ପାଣି ଭିତରେ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା କରିବ ଡିଆରଡିଓ

ଭୁବନେଶ୍ୱର: ବୁଡ଼ା ଜାହାଜରୁ ଶତ୍ରୁକୁ ସଠିକ୍ ଭାବରେ ଟାର୍ଗେଟ୍ କରିବା ପାଇଁ ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛି। ଶୁକ୍ରବାର ଆନ୍ଧ୍ର ପ୍ରଦେଶର ସମୁଦ୍ରକୂଳରେ ପାଣି ଭିତରେ ଥିବା ଡିଆରଡିଓ ଷ୍ଟେସନରୁ ୩୫୦୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ବିଶିଷ୍ଟ କେ-୪ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା ହେବାକୁ ଯାଉଛି। ପାଣି ଭିତରେ ହିଁ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହେବ। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ପ୍ରସ୍ତୁତ କରିଛି। ସୂଚନାଯୋଗ୍ୟ, ପାଣି ଭିତରେ ଥିବା କ୍ଷେପଣାସ୍ତ୍ର ମଧ୍ୟରେ କେ-୪ […]

K4 MISSAILE

K4 MISSAILE

Subhransu Sekhar
  • Published: Wednesday, 06 November 2019
  • Updated: 06 November 2019, 07:15 PM IST

Sports

Latest News

ଭୁବନେଶ୍ୱର: ବୁଡ଼ା ଜାହାଜରୁ ଶତ୍ରୁକୁ ସଠିକ୍ ଭାବରେ ଟାର୍ଗେଟ୍ କରିବା ପାଇଁ ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛି। ଶୁକ୍ରବାର ଆନ୍ଧ୍ର ପ୍ରଦେଶର ସମୁଦ୍ରକୂଳରେ ପାଣି ଭିତରେ ଥିବା ଡିଆରଡିଓ ଷ୍ଟେସନରୁ ୩୫୦୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ବିଶିଷ୍ଟ କେ-୪ ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା ହେବାକୁ ଯାଉଛି। ପାଣି ଭିତରେ ହିଁ ଏହି କ୍ଷେପଣାସ୍ତ୍ର ପରୀକ୍ଷା ହେବ। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ପାଣି ଭିତରେ ଥିବା କ୍ଷେପଣାସ୍ତ୍ର ମଧ୍ୟରେ କେ-୪ ଅନ୍ୟତମ। ଏହାର ଲକ୍ଷ୍ୟ ଭେଦ ସୀମା ୭୦୦ କିଲୋମିଟର ଥିଲା। ଏବେ ଏହାକୁ ୫ ଗୁଣା ବୃଦ୍ଧି କରାଯାଇ ୩୫୦୦ କିଲୋମିଟର କରାଯାଇଛି। ତେବେ ଶୁକ୍ରବାର ଦିନ ଏହି ମିସାଇଲ ସମ୍ପୂର୍ଣ୍ଣ ଭାବେ ପରୀକ୍ଷା କରାଯିବ ନା କମ୍ ଦୂରତାରେ ପରୀକ୍ଷା କରାଯିବ ତାହା ଡିଆରଡିଓ ସ୍ପଷ୍ଟ କରି ନାହିଁ। ଏହି ମିସାଇଲ ଗତମାସରେ ପରୀକ୍ଷା ହେବାର ଥିଲା ହେଲେ କୌଣସି କାରଣ ପାଇଁ ପରୀକ୍ଷା ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story