ମନରୁ ଲିଭିନି ସର୍ଜିକାଲ ଷ୍ଟ୍ରାଇକ ଆତଙ୍କ, ପୁଣି ବିଳିବିଳେଇଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ନିଜ ଦେଶର ସୀମାରେ ହାଇଆଲର୍ଟ ରହିବାକୁ ନିଜ ଦେଶର ସେନାକୁ କହିଛି। ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନ ବିଳିବିଳେଇଛି। ଭାରତ ସରକାର ଚାଷୀ ଆନ୍ଦୋଳନ ନେଇ ବିବାଦରେ ଅଛନ୍ତି। ଚାଷୀ ସମସ୍ୟାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ମୋଦି ସରକାର ସେନାକୁ ଅସ୍ତ୍ର କରିପାରନ୍ତି ବୋଲି ପାକିସ୍ତାନ ମିଡିଆ ଆକଳନ କରିଛି। ଦ ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ ମୋଦି ସରକାର ତାଙ୍କ ଆଇନ ପାଇଁ ଓଲଟି ଫସିଯାଇଛନ୍ତି। ତେଣୁ […]

the-tribune

the-tribune

Subhransu Sekhar
  • Published: Thursday, 10 December 2020
  • Updated: 10 December 2020, 12:22 PM IST

Sports

Latest News

ଇସଲାମାବାଦ: ପାକିସ୍ତାନ ନିଜ ଦେଶର ସୀମାରେ ହାଇଆଲର୍ଟ ରହିବାକୁ ନିଜ ଦେଶର ସେନାକୁ କହିଛି। ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନ ବିଳିବିଳେଇଛି। ଭାରତ ସରକାର ଚାଷୀ ଆନ୍ଦୋଳନ ନେଇ ବିବାଦରେ ଅଛନ୍ତି। ଚାଷୀ ସମସ୍ୟାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ମୋଦି ସରକାର ସେନାକୁ ଅସ୍ତ୍ର କରିପାରନ୍ତି ବୋଲି ପାକିସ୍ତାନ ମିଡିଆ ଆକଳନ କରିଛି।

ଦ ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ ମୋଦି ସରକାର ତାଙ୍କ ଆଇନ ପାଇଁ ଓଲଟି ଫସିଯାଇଛନ୍ତି। ତେଣୁ ଏହା ଉପରୁ ତାଙ୍କ ଦେଶବାସୀଙ୍କ ନଜର ହଟାଇବା ପାଇଁ ରାଷ୍ଟ୍ରବାଦକୁ ମୁଖ୍ୟ ଅସ୍ତ୍ର କରିପାରନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନକୁ ଚେତାବନୀ ଦେବା ପାଇଁ ଭାରତ ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ଉରୀ ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ଏଭଳି କରିଥିଲା ଭାରତ। ଯାହାର ପରିଣତି ଏତେ ଭୟଙ୍କର ହେବ ବୋଲି ପାକିସ୍ତାନ କେବେ ଭାବିନଥିଲା। ଏହି ଆକ୍ରମଣରେ ପାକିସ୍ତାନର ଅନେକ ସେନା ନିହତ ହୋଇଥିଲେ। ଗତବର୍ଷ ମଧ୍ୟ ପୁଲଓ୍ୱାମା ଆକ୍ରମଣର ବଦଲା ନେବା ପାଇଁ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ପାକିସ୍ତାନର ଅନେକ କ୍ୟାମ୍ପ ନଷ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story