ଦ୍ଵିତୀୟ ବିବାହ ଜିଦରେ ବିଦ୍ୟୁତ ଖୁଣ୍ଟକୁ ଚଢ଼ିଗଲେ ବୃଦ୍ଧ

ଢୋଲପୁର: ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ ରାଜି ନହେବାରୁ ଆତ୍ମହତ୍ୟା ଉଦ୍ୟମ। ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିବାରୁ ଅଡି ବସିଥିଲେ ଏହି ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି। ହେଲେ ପରିବାର ଲୋକେ ରାଜି ନହେବାରୁ ସେ ଧମକ ଦେବାକୁ ଯାଇ ୧୧ ହଜାର ଭୋଲଟେଜ ବିଶିଷ୍ଟ ଏକ ବିଦ୍ୟୁତ ଖଣ୍ଟ ଉପରକୁ ଚଢ଼ିଯାଇଥିଲେ ବୃଦ୍ଧ ଜଣଙ୍କ। ରବିବାର ରାଜସ୍ଥାନ ଢ଼ୋଲପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା। ୬୦ ବର୍ଷୀୟ ଏହି ସୋବରନ ସିଂହଙ୍କର […]

old-man-climb-electric-pole

old-man-climb-electric-pole

Subhransu Sekhar
  • Published: Wednesday, 10 March 2021
  • Updated: 10 March 2021, 06:55 PM IST

Sports

Latest News

ଢୋଲପୁର: ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ ରାଜି ନହେବାରୁ ଆତ୍ମହତ୍ୟା ଉଦ୍ୟମ। ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିବାରୁ ଅଡି ବସିଥିଲେ ଏହି ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି। ହେଲେ ପରିବାର ଲୋକେ ରାଜି ନହେବାରୁ ସେ ଧମକ ଦେବାକୁ ଯାଇ ୧୧ ହଜାର ଭୋଲଟେଜ ବିଶିଷ୍ଟ ଏକ ବିଦ୍ୟୁତ ଖଣ୍ଟ ଉପରକୁ ଚଢ଼ିଯାଇଥିଲେ ବୃଦ୍ଧ ଜଣଙ୍କ। ରବିବାର ରାଜସ୍ଥାନ ଢ଼ୋଲପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା।

୬୦ ବର୍ଷୀୟ ଏହି ସୋବରନ ସିଂହଙ୍କର ୫ ଜଣ ସନ୍ତାନ ରହିଛନ୍ତି। ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଏବେ ସେ ଦ୍ୱିତୀୟ ବିବାହ ପାଇଁ ଘରେ ଜିଦ୍ କରିଛନ୍ତି। ତେବେ ରବିବାର ସକାଳେ ଏଭଳି ଘଟଣା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାଇ ଦେଇଥିଲା। ହଠାତ୍ ଦେଖୁଦେଖୁ ଲୋକମାନେ ଖୁଣ୍ଟ ତଳେ ଘେରି ହୋଇଯାଇଥିଲେ। ସମସ୍ତେ ଓହ୍ଲେଇବାକୁ ଅନୁରୋଧ କରିଥିଲେ।

ତେବେ ସୋବରନ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିବା ମାତ୍ରେ ପରିବାର ଲୋକେ ପାଖରେ ଥିବା ଇଲେକ୍ଟ୍ରି ଅଫିସକୁ ଫୋନ କରି ସମସ୍ତ କଥା ଜଣାଇ ଦେଇଥିଲେ। ଆଉ ଇଲେକ୍ଟ୍ରି ଅଫିସରେ ନିୟୋଜିତ ଥିବା ଇଞ୍ଜିନିୟର ମଢ଼ା ଭାଉ ସେହି ଲାଇନର ବିଦ୍ୟୁତ ସରବରାହକୁ ସଙ୍ଗେସଙ୍ଗେ ବନ୍ଦ କରି ଦେଇଥିଲେ। ତେଣୁ ସୋବରନ ଖୁଣ୍ଟ ଉପରକୁ ଚଢ଼ିଥିଲେ ମଧ୍ୟ ତାରରେ କରେଣ୍ଟ ନଥିଲା। ତେବେ ପରିବାର ଲୋକ ଏବଂ ଉପସ୍ଥିତ ଥିବା ସମ୍ପର୍କୀୟ ସୋବରନଙ୍କୁ ବୁଝାସୁଝା କରିଥିଲେ। ଆଉ ଶେଷରେ ସେ ତଳକୁ ଓହ୍ଲାଇଥିଲେ।

ସୂଚନାଯୋଗ୍ୟ, ୬୦ ବର୍ଷୀୟ ସୋବରନଙ୍କ ସ୍ତ୍ରୀଙ୍କର ଚାରି ବର୍ଷ ତଳେ ମୃତ୍ୟୁ ହୋଇଥିଲା। ଉଭୟଙ୍କର ତିନି ପୁଅ ଏବଂ ଦୁଇ ଝିଅ ରହିଛି। ସମସ୍ତ ସନ୍ତାନ ବିବାହ କରି ସାରିଛନ୍ତି। ତେବେ କିଛି ଦିନ ହେବ ବୃଦ୍ଧ ଜଣଙ୍କ ବିବାହ କରିବାକୁ ଅଡି ବସିଛନ୍ତି। ଏଥିସହ ସେ ବିବାହ କରିବା ପାଇଁ ଜଣେ ମହିଳାଙ୍କୁ ପସନ୍ଦ କରିଥିବା ସୂଚନା ରହିଛି। ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ ମଧ୍ୟ କେହି ରାଜି ହେଉନଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story