ଆୟୁର୍ବେଦିକ ଡାକ୍ତରଙ୍କୁ ‘ସର୍ଜରୀ’ ଅଧିକାରକୁ ବିରୋଧ, ଧର୍ମଘଟରେ ଆଇଏମଏ

ନୂଆଦିଲ୍ଲୀ: ଆୟୁର୍ବେଦ ଚିକିତ୍ସକ ସାଧାରଣ ଅସ୍ତ୍ରୋପଚାର କରପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏବେ ଏହାକୁ ବିରୋଧ କରିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)। ଏ ନେଇ ଆଜିଠୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ସଂଘ। ଏହି ଧାରଣାର ପ୍ରଭାବ ଘରୋଇ ଡାକ୍ତରଖାନା, ଡାଇଗ୍ନୋଷ୍ଟିକ୍ ସେଣ୍ଟର, ପାଥୋଲୋଜିରେ ଏବେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଧର୍ମଘଟର ପ୍ରଭାବ କିନ୍ତୁ ଜରୁରୀକାଳୀନ ସେବା ଏବଂ କୋଭିଡ ସେଣ୍ଟରରେ ପଡ଼ିବନି। ଆଇଏମଏର ଏହି ଧର୍ମଘଟକୁ […]

ima

ima

Subhransu Sekhar
  • Published: Friday, 11 December 2020
  • Updated: 11 December 2020, 10:20 PM IST

Sports

Latest News

ନୂଆଦିଲ୍ଲୀ: ଆୟୁର୍ବେଦ ଚିକିତ୍ସକ ସାଧାରଣ ଅସ୍ତ୍ରୋପଚାର କରପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏବେ ଏହାକୁ ବିରୋଧ କରିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)। ଏ ନେଇ ଆଜିଠୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ସଂଘ। ଏହି ଧାରଣାର ପ୍ରଭାବ ଘରୋଇ ଡାକ୍ତରଖାନା, ଡାଇଗ୍ନୋଷ୍ଟିକ୍ ସେଣ୍ଟର, ପାଥୋଲୋଜିରେ ଏବେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଧର୍ମଘଟର ପ୍ରଭାବ କିନ୍ତୁ ଜରୁରୀକାଳୀନ ସେବା ଏବଂ କୋଭିଡ ସେଣ୍ଟରରେ ପଡ଼ିବନି।

ଆଇଏମଏର ଏହି ଧର୍ମଘଟକୁ ସମର୍ଥନ କରିବାକୁ ଅନେକ ମେଡିକାଲ ଆସୋସିଏସନ ଆଗେଇ ଆସିଛନ୍ତି। AIIMS ରେସିଡେଣ୍ଟ ଡାକ୍ତର ଆସୋସିଏସନ୍, ମୌଲାନା ଆଜାଦ ମଧ୍ୟ ଆଇଏମଏକୁ ସମର୍ଥନ କରି ମିଳିତ ଧର୍ମଘଟ ଡାକରା ଦେଇଛନ୍ତି। ଏବେ ଡାକ୍ତରମାନେ ଆଇଏମଏର ସମର୍ଥନରେ କଳା ରିବନ୍ ବାନ୍ଧି ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି।

ଆଇଏମଏ କହିଛି ଯେ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ମେଡିସିନ୍ ସେଣ୍ଟ୍ରାଲ୍ କାଉନସିଲର ଏହି ବିଜ୍ଞପ୍ତିକୁ ବିରୋଧ କରି ଉଭୟ ବେସରକାରୀ ତଥା ସରକାରୀ କ୍ଷେତ୍ରର ଡାକ୍ତରମାନେ ଦେଶର ପ୍ରତ୍ୟେକ ଜିଲ୍ଲାର ରାସ୍ତାକୁ ଓହ୍ଲାଇବେ। ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆଇଏମଏ ସରକାରଙ୍କୁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story