ଏକୁଟିଆ ହୋଇଗଲେ ଇମ୍ରାନ୍ ସରକାର, ସମର୍ଥନ ଦେଲାନି ସେନା

ଇସଲାମାବାଦ: ‘ଆଜାଦି ଶୋଭାଯାତ୍ରା’ ପ୍ରସଙ୍ଗରେ ଏକୁଟିଆ ପଡ଼ିଯାଇଛି ପାକିସ୍ତାନର ଇମ୍ରାନ୍ ସରକାର। କଥା କଥାରେ ସରକାରରେ ହସ୍ତକ୍ଷେପ କରୁଥିବା ସେନା ଏବେ ଏହି ପ୍ରସଙ୍ଗରେ ମଧ୍ୟସ୍ତତା କରିବ ନାହିଁ ବୋଲି କହିଛି। ଗତ ୬ ଦିନ ହେବ ବିରୋଧୀ ଦଳ ଓ ଦକ୍ଷିଣ ପନ୍ଥୀ ସଂଗଠନ ଜାମିଅତ୍‌ ଉଲେମା ଇ ଇସ୍‌ଲାମ ଫଜଲ ମିଶି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛନ୍ତି। ପାକିସ୍ତାନ ସରକାର ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିନି। […]

IMRAN GAFOOR

IMRAN GAFOOR

Subhransu Sekhar
  • Published: Thursday, 07 November 2019
  • Updated: 07 November 2019, 03:33 PM IST

Sports

Latest News

ଇସଲାମାବାଦ: ‘ଆଜାଦି ଶୋଭାଯାତ୍ରା’ ପ୍ରସଙ୍ଗରେ ଏକୁଟିଆ ପଡ଼ିଯାଇଛି ପାକିସ୍ତାନର ଇମ୍ରାନ୍ ସରକାର। କଥା କଥାରେ ସରକାରରେ ହସ୍ତକ୍ଷେପ କରୁଥିବା ସେନା ଏବେ ଏହି ପ୍ରସଙ୍ଗରେ ମଧ୍ୟସ୍ତତା କରିବ ନାହିଁ ବୋଲି କହିଛି। ଗତ ୬ ଦିନ ହେବ ବିରୋଧୀ ଦଳ ଓ ଦକ୍ଷିଣ ପନ୍ଥୀ ସଂଗଠନ ଜାମିଅତ୍‌ ଉଲେମା ଇ ଇସ୍‌ଲାମ ଫଜଲ ମିଶି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସୁଛନ୍ତି। ପାକିସ୍ତାନ ସରକାର ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିନି।

ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ରାଜନୀତିକ ମତ ପାର୍ଥକ୍ୟ, ତେଣୁ ସମ୍ବିଧାନର ନିୟମ ଅନୁସାରେ ସେନା ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବ ନାହିଁ ବୋଲି ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଅସିଫ୍ ଗଫୁର କହିଛନ୍ତି। ଦେଶର ସୁରକ୍ଷା ପାକିସ୍ତାନ ସେନାର ପ୍ରଥମ ଦାୟିତ୍ୱ, ଦୀର୍ଘ ୨୦ ବର୍ଷ ହେବ ପାକିସ୍ତାନ ସେନା ଏହି କାମକୁ ଅଗ୍ରାଧିକାର ଦେଇ ଆସୁଛି ବୋଲି ଗଫୁର କହିଛନ୍ତି।

ଏହି ‘ଆଜାଦି ଶୋଭାଯାତ୍ରା’ ପୂର୍ବରୁ ମଧ୍ୟ ୨୦୧୪ରେ ପାକିସ୍ତାନର ତତ୍କାଳୀନ ନଓ୍ୱାଜ ସରିଫ ସରକାରଙ୍କ ବିରୋଧରେ ହୋଇଥିଲା। ସେତେବେଳେ ଏହି ଆନ୍ଦୋଳନରେ ଯେତେ ସଂଖ୍ୟାରେ ଆନ୍ଦୋଳନକାରୀ ସାମିଲ୍ ହୋଇଥିଲେ ଏବେ ଅଧିକ ସଂଖ୍ୟାରେ ଆନ୍ଦୋଳନକାରୀ ଯୋଗ ଦେଇଛନ୍ତି। ଯାହାକି ସବୁଠୁ ଅଧିକ।

୨୦୧୮ ମସିହାର ସାଧାରଣ ନିର୍ବାଚନରେ ଇମ୍ରାନ୍‌ ଓଲଟପାଲଟ କରି କ୍ଷମତାକୁ ଆସିଛନ୍ତି ବୋଲି ଆନ୍ଦୋଳନକାରୀ କହିଛନ୍ତି। ତେଣୁ ଇମ୍ରାନ୍ ଖାନଙ୍କ ଇସ୍ତଫା ସେମାନେ ଦାବି କରିଛନ୍ତି। ଗତ ମାସ ୨୭ ତାରିଖରେ ଜାମିଅତ୍‌ ଉଲେମା ଇ ଇସ୍‌ଲାମ ଫଜଲ ମୁଖ୍ୟ ମୌଲାନା ଫଜଲୁର ରେହମାନଙ୍କ ନେତୃତ୍ୱରେ ଏହି ‘ଆଜାଦି ଶୋଭାଯାତ୍ରା’ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story