ଦୁର୍ଘଟଣାରେ ୪ ବିଜେପି ନେତାଙ୍କ ମୃତ୍ୟୁ

ଅଗରତାଲା: ଭାରସାମ୍ୟ ହରାଇବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏକ ମ୍ୟାକ୍ସି ଟ୍ରକ (TR-03-H-1636)। ଏଥିରେ ୪ ଜଣ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ବାକି ୧୫ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ଦକ୍ଷିଣ ତ୍ରିପୁରାର ଗୋମତି ଜିଲ୍ଲାର ଅମରପୁର ନତୁନ ବଜାରରେ ଏହି ଦୁର୍ଘଟଣା ଘଟିଛି। ଶନିବାର ଜିଲ୍ଲା ପୁଲିସ ଏହି ସୂଚନା ଦେଇଛି। ଏପ୍ରିଲ ୬ରେ ତ୍ରିପୁରାରେ ଜିଲ୍ଲା ପରିଷଦ ନିର୍ବାଚନ ରହିଛି। ଏଥିପାଇଁ ବିଜେପି ଏକ ନିର୍ବାଚନୀ […]

BJP-WORKER-ACCIDENT

BJP-WORKER-ACCIDENT

Subhransu Sekhar
  • Published: Saturday, 27 March 2021
  • Updated: 27 March 2021, 04:43 PM IST

Sports

Latest News

ଅଗରତାଲା: ଭାରସାମ୍ୟ ହରାଇବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏକ ମ୍ୟାକ୍ସି ଟ୍ରକ (TR-03-H-1636)। ଏଥିରେ ୪ ଜଣ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ବାକି ୧୫ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ଦକ୍ଷିଣ ତ୍ରିପୁରାର ଗୋମତି ଜିଲ୍ଲାର ଅମରପୁର ନତୁନ ବଜାରରେ ଏହି ଦୁର୍ଘଟଣା ଘଟିଛି। ଶନିବାର ଜିଲ୍ଲା ପୁଲିସ ଏହି ସୂଚନା ଦେଇଛି।

ଏପ୍ରିଲ ୬ରେ ତ୍ରିପୁରାରେ ଜିଲ୍ଲା ପରିଷଦ ନିର୍ବାଚନ ରହିଛି। ଏଥିପାଇଁ ବିଜେପି ଏକ ନିର୍ବାଚନୀ ବୈଠକ ଡାକିଥିଲେ। ଏଥିରେ ସମସ୍ତେ ସାମିଲ୍ ହୋଇ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିଥିଲେ। ଏହାପରେ ରାତିରେ ମାକ୍ସି ଟ୍ରକର ଗାଡ଼ି ନମ୍ୱର TR-03-H-1636ରେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ୪ ମୃତକଙ୍କ ମଧ୍ୟରେ ତିନି ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି।

ଉର୍ବଶୀ କନ୍ୟା ଜମାତିଆ (୪୫), ମମତା ରାଣୀ ଜମାତିଆ (୨୬), ରଚନା ଦେବୀ ଜମାତିଆ (୩୦) ଏବଂ ଗହିନ କୁମାର ଜମାତିଆ (୬୫)ଙ୍କର ମୃତ୍ୟୁ ଘଟିଛି। ସେମାନଙ୍କର ପରିଚୟ ମଧ୍ୟ ଜାରି କରିଛି ପୁଲିସ। ଆହତ ୧୫ ବିଜେପି ନେତା ଗୋମତି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଏବଂ ରାଜ୍ୟ ବିଜେପି ସଭାପତି ମନିକ ଶାହ ଏ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story