ଓଡ଼ିଆ ଅଫିସରଙ୍କୁ କେନ୍ଦ୍ରରେ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ଓଡ଼ିଆ ଅଧିକାରୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ୧୯୮୭ ମସିହାର ଓଡ଼ିଆ ଆଇଏଫଏସ ଶୀଶୀର କୁମାର ରଥ କାମ୍ପାର ନିର୍ଦ୍ଦେଶକ କରାଇଛନ୍ତି। ଏବେ ସେ ଜଙ୍ଗଲ ବିଭାଗର ଅତିରିକ୍ତ ଡିଜି ରହିଛନ୍ତି। ଏହି ଦାୟିତ୍ୱ ମଧ୍ୟ ଶିଶିରଙ୍କ ପାଖରେ ରହିବ।

campa

campa

Subhransu Sekhar
  • Published: Wednesday, 25 November 2020
  • Updated: 25 November 2020, 06:01 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ଓଡ଼ିଆ ଅଧିକାରୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ୧୯୮୭ ମସିହାର ଓଡ଼ିଆ ଆଇଏଫଏସ ଶୀଶୀର କୁମାର ରଥ କାମ୍ପାର ନିର୍ଦ୍ଦେଶକ କରାଇଛନ୍ତି। ଏବେ ସେ ଜଙ୍ଗଲ ବିଭାଗର ଅତିରିକ୍ତ ଡିଜି ରହିଛନ୍ତି। ଏହି ଦାୟିତ୍ୱ ମଧ୍ୟ ଶିଶିରଙ୍କ ପାଖରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos