରେ ମମତା ବାନାର୍ଜୀ ରାଜନୀତିକ ସଭା କରୁଥିଲେ। ଏହି ସମୟରେ କିଛି ଲୋକ ପ୍ଲାକାର୍ଡ ଧରି ମମତା ସରକାରକୁ ବିରୋଧ କରିଥିଲେ। ଏହାପରେ ମମତା କହିଛନ୍ତି ଯଦି ୯ ବର୍ଷ ମଧ୍ୟରେ ସେ କରିଥିବା କାମ ଆଉ କିଏ କରିଦେବ ତାହେଲେ ସେ ଇସ୍ତଫା ଦେଇ ଦେବେ।

ମମତା ବାନାର୍ଜୀ କହିଛନ୍ତି, ୪-୫ ଲୋକ ପ୍ଲା କାର୍ଡ ଧରି ସଭାରେ ଯାହା କରିଛନ୍ତି ତାହା ଠିକ୍ ନୁହେଁ। ୧୦ କୋଟି ଲୋକଙ୍କ ମଧ୍ୟରୁ ୯ ବର୍ଷରେ ୯.୫ କୋଟି ଲୋକଙ୍କ ପାଖରେ ତାଙ୍କ ସରକାରର ଯୋଜନ ପହଞ୍ଚିଛି ବୋଲି ସେ ଦାବି କରିଛନ୍ତି। ସମସ୍ତଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ତାଙ୍କ କାମ ହେଲେ ସମସ୍ତଙ୍କୁ ସେ ଖୁସି କରାଇ ପାରିବେନି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ‘ବେଳେବେଳେ ମୁଁ ଅନୁଭବ କରେ ଯେ ମୁଁ ଏହି ଚେୟାରରେ ରହିବା ଉଚିତ୍ ନୁହେଁ, କାରଣ ମୁଁ ସବୁକିଛି ଲୋକଙ୍କୁ ଦେଇଥିଲି, କିନ୍ତୁ ଲୋକମାନେ ସନ୍ତୁଷ୍ଟ ନୁହଁନ୍ତି’।

ପୂର୍ବରୁ ସେ ମେଦିନାପୁର ଯାଇଥିଲେ। ଏହି ସମୟରେ ଦୁଇଟି ବ୍ୟାଗରେ ଭର୍ତ୍ତି ଚିଠି ଲୋକମାନେ ତାଙ୍କୁ ଦେଇଥିଲେ ବୋଲି ସେ କହିଛନ୍ତି। ଯଦି ଲୋକଙ୍କର କିଛି ଆବଶ୍ୟକତା ଅଛି ତାହେଲେ ଆବେଦନ କଲେ ସରକାର ପୂରଣ କରିବାକୁ ଚେଷ୍ଟା କରିବେ। ହେଲେ ସଭାରେ ଏଭଳି ପ୍ଲାକାର୍ଡ ଧରି ଦେଖାଇବା ଠିକ୍ ନୁହେଁ ବୋଲି ମମତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story