ଫେବୃଆରୀ ଯାଏ କାଏମ ରହିବ ପିଆଜ ରପ୍ତାନୀ କଟକଣା!

ନୂଆଦିଲ୍ଲୀ: ଭାରତୀୟ ଘରୋଇ ବଜାରରେ ପିଆଜ ଦର କମିବାର ନାଁ ନେଉନାହିଁ। ଏଭଳି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତ ସରକାର ପୂର୍ବରୁ ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ରବି ଋତୁର ଅମଳ ଅଦିନିଆ ବର୍ଷା ଏବଂ ଅନ୍ୟ କାରଣରୁ ମଧ୍ୟ ପିଆଜ ଦର ସ୍ୱାଭାବିକ ହୋଇନଥିବାରୁ ଏହି କଟକଣା ଫେବୃଆରୀ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି। ଭାରତ ଅନ୍ୟ ପଡ଼ୋଶୀ ଯଥା ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଆଦି ଦେଶ ପାଇଁ ଭାରତ […]

onion

onion

Subrat Kumar Nayak
  • Published: Tuesday, 19 November 2019
  • Updated: 19 November 2019, 04:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଘରୋଇ ବଜାରରେ ପିଆଜ ଦର କମିବାର ନାଁ ନେଉନାହିଁ। ଏଭଳି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତ ସରକାର ପୂର୍ବରୁ ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ରବି ଋତୁର ଅମଳ ଅଦିନିଆ ବର୍ଷା ଏବଂ ଅନ୍ୟ କାରଣରୁ ମଧ୍ୟ ପିଆଜ ଦର ସ୍ୱାଭାବିକ ହୋଇନଥିବାରୁ ଏହି କଟକଣା ଫେବୃଆରୀ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି। ଭାରତ ଅନ୍ୟ ପଡ଼ୋଶୀ ଯଥା ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଆଦି ଦେଶ ପାଇଁ ଭାରତ ପ୍ରମୁଖ ପିଆଜ ରପ୍ତାନୀକାରୀ ଦେଶ। କିନ୍ତୁ କଟକଣା କାରଣୁ ସେମାନେ ଅନ୍ୟ ରପ୍ତାନୀକାରୀ ସନ୍ଧାନ ଆରମ୍ଭ କରିସାରିଛନ୍ତି।

ଯଦିଓ ସେପ୍ଟେମ୍ବର ମାସରେ ଭାରତରେ କଟକଣା ଲାଗୁ କରାଯାଇଥିଲା ଏହା ଘରୋଇ ପିଆଜ ଦରକୁ ବିଶେଷ ପ୍ରଭାବିତ କରିପାରିନାହିଁ। ଏହାର କାରଣ ସ୍ୱରୂପ କୁହାଯାଉଛି ଅକ୍ଟୋବର ଏବଂ ନଭେମ୍ବରରେ ଅନିୟମିତ ବର୍ଷା। ବିଶେଷ କରି ଦେଶର ସବୁଠାରୁ ବୃହତ ପିଆଜ ରପ୍ତାନୀକାରୀ ମହାରାଷ୍ଟ୍ର ଏହି ବର୍ଷାରେ ପ୍ରଭବାତ ହୋଇଥିବାରୁ ଅମଳ ପ୍ରଭାବିତ ହୋଇଛି।

ବର୍ତ୍ତମାନ ପିଆଜର ହୋଲ୍‌ସେଲ୍‌ ଦର କିଲୋ ପ୍ରତି ୫୫ରୁ ମାତ୍ର ୪୦କୁ ଖସିଛି। ଏହା ଗତ ୬ ବର୍ଷରେ ସର୍ବାଧିକ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜାତୀୟ ଉଦ୍ୟାନ ଗବେଷଣା ଏବଂ ଉନ୍ନୟନ ଫାଉଣ୍ଡେସନ୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହା ଗତ ୬ ବର୍ଷରେ ସର୍ବାଧିକ। ଭାରତୀୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି, “ଦର କମିଲା ମାତ୍ରେ ଆମେ ରପ୍ତାନୀ ସ୍ୱାଭାବିକ କରିବାର ପ୍ରୟାସ କରିବୁ। ବର୍ତ୍ତମାନ ଏହା ସମ୍ଭବପର ନୁହେଁ। ଜାନୁଆରୀ ପରଠାରୁ ରପ୍ତାନୀ ସ୍ୱାଭାବିକ ହେବା ଆରମ୍ଭ ହେବ। ପିଆଜ ଦର ସ୍ୱାଭାବିକ ଅର୍ଥାତ ୨୦ ତଳକୁ ଖସିଲେ ଆମେ ରପ୍ତାନୀ ପାଇଁ ଅନୁମତି ଦେଇପାରିବା।” ତେବେ ନୂଆ କରି ପିଆଜ ଚାଷ କରିବା ପାଇଁ ପିଆଜର ପେଣ୍ଠସ୍ଥଳ ନାସିକର ଚାଷୀମାନେ ବିହନ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story