ଉରିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କୀ ସଫା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ

ଶ୍ରୀନଗର: ଦୀର୍ଘ ୪ ଦିନ ହେଲା ଜମ୍ମୁ-କଶ୍ମୀରର ଉରିରେ ଚାଲିଥିବା ବିଶାଳ ସର୍ଚ୍ଚ ଅପରେସନକୁ ସଫଳତା ମିଳିଛି। ପାକିସ୍ତାନ ସୀମାରୁ ଉରି ସ୍ଥିତ ଏଲଓସି ଡେଇଁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ କୁଖ୍ୟାତ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ନିହତ ହେବା ପୂର୍ବରୁ ଉରିର ରାମପୁର ସେକ୍ଟରରେ ଏହି ୩ ଆତଙ୍କୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ ହୋଇଛି। […]

Terrorist

Terrorist

Hemant Lenka
  • Published: Friday, 24 September 2021
  • Updated: 24 September 2021, 07:32 AM IST

Sports

Latest News

ଶ୍ରୀନଗର: ଦୀର୍ଘ ୪ ଦିନ ହେଲା ଜମ୍ମୁ-କଶ୍ମୀରର ଉରିରେ ଚାଲିଥିବା ବିଶାଳ ସର୍ଚ୍ଚ ଅପରେସନକୁ ସଫଳତା ମିଳିଛି। ପାକିସ୍ତାନ ସୀମାରୁ ଉରି ସ୍ଥିତ ଏଲଓସି ଡେଇଁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ କୁଖ୍ୟାତ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି।

ନିହତ ହେବା ପୂର୍ବରୁ ଉରିର ରାମପୁର ସେକ୍ଟରରେ ଏହି ୩ ଆତଙ୍କୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ ହୋଇଛି। ଭାରତରେ ବଡ଼ଧରଣର ହମଲା ପାଇଁ ଏମାନେ ଯୋଜନା କରିଥିଲେ ବୋଲି ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖ ସକାଳ ପ୍ରାୟ ୬ଟା ବେଳେ ଉରି ସ୍ଥିତ ଏଲଓସି ଦେଇ ଭାରତରେ ଅନୁପ୍ରବେଶ କରିବା ପାଇଁ ୩ ଜଣ ଆତଙ୍କୀ ଚେଷ୍ଟା କରିଥିଲେ। ଏହାକୁ ତୁରନ୍ତ ଜାଣିପାରି ଭାରତୀୟ ସୁରକ୍ଷାକର୍ମୀମାନେ ଆକ୍ସନ ମୋଡକୁ ଚାଲି ଆସିଥିଲେ। ଏଲଓସି ଠାରୁ କିଛି ଦୂରତାରେ ୨ ଜଣ ଥିବା ବେଳେ ଆଉ ଜଣେ ଦ୍ରୁତଗତିରେ ଆଗକୁ ବଢ଼ିଥିଲା।

ସେମାନଙ୍କୁ ତୁରନ୍ତ ଫେରିଯିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ସେମାନେ ଏହାର ଜବାବ ଗୁଳିରେ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ସୀମା ନିକଟରେ ଚାଲିଥିବା ଏହି ଏନକାଉଣ୍ଟର୍‌ରେ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେମାନଙ୍କ ନିକଟରୁ ୫ଟି ଏକେ ସିରିଜ ରାଇଫଲ, ୭ଟି ପିସ୍ତଲ, ଗୋଟିଏ ରିଭଲଭର, ୨୪ଟି ୟୁଡିକେ ଗ୍ରେନେଡ, ୩୮ଟି ଚାଇନିଜ ଗ୍ରେନେଡ, ୭ଟି ପାକିସ୍ତାନ ନିର୍ମିତ ଗ୍ରେନେଡ ଓ କିଛି ଖାଇବା ସାମଗ୍ରୀ ମିଳିଛି। ସେହିପରି ସେମାନଙ୍କ ପାଖକରୁ ୩୫ ହଜାର ଟଙ୍କାର ଭାରତୀୟ ମୁଦ୍ରା ଓ ୧୦,୩୦୦ ମୂଲ୍ୟର ପାକିସ୍ତାନ ମୁଦ୍ରା ଜବତ ହୋଇଛି।

କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ସୁରକ୍ଷାକର୍ମୀମାନେ କିଛି କାଗଜପତ୍ର ମଧ୍ୟ ନିହତ ଆତଙ୍କୀଙ୍କ ଠାରୁ ପାଇଛନ୍ତି। ୩ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ତାନ ନାଗରିକ। ଅନ୍ୟ ୨ ଜଣଙ୍କ ପରିଚୟ ମିଳିନାହିଁ। ସେହିପରି ୩ ଜଣ ଯାକ କେଉଁ ଆତଙ୍କୀ ସଂଗଠନର, ସେକଥା ଏବେ ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story