ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍‌ କଲା ଭାରତ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସିଧାସଳଖ ଟାର୍ଗେଟ୍‌ କରିଛି ଭାରତ। ଭାରତ କହିଛି ପ୍ରତିଟି ଅନ୍ତର୍ଜାତୀୟ ଆତଙ୍କବେଦୀ କାର୍ଯ୍ୟକଳାପ ପାକିସ୍ତାନ ମାଧ୍ୟମରେ ହୋଇଥାଏ। ଏହି ଦେଶରେ ଆତଙ୍କବାଦୀମାନେ ତାଲିମ ନେଇ ପରେ ନିରୀହ ଲୋକଙ୍କ ଜୀବନ ନେଇଥାନ୍ତି ବୋଲି ଭାରତ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଜାତିସଂଘର ସାଧାରଣ ଅଧିବେଶନରେ ଭାରତର ନାଗରିକତା (ସଂଶୋଧନ) ବିଲ୍‌ ଏବଂ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ନେଇ ଭାରତ ଏଭଳି ମତ ପୋଷଣ କରିଛି। ଜାତିସଂଘରେ ଭାରତର ପ୍ରତିନିଧି ପୌଲମୀ ତ୍ରିପାଠୀ ଗୁରୁବାର […]

india

india

Subrat Kumar Nayak
  • Published: Friday, 13 December 2019
  • Updated: 13 December 2019, 05:04 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସିଧାସଳଖ ଟାର୍ଗେଟ୍‌ କରିଛି ଭାରତ। ଭାରତ କହିଛି ପ୍ରତିଟି ଅନ୍ତର୍ଜାତୀୟ ଆତଙ୍କବେଦୀ କାର୍ଯ୍ୟକଳାପ ପାକିସ୍ତାନ ମାଧ୍ୟମରେ ହୋଇଥାଏ। ଏହି ଦେଶରେ ଆତଙ୍କବାଦୀମାନେ ତାଲିମ ନେଇ ପରେ ନିରୀହ ଲୋକଙ୍କ ଜୀବନ ନେଇଥାନ୍ତି ବୋଲି ଭାରତ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଜାତିସଂଘର ସାଧାରଣ ଅଧିବେଶନରେ ଭାରତର ନାଗରିକତା (ସଂଶୋଧନ) ବିଲ୍‌ ଏବଂ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ନେଇ ଭାରତ ଏଭଳି ମତ ପୋଷଣ କରିଛି।

ଜାତିସଂଘରେ ଭାରତର ପ୍ରତିନିଧି ପୌଲମୀ ତ୍ରିପାଠୀ ଗୁରୁବାର କହିଥିଲେ, “ସହଯୋଗ ‘କଲଚର ଅଫ୍‌ ପିସ୍‌’ର ପ୍ରମୁଖ ଅଙ୍ଗ। ଏହି ଏଜେଣ୍ଡାର ଅପବ୍ୟବହାର ଠିକ ନୁହେଁ ଏବଂ ରାଜନୀତିକ ଅପପ୍ରଚାରରେ ଲଗାଯିବା ଉଚିତ ନୁହେଁ। ଯେତେବେଳେ ଗଧିଆ କୁକୁଡ଼ାଘରର ସୁରକ୍ଷା ଦେବାର ପ୍ରୟାସ କରୁଛି, ଆମ ସମସ୍ତଙ୍କୁ ସତର୍କ ହେବାକୁ ହେବ।”

ଏହା ପୂର୍ବରୁ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମୁନିର ଆକ୍ରମ ପୁରା ଭାଷଣରେ ଭାରତ ଏବଂ ଏହାର ଅନ୍ତରୀଣ ପ୍ରସଙ୍ଗ ସବୁକୁ ଉଠାଇଥିଲେ। ଜମ୍ମୁ-କଶ୍ମୀର, ଧାରା ୩୭୦, ନାଗରିକତା (ସଂଶୋଧନ) ଆଇନ, ଏନ୍‌ଆରସି ଏବଂ ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ରାୟ ଆଦି ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିଲା।
ଏହାକୁ ଟାର୍ଗେଟ୍‌ କରି ତ୍ରିପାଠୀ କହିଥିଲେ, “ନିଜକୁ ‘କଲଚର ଅଫ୍‌ ପିସ୍‌’ର ଚାମ୍ପିଅନ୍‌ ଭାବେ ଉପସ୍ଥାପିତ କରିବାର ପ୍ରୟାସ କରିଆସୁଥିବା କିଛି ପ୍ରତିନିଧି ଏଜେଣ୍ଡାର ଅପବ୍ୟବହାର କରିବାର ଅପପ୍ରୟାସ କରିଆସୁଛନ୍ତି। ରାଜନୀତିକ ଅପପ୍ରଚାର ପାଇଁ ସେମାନେ ମିଛ ପ୍ରଚାର କରି ସହଯୋଗର ଆତ୍ମାକୁ ସେମାନେ ନଷ୍ଟ କରୁଛନ୍ତି।”

ସେ ଆହୁରି ମଧ୍ୟ କହିଥିଲେ, ‘‘ବାସ୍ତବରେ ପ୍ରତି ପ୍ରମୁଖ ଅନ୍ତର୍ଜାତୀୟ ଆତଙ୍କବାଦୀ କାର୍ଯ୍ୟକଳାପ ଏହି ଦେଶ ମାଧ୍ୟମରେ ହୋଇଥାଏ। ଆତଙ୍କବାଦୀମାନେ ତାଙ୍କର ଏହି ଭୂସ୍ୱର୍ଗରେ ତାଲିମ ନେଇ ନିରୀହ ଜୀବ ନେଇଥା’ନ୍ତି। ଶିଶୁ ଏବଂ ଯୁବକମାନଙ୍କୁ ବହି ବଦଳରେ ବନ୍ଧୁକ ଧରାଇ ଦିଆଯାଉଛି। ମହିଳା ଏବଂ ଶିଶୁଙ୍କୁ ନିର୍ଯାତନା ଦିଆଯାଉଛି।”

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଦେଶରୁ ଏଭଳି ଉତ୍କଟ ମାତ୍ରାରେ ଆତଙ୍କବାଦର ଉତ୍ପତି ସମଗ୍ର ବିଶ୍ୱର ଶାନ୍ତି ବିରୋଧରେ ଆହ୍ୱାନ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story