ବାରାଣସୀ ସିରିଜ ବିସ୍ଫୋରଣ ମାମଲା: ଦୋଷୀକୁ ଫାଶୀ ଦଣ୍ଡାଦେଶ

ଲକ୍ଷ୍ନୌ: ବାରାଣସୀ ସିରିଜ ବ୍ଲାଷ୍ଟ ମାମଲରେ ୧୬ ବର୍ଷ ପରେ ଆସିଲା ରାୟ। ଫାଶୀରେ ଝିଲିବ ମୁଖ୍ୟ ଅଭିଯୁକ୍ତ। ଗାଜିଆବାଦ ସେସନ୍‌ କୋର୍ଟ ଆତଙ୍କବାଦୀ ୱଲିଉଲ୍ଲାହକୁ ଫଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାପୂର୍ବରୁ ଜୁନ୍‌ ୪ ତାରିଖରେ ଗଜିଆବାଦ ଜିଲ୍ଲା ସେସନ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଦୋଷୀକୁ ଦଣ୍ଡାଦେଶ ନ ଦେଇ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ। […]

2006-varanasi-blast-case

2006-varanasi-blast-case

Madhupriya Mistry
  • Published: Monday, 06 June 2022
  • Updated: 06 June 2022, 05:12 PM IST

Sports

Latest News

ଲକ୍ଷ୍ନୌ: ବାରାଣସୀ ସିରିଜ ବ୍ଲାଷ୍ଟ ମାମଲରେ ୧୬ ବର୍ଷ ପରେ ଆସିଲା ରାୟ। ଫାଶୀରେ ଝିଲିବ ମୁଖ୍ୟ ଅଭିଯୁକ୍ତ। ଗାଜିଆବାଦ ସେସନ୍‌ କୋର୍ଟ ଆତଙ୍କବାଦୀ ୱଲିଉଲ୍ଲାହକୁ ଫଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାପୂର୍ବରୁ ଜୁନ୍‌ ୪ ତାରିଖରେ ଗଜିଆବାଦ ଜିଲ୍ଲା ସେସନ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଦୋଷୀକୁ ଦଣ୍ଡାଦେଶ ନ ଦେଇ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ।

Varanasi blast mastermind convicted after 16 years ଏହାପୂର୍ବରୁ ମେ' ୨୩ ତାରିଖରେ ଜଷ୍ଟିସ ଜିତେନ୍ଦ୍ର କୁମାର ସିହ୍ନାଙ୍କ ଅଦାଲତାରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭ ହେବା ପୂର୍ବରୁ ଅଭିଯୁକ୍ତ ୱଲିଉଲ୍ଲାହକୁ କଡା ସୁରକ୍ଷା ଭିତରେ କୋର୍ଟରେ ହାଜର କରାଯାଇଥିଲା। ତେବେ ଦୁଇ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଜୁନ୍‌ ୪ ଯାଏଁ ନିଜ ରାୟ ସିଂରକ୍ଷିତ ରଖିଥିଲେ।

Waliullah held guilty in 2006 Varanasi serial blasts case - Hindustan Times

୨୦୦୬ ମାର୍ଚ୍ଚ ୭ ତାରିଖରେ ସଙ୍କଟମୋଚନ ମନ୍ଦିର ଓ କ୍ୟାଣ୍ଟ ରେଲୱେ ଷ୍ଟେସନର ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଶହେରୁ ଅଧିକ ଆହତ ହୋଇଥିଲେ। ୨୦୦୬ ଏପ୍ରିଲ ୫ ତାରିଖରେ ଉତ୍ତରପ୍ରଦେଶ ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ୱାଲିଉଲ୍ଲାହଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତଙ୍କ ଘର ପ୍ରୟାଗରାଜ ଜିଲ୍ଲାର ପୁଲପୁର ଗ୍ରାମରେ। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାଟିକୁ ଗାଜିବାବାଦକୁ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story