୨୦ଟି ଗାଁରେ ବାଘ ଆତଙ୍କ, ୧୫ ଲୋକଙ୍କ ପତ୍ତା ମିଳୁନି

ମୁମ୍ବାଇ: ମହାରାଷ୍ଟ୍ର ଗଡଚିରୋଲୀ ଜିଲ୍ଲାର ୨୦ଟି ଗାଁରେ ବାଘ ଆତଙ୍କ । ପାଖାପାଖି ୧୫ ଜଣ ଲୋକ ନିଖୋଜ ହେବା ପରେ ବାଘକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବନବିଭାଗ । ସ୍ପେଶାଲ ଟାଇଗର୍ ପ୍ରୋଟେକସନ ଫୋର୍ସ ଏବଂ ରାପିଡ୍ ରେସକ୍ୟୁ ଟିମ୍ ମିଳିତ ଭାବେ ବାଘ ଧରିବା ପାଇଁ ଜଙ୍ଗଲ ତଥା ଆଖପାଖ ଗାଁ ଗୁଡିକରେ ୧୫୦ କ୍ୟାମେରା ଲଗାଇଛନ୍ତି। ଏହାସହ ଯେଉଁଠି ବାଘର ପାଦଚିହ୍ନ ଦେଖିବାକୁ ମିଳୁଛି, ସେ ଅଂଚଳରେ ଅଭିଯାନ ଜୋରଦାର […]

tiger

tiger

Tapas Behera
  • Published: Wednesday, 22 September 2021
  • Updated: 22 September 2021, 10:10 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ଗଡଚିରୋଲୀ ଜିଲ୍ଲାର ୨୦ଟି ଗାଁରେ ବାଘ ଆତଙ୍କ । ପାଖାପାଖି ୧୫ ଜଣ ଲୋକ ନିଖୋଜ ହେବା ପରେ ବାଘକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବନବିଭାଗ । ସ୍ପେଶାଲ ଟାଇଗର୍ ପ୍ରୋଟେକସନ ଫୋର୍ସ ଏବଂ ରାପିଡ୍ ରେସକ୍ୟୁ ଟିମ୍ ମିଳିତ ଭାବେ ବାଘ ଧରିବା ପାଇଁ ଜଙ୍ଗଲ ତଥା ଆଖପାଖ ଗାଁ ଗୁଡିକରେ ୧୫୦ କ୍ୟାମେରା ଲଗାଇଛନ୍ତି। ଏହାସହ ଯେଉଁଠି ବାଘର ପାଦଚିହ୍ନ ଦେଖିବାକୁ ମିଳୁଛି, ସେ ଅଂଚଳରେ ଅଭିଯାନ ଜୋରଦାର କରାଯାଉଛି।

ତେବେ ଲଗାଣ ବର୍ଷା ଫଳରେ ବାଘ ଖୋଜା ଅଭିଯାନ କଷ୍ଟକର ହେଉଥିବା କହିଛନ୍ତି ସ୍ପେଶାଲ ଟାଇଗର୍ ପ୍ରୋଟେକସନ ଫୋର୍ସ କର୍ମଚାରୀ ଦିଲୀପ କୌଶିକ୍ । ଅନ୍ୟପଟେ ଏବେଯାଏ ବାଘର ପତ୍ତା ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ବାଘ ଭୟରେ ଘରୁ ବାହାରି ପାରୁନାହାନ୍ତି ଲୋକେ । ଚାଷବାସ ପାଇଁ କ୍ଷେତକୁ ଯିବାକୁ ଡରୁଛନ୍ତି ଲୋକେ। କେତେବେଳେ ବାଘ ଆଁରେ ଜୀବନ ଯିବ, ସେନେଇ ପ୍ରମାଦ ଗଣୁଛନ୍ତି ଗ୍ରାମବାସୀ । ମଣିଷଖିଆ ବାଘ ଶୀଘ୍ର ଧରାନପଡିଲେ, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆସନ୍ତା ୨୭ ତାରିଖରେ ୧୮ଟି ଗାଁର ଲୋକେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story