ଯେଉଁଠି ହିନ୍ଦୁ-ମୁସଲିମ୍‌ ଏକାଠି ପଢ଼ନ୍ତି ସଂସ୍କୃତ ଶ୍ଲୋକ

ଗୋଣ୍ଡା: ନାଗରିକତା ଆଇନ ଏବଂ ଏନ୍‌ଆରସିକୁ ନେଇ ସାରା ଦେଶରେ ଏକ ଭିନ୍ନ ସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏଭଳି ସ୍ଥିତିରେ ଉତ୍ତରପ୍ରଦେଶରୁ ଏକ ଭଲ ଖବର ଆସିଛି। ଗୋଣ୍ଡା ଜିଲ୍ଲାରେ ଏଭଳି ଏକ ସ୍କୁଲ ରହିଛି ଯେଉଁଠାରେ ହିନ୍ଦୁ ଓ ମୁସଲିମ୍‌ ଛାତ୍ର ଏକାଠି ସଂସ୍କୃତ ପଢ଼ିଥା’ନ୍ତି। ୱାଜିରଗଞ୍ଜ ନାମକ ସ୍ଥାନରେ ଥିବା ବିବେକାନନ୍ଦ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ସେମାନେ କେବଳ ସଂସ୍କୃତ ଶ୍ଲୋକ ନୁହେଁ, ଭଗବତ ଗୀତାର […]

sanscrit

sanscrit

Subrat Kumar Nayak
  • Published: Sunday, 22 December 2019
  • Updated: 22 December 2019, 04:10 PM IST

Sports

Latest News

ଗୋଣ୍ଡା: ନାଗରିକତା ଆଇନ ଏବଂ ଏନ୍‌ଆରସିକୁ ନେଇ ସାରା ଦେଶରେ ଏକ ଭିନ୍ନ ସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏଭଳି ସ୍ଥିତିରେ ଉତ୍ତରପ୍ରଦେଶରୁ ଏକ ଭଲ ଖବର ଆସିଛି। ଗୋଣ୍ଡା ଜିଲ୍ଲାରେ ଏଭଳି ଏକ ସ୍କୁଲ ରହିଛି ଯେଉଁଠାରେ ହିନ୍ଦୁ ଓ ମୁସଲିମ୍‌ ଛାତ୍ର ଏକାଠି ସଂସ୍କୃତ ପଢ଼ିଥା’ନ୍ତି।

ୱାଜିରଗଞ୍ଜ ନାମକ ସ୍ଥାନରେ ଥିବା ବିବେକାନନ୍ଦ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ସେମାନେ କେବଳ ସଂସ୍କୃତ ଶ୍ଲୋକ ନୁହେଁ, ଭଗବତ ଗୀତାର ଶୋଲୋକଗୁଡ଼ିକୁ ମଧ୍ୟ ପ୍ରାଞ୍ଜଳ ଗାଇପାରନ୍ତି। ହିନ୍ଦୁ ଓ ମୁସଲିମ୍‌ ଏକାଠି ବେଦ, ଜ୍ୟୋତିର୍ବିଦ୍ୟା, ଦର୍ଶନ ଏବଂ ସଂସ୍କୃତି ବାବଦରେ ପଢ଼ିଥା’ନ୍ତି। ପ୍ରାୟ ଅଧ ଡଜନେ ମୁସଲିମ୍‌ ଗାୟତ୍ରୀ ମନ୍ତ୍ର ପାଠ କରିବା ତାଙ୍କ ଅଭିଭାବକମାନଙ୍କୁ ମଧ୍ୟ ଗର୍ବିତ କରିଛି।

ଏଠାରୁ ୨୦୧୮ ଏବଂ ୨୦୧୯ରେ ୭ ଜଣ ଲେଖାଏ ମୁସଲିମ୍‌ ଛାତ୍ରଛାତ୍ରୀ ସଂସ୍କୃତ ବିଷୟରେ ଦଶମରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଅନୁଷ୍ଠାନର ପ୍ରିନ୍ସିପାଲ ଅଶ୍ୱିନୀ କୁମାର ସିଂହ କହିବା ଅନୁଯାୟୀ, “ଏହା ସରକାରୀ ଅନୁଦାନରେ ଚାଲିଥିବା ସ୍କୁଲ। ୧୯୮୧ରେ ପ୍ରତିଷ୍ଠିତ ଏହି ସ୍କୁଲରେ ୧୯୯୪ ମସିହାରୁ ମୁସଲିମ୍‌ ଛାତ୍ରଛାତ୍ରୀ ଆଡମିଶନ ନେଉଛନ୍ତି। ଏଠାରେ ଧର୍ମକୁ ନେଇ କିଛି ଭେଦଭାବ ନଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story