ମୋଦିଙ୍କ ହସ୍ତକ୍ଷେପ ପରେ ଭାରତକୁ ମିଳିଲା ଚୋରି ହୋଇଥିବା ଦାମୀ ମୂର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପରେ ଚୋରି ହୋଇଯାଇଥିବା ମୂଲ୍ୟବାନ ମୂର୍ତ୍ତି ଉଦ୍ଧାର ହୋଇଛି। ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତ ବେଳେ ଚୋରି ହୋଇଥିବା ମୂର୍ତ୍ତି ଉଦ୍ଧାର ଦିଗ ଉପରେ ଗୁରୁତ୍ୱ ଦେଇଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ତିନି ମୂର୍ତ୍ତି ଭଗବାନ ରାମ, ଲକ୍ଷ୍ମଣ ଏବଂ ଦେବୀ ସୀତାଙ୍କର। ଏହି ତିନୋଟି ପିତଳ ମୂର୍ତ୍ତି ଥିଲା। ୧୯୭୮ ମସିହାରେ ତାମିଲନାଡୁରୁ […]

murty

murty

Subhransu Sekhar
  • Published: Thursday, 19 November 2020
  • Updated: 19 November 2020, 03:44 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପରେ ଚୋରି ହୋଇଯାଇଥିବା ମୂଲ୍ୟବାନ ମୂର୍ତ୍ତି ଉଦ୍ଧାର ହୋଇଛି। ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତ ବେଳେ ଚୋରି ହୋଇଥିବା ମୂର୍ତ୍ତି ଉଦ୍ଧାର ଦିଗ ଉପରେ ଗୁରୁତ୍ୱ ଦେଇଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ତିନି ମୂର୍ତ୍ତି ଭଗବାନ ରାମ, ଲକ୍ଷ୍ମଣ ଏବଂ ଦେବୀ ସୀତାଙ୍କର। ଏହି ତିନୋଟି ପିତଳ ମୂର୍ତ୍ତି ଥିଲା। ୧୯୭୮ ମସିହାରେ ତାମିଲନାଡୁରୁ ଏହି ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଯାଇଥିଲା। ଏବେ ଏହାକୁ ବ୍ରିଟେନରୁ ଉଦ୍ଧାର ହୋଇଛି ବୋଲି ସେ କହିଛନ୍ତି।

ଏହି ତିନି ମୂର୍ତ୍ତି ତାମିଲନାଡୁର ନାଗାପଟ୍ଟିନମ ଜିଲ୍ଲାର ଆନନ୍ଦମଙ୍ଗଲମର। ବିଜୟନଗରଙ୍କ ସମୟରେ ତିଆରି ହୋଇଥିବା ଏକ ମନ୍ଦିରରେ ଏହି ମୂର୍ତ୍ତି ଥିଲା ବୋଲି ସେ କହିଛନ୍ତି। ତାମିଲନାଡୁ ପୁଲିସର ତଦନ୍ତ ଅନୁଯାୟୀ, ୧୯୭୮ ମସିହା ନଭେମ୍ବର ମାସରେ ଶ୍ରୀ ରାଜାଗୋପାଲ ବିଷ୍ଣୁ ମନ୍ଦିରରୁ ଏହି ପ୍ରତିମା ଚୋରି ହୋଇଥିଲା। ଚାରି ଦଶନ୍ଧିର ଦୀର୍ଘ ସମୟ ପରେ, ବର୍ତ୍ତମାନ ଏହି ପ୍ରତିମାଗୁଡ଼ିକୁ ରାଜ୍ୟକୁ ହସ୍ତାନ୍ତର ପାଇଁ ଭାରତକୁ ଅଣାଯାଉଛି।

ସେ କହିଛନ୍ତି ପୂର୍ବରୁ ବି ଆଣି ହୋଇଥାନ୍ତା। ହେଲେ ଏ କାମ ପାଇଁ ନିୟୋଜିତ ଥିବା ସଂସ୍ଥା କେମିତି କାମ କରୁଛନ୍ତି ଓ ବୈଦେଶିକ ମନ୍ତ୍ରାଳୟର ଦକ୍ଷତା ଉପରେ ଏହା ନିର୍ଭର କଲେ ବୋଲି ସେ କହିଛନ୍ତି। ୨୦୧୪ ପରଠାରୁ ସମୁଦାୟ ୪୦ଟି ପ୍ରାଚୀନ କାଳର ମୂର୍ତ୍ତିକୁ ବିଦେଶରୁ ଫେରାଇ ଅଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story