ସମ୍ବିଧାନର ୧୪୨ ଧାରାରେ ଅଯୋଧ୍ୟା ବିବାଦର ସମାଧାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ୫୦୦ ବର୍ଷ ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ କରିଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ ଜମିକୁ ନେଇ ଆବଶ୍ୟକ ପ୍ରମାଣ ମୁସଲମାନ୍ ପକ୍ଷ ଦାଖଲ କରିପାରି ନଥିଲେ। ଏହାପରେ ୨.୭୭ ଏକର ବିବାଦୀୟ ଜମିକୁ ରାମ ଲାଲାଙ୍କ ପାଖକୁ ଯାଇଛି। ସେହିଭଳି ସୁନ୍ନି ସେଣ୍ଟ୍ରାଲ୍ ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ବିବାଦୀୟ ମାମଲାର ବିଚାର କେମିତି କଲେ ଏହାକୁ ନେଇ […]

SUPREMECOURT

SUPREMECOURT

Subhransu Sekhar
  • Published: Sunday, 10 November 2019
  • Updated: 10 November 2019, 01:32 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୫୦୦ ବର୍ଷ ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ କରିଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ ଜମିକୁ ନେଇ ଆବଶ୍ୟକ ପ୍ରମାଣ ମୁସଲମାନ୍ ପକ୍ଷ ଦାଖଲ କରିପାରି ନଥିଲେ। ଏହାପରେ ୨.୭୭ ଏକର ବିବାଦୀୟ ଜମିକୁ ରାମ ଲାଲାଙ୍କ ପାଖକୁ ଯାଇଛି। ସେହିଭଳି ସୁନ୍ନି ସେଣ୍ଟ୍ରାଲ୍ ଓ୍ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ବିବାଦୀୟ ମାମଲାର ବିଚାର କେମିତି କଲେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ମାମଲାରେ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟ ସମ୍ୱିଧାନରେ ଥିବା ଧାରା ୧୪୨କୁ ବ୍ୟବହାର କରିଥିଲେ। ବିଚାର ବେଳେ ନ୍ୟାୟ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ସମ୍ବିଧାନ ଏହି ଧାରା ମାଧ୍ୟମରେ  ସ୍ୱତନ୍ତ୍ର ଅଧିକାର ଦେଇଛି।

ଏହା ସହିତ ଏହି ମାମଲାର ବିଚାର କରିବା ବେଳେ ସୁପ୍ରିମ୍‌କୋର୍ଟ ମୋଟ ଦୁଇ ଥର ଏହି ଧାରାକୁ ବ୍ୟବହାର କରିଥିଲେ।  ନିର୍ମୋହି ଆଖଡ଼ାକୁ ମନ୍ଦିର ଟ୍ରଷ୍ଟରେ ସାମିଲ୍ କରିବାକୁ ସୁପ୍ରିମକୋର୍ଟ ଏହି ଧାରାରେ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ମୋହି ଆଖଡ଼ା ନିଜକୁ ସେବାୟତ ବୋଲି ଦାବି କରି ଯେଉଁ ଆବେଦନ କରିଥିଲା, ତାହାକୁ କୋର୍ଟ ଖାରଜ କରି ଦେଇଥିଲେ।

ଏହା ପୂର୍ବରୁ ଉତ୍ତର ପ୍ରଦେଶରେ ଏକ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ଛାଡ଼ପତ୍ର ମାମଲା ବେଳେ ସୁପ୍ରିମକୋର୍ଟ ଧାରା ୧୪୨କୁ ପ୍ରୟୋଗ କରିଥିଲେ। ବିବାହର ୨୨ ବର୍ଷ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ହେଲେ ସ୍ତ୍ରୀ ଛାଡ଼ପତ୍ର ଦେବାକୁ ରାଜି ନଥିଲା। ପରେ ଧାରା ୧୪୨ର ସ୍ୱତନ୍ତ୍ର ଅଧିକାର ବଳରେ ସୁପ୍ରିମକୋର୍ଟ ଦୁଇ ଜଣଙ୍କ ମଧ୍ୟରେ ଛାଡ଼ପତ୍ର ଘୋଷଣା କରିଥିଲେ। ସେହିଭଳି ଲୋକପାଳ ନିଯୁକ୍ତି ରାଜ୍ୟ ସରକାରଙ୍କର ଅଧିକାର। ହେଲେ ଧାରା ୧୪୨ ଆଧାରରେ ସୁପ୍ରିମକୋର୍ଟ ଜଷ୍ଟିସ ବୀରେନ୍ଦ୍ର ସିଂହଙ୍କୁ ୨୦୧୫ରେ ଉତ୍ତର ପ୍ରଦେଶର ଲୋକପାଳ ଭାବେ ନିଯୁକ୍ତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story