ଆରମ୍ଭ ହେବ ୫-ଜି ଯୁଗ, କେନ୍ଦ୍ର କ୍ୟାବିନେଟ ଦେଲା ଗ୍ରୀନ୍‌ ସିଗନାଲ

ନୂଆଦିଲ୍ଲୀ: ମୋବାଇଲ ଏବଂ ଇଣ୍ଟରନେଟ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆଗ ଅପେକ୍ଷା ଅଧିକ ସ୍ପିଡ ହେବ ଇଣ୍ଟରନେଟ୍‌। ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ। ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ବିଧିବଦ୍ଧ ମଞ୍ଜୁରି ମିଳିଛି।  ତେଣୁ ଖୁବ୍‌ ଶୀଘ୍ର ଏହି ସ୍ପେକଟ୍ରମ୍‌ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୦ ବର୍ଷ ବୈଧତା ସହ 72097.85 MHz  […]

5G

5G

Tapas Behera
  • Published: Wednesday, 15 June 2022
  • Updated: 15 June 2022, 01:07 PM IST

Sports

Latest News

ନୂଆଦିଲ୍ଲୀ: ମୋବାଇଲ ଏବଂ ଇଣ୍ଟରନେଟ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆଗ ଅପେକ୍ଷା ଅଧିକ ସ୍ପିଡ ହେବ ଇଣ୍ଟରନେଟ୍‌। ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ। ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ବିଧିବଦ୍ଧ ମଞ୍ଜୁରି ମିଳିଛି।  ତେଣୁ ଖୁବ୍‌ ଶୀଘ୍ର ଏହି ସ୍ପେକଟ୍ରମ୍‌ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୦ ବର୍ଷ ବୈଧତା ସହ 72097.85 MHz  ନିଲାମି ହେବ। ଆସନ୍ତା ଜୁଲାଇ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଲାମି ଡକାଯିବା ନେଇ କେନ୍ଦ୍ର ଟେଲିକମ୍‌ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

୪ଜି ସର୍ଭିସଠାରୁ ୫ଜି ନେଟୱର୍କ ୧୦ ଗୁଣା ଅଧିକ ସ୍ପିଡ ହେବ ବୋଲି କ୍ୟାବିନେଟ ବୈଠକରେ ମତ୍ତ ପ୍ରକାଶ ପାଇଛି। ମୁଖ୍ୟତଃ ଲୋ ପାଇଁ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), Mid (3300 MHz) ଏବଂ ହାଇଫ୍ରିକୁଏନ୍ସି ପାଇଁ  26 GHz ଲାଗି ନିଲାମ ହେବ। ଟେଲିକମ୍‌ ସେକ୍ଟର ପ୍ରଗତିରେ ୫ଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି  ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି। ତେବେ ପ୍ରଥମଥର ପାଇଁ ନିଲାମି ପକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି।

ନିଲାମି ପ୍ରକ୍ରିୟାରେ ଭାଗ ନେଉଥିବା ସଫଳ ବିଡରଙ୍କୁ ସିଧାସଳଖ ସମସ୍ତ  ଅର୍ଥ ପୈଠ କରିବାକୁ ପଡ଼ିବନି । ସେମାନଙ୍କୁ ବାର୍ଷିକ ୨୦ଟି ଇନ୍‌ଷ୍ଟଲମେଣ୍ଟ ସୁଯୋଗ ଦିଆଯିବ। ସେହିପରି ପ୍ରତିଦଶ ବର୍ଷରେ ବିଡରମାନଙ୍କୁ ସ୍ପେକ୍ଟ୍ରମ ସରେଣ୍ଡର କରିବାକୁ ସୁଯୋଗ ଦିଆଯିବ। ତେବେ ଏହି ନିଲାମିରେ ପ୍ରମୁଖ ଟେଲିକମ୍‌ ସଂସ୍ଥା ଭୋଡାଫୋନ୍‌ ଆଇଡିଆ, ଭାରତୀ ଏୟାର ଟେଲ ଏଲଟିଡି ଏବଂ ରିଲାନ୍ସ ଇଣ୍ଡଷ୍ଟ୍ରିଜ୍‌ ଏଲଟିଡି ଭାଗ ନେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story